ବିଜେପୁର :-ରୋଜଗାର ପାଇଁ ମଧ୍ୟପ୍ରଦେଶ ଯାଇ ହାତ ହରାଇ ଫେରିଥିବା ରୀନା ମହାନନ୍ଦ ଙ୍କୁ ତାଙ୍କ ବିଜେପୁର ନିକଟ ପଡ଼ା ଗ୍ରାମକୁ ଯାଇ ବିଜେପୁର ଜୋନ ୨ର ଜ଼ିଲ୍ଲାପରିଷଦ ସୁଶାନ୍ତ ଗଡ଼ତିଆ ତାଙ୍କ ଏ ଦୁର୍ଦ୍ଦଶା ଏବଂ ସ୍ଥିତାବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ତାଙ୍କୁ କିଛି ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲା l
Sign in
Sign in
Recover your password.
A password will be e-mailed to you.