ଇଚ୍ଛାପୁର କ୍ଳଷ୍ଟରରେ ନିପୁଣ ଓଡ଼ିଶା ମେଳା

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ଅନ୍ତର୍ଗତ ଇଚ୍ଛାପୁର କ୍ଲଷ୍ଟର ଆଶ୍ରମ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି । ଇଚ୍ଛାପୁର କ୍ଳଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧାଂଶୁ ଶେଖର…

ଡଃ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ+୨ ବିଦ୍ୟାଳୟ ଡମ୍ବସରା ଠାରେ ରଜତ ଜୟନ୍ତୀ ସମାରୋହ ଉତ୍ସବ ଆୟୋଜିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ତା୨୮/୦୧/୨୫ ରିଖ ମଙ୍ଗଳବାର, ଡଃ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ+୨ ବିଦ୍ୟାଳୟ ଡମ୍ବସରା ଠାରେ ସଫଳତାର ୨୫ବର୍ଷ ପୂର୍ତ୍ତି ଅବସରରେ ରଜତ ଜୟନ୍ତୀ ସମାରୋହ ଉତ୍ସବ ଆୟୋଜିତ ହୋଇଯାଇଛି ।ଉତ୍ସବର ପ୍ରାରମ୍ଭ ରେ ଡଃ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି…

ମା’ ବୈଷ୍ଣୋଦେବୀ ବିରାଜିବେ ଜାମୁକୋଣରେ,

ଫେବୃଆରୀ ୨ରେ ହେବ ପ୍ରାଣ ପ୍ରତିଷ୍ଠା, ପ୍ରକୃତି କୋଳରେ ମା'ଙ୍କ ସାନିଧ୍ୟ ପାଇଁ ଲାଗିବ ଭିଡ ଓଡଗାଁ, ୨୮।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଧାପୁର ଓ ମଗରବନ୍ଧ ପଞ୍ଚାୟତର ମଧ୍ୟ ସ୍ଥଳରେ ଫାସିପଲ୍ଲୀ ନିକଟସ୍ଥ ଚୋରଖୋଲ ଜାମୁକୋଣ ପାହାଡ଼ ଉପରେ ମା'…

ଉପଖଣ୍ଡ ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ଗୁଣପୁର ତା: ୨୬.୦୧.୨୦୨୫ରିଖ ଦିନ ଗୁଣପୁର ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ମହାସମାରୋହରେ ପାଳିତ ହୋଇ ଯାଇଛି । ଏହି ଅବସରରେ ଗୁଣପୁର ଉପ ଜିଲ୍ଲାପାଳ କିରନଦୀପ କୌର ସହୋତା, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମ୍ବିଧାନ…

ନବରଙ୍ଗପୁରଠାରେ ଜିଲ୍ଲା ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ

ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ,ତା ୨୭.୧.୨୦୨୫: ଗତକାଲି ତା ୨୬.୧.୨୦୨୫ ରିଖ ଦିନ ନବରଙ୍ଗପୁର ସହର ସ୍ଥିତ ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ମାନ୍ୟବର , ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ…

ବାଣପୁରର ବିଭିନ୍ନ ସ୍ଥାନରେ ଚୋରୀ ଅଭିଯୋଗ, ପୋଲିସର ଛାନଭିନ୍ ଆରମ୍ଭ

ବାଣପୁର:(ସେକ କୌସର ):ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଗତକାଲି ଏକାଧିକ ସ୍ଥାନରେ ଛୋଟ ବଡ଼ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ହଳନ୍ଦା ସେବା ସମବାୟ ସମିତି ଲିଃ ର କାର୍ଯ୍ୟାଳୟ ରୁ ଗତକାଲି ରାତିରେ ଦୁର୍ବୁତ୍ତ ମାନେ କବାଟ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର…

ଗୋବରା ଆଳିଆ ସମାଜ ଗୃହ ଉଦଘାଟନ

ବେଲଗୁଣ୍ଠା : -(ଶିବରାମ ଚୌଧୁରୀ )-ନିଖିଳ ଉତ୍କଳ ଆଳୀୟ ସମାଜ ଗୋବରା ପଲ୍ଲୀପରିଷଦ ର ନୂତନ ସମାଜ ଗୃହ ପ୍ରତିଷ୍ଠା ସହ ଉଦଘାଟନ ହୋଇଯାଇଛି l ମୁଖ୍ୟଅତିଥି ରୂପେ 47 ନଂ ଯ଼ୋନ ଜ଼ିଲ୍ଲାପରିଷଦ ସଭ୍ୟା ପୂର୍ଣ୍ଣବାସୀ ନାୟକ ଯୋଗଦେଇ ନୂତନ ଗୃହ କୁ ଉଦଘାଟନ କରିଥିଲେ l ଅନ୍ୟତମ ଅତିଥି ରୂପେ ସ୍ଥାନୀୟ…

ନାସିକ-ସିରିଡ଼ି ଅଭିମୁଖେ ଗଜପତିରୁ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ତାର୍ଥଯାତ୍ରାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ , ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୁପେଶ ପାଣିଗ୍ରାହୀ , ସଭାପତି , ଜିଲ୍ଲାପରିଷଦ , ଗଜପତି ଶ୍ରୀଯୁକ୍ତ ଜି. ତିରୁପତି ରାଓ , ଅଧ୍ୟକ୍ଷା , ପାରଳା ପୌରପରିଷଦ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ,…

ଦିବାକର ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ ର ଉଦ୍ ଘାଟନ

 ପ୍ରଥମ ଦିନ ଖେଳ ରେ ୨-୧ ରେ ରାଜକନିକା ବିଜୟୀ।     ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ସୁଙ୍ଗୁଡା  ନୀଳମଣି ମିନି ଷ୍ଟାଡିୟମରେ ଶ୍ରୀ ଗଣେଶ କ୍ଳବ୍ ପକ୍ଷ ରୁ ଦିବାକର ମେମୋରିଆଲ ଫୁଟବଲ  ଟୁର୍ଣା ମେଣ୍ଟ ର ଉଦ୍ ଘାଟନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମ…