Sign in
Sign in
Recover your password.
A password will be e-mailed to you.
ସୋଆ ଆଇବିସିଏସ୍ ପକ୍ଷରୁ ‘ବ୍ୟବସାୟର ସାମ୍ପ୍ରତିକ ଧାରା’କୁ ନେଇ କର୍ମଶାଳା
ଭୁବନେଶ୍ୱର , ଏପ୍ରିଲ ୨୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍) ପକ୍ଷରୁ ବ୍ୟବସାୟର ବିଭିନ୍ନ ଦିଗକୁ ନେଇ ଏକ କର୍ମଶାଳା ନିକଟରେ ଆୟୋଜିତ ହୋଇଯାଇଛି । ‘ବ୍ୟବସାୟର ସାମ୍ପ୍ରତିକ ଧାରା’ ଶୀର୍ଷକ ଏହି କର୍ମଶାଳାରେ…
ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣୀ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗରରେ ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଆଜି ଅର୍ଥାତ୍ ମାସର ତୃତୀୟ ସୋମବାର ଏପ୍ରିଲ୍ ମାସ ୨୧ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା,ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶ୍ରୀ…
ହଡ଼ପ ହୋଇଥିବା ଗୋଚର ଭୂମିର ପର୍ଦ୍ଦାଫାଶ ହେବ କେବେ ?
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଘୁମୁସର ଅଞ୍ଚଳରେ କୋଡ଼ିଏ ହଜାର ପାଞ୍ଚ ଶହ ଏକର ଗୋଚର ଜମି ଥାଇ ମଧ୍ଯ ଘୁମୁସରୀ ଗୋପାଳକ କୁ , ଗାଈ ଗୋରୁଙ୍କ ଚାରଣ ପାଇଁ ଜମି ମିଳୁ ନାହିଁ । ଏହି ପରିପ୍ରେକ୍ଷୀରେ ଉକ୍ତ ଜମି ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ କବଜା ରେ ଅଛିତ, ଆଉ କିଛି ଗୋଚର ଭୂମିରେ…
ତରଭା ପଞ୍ଚାୟତ ସମିତି ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ସୁବର୍ଣ୍ଣପୁରଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାମପ୍ରସାଦ ସାହୁ…
ଅତିରିକ୍ତ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।
ବରପାଲି :- ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁଙ୍କ ସମେତ ଜିଲ୍ଲାପରିଷଦ ମୂଖ୍ୟ ଉନ୍ନୟନ…
ଐତିହାସିକ ଲବଣ ସତ୍ୟାଗ୍ରହ ପୀଠ ର ୯୫ ତମ ସମାରୋହ ପାଇଁ ପ୍ରସ୍ତୁତି ବୈଠକ ।
ଅସ୍ତରଙ୍ଗ/ଦୁଃଶାସନ ନାୟକ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ କୁହୁଡି ଠାରେ ଆସନ୍ତା ମେ ୨୧ ତାରିଖ ଦିନ ପାଳିତ ହେବାକୁ ଥିବା,୯୫ ତମ ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ ପାଇଁ ଏକ ପ୍ରସ୍ତୁତି ବୈଠକ କୁହୁଡି ସ୍ଥିତ ଲବଣ ସତ୍ୟାଗ୍ରହ ସ୍ଵାମୀ ଜି ପୂର୍ଣାନନ୍ଦ ସ୍ମୃତି ବିଦ୍ୟାପୀଠ ଠାରେ…
ପଦ୍ମପୁର ବନାଞ୍ଚଳ ରେ ବଣୁଆ ହାତୀ : ବନ ବିଭାଗ ପକ୍ଷରୁ କରଯାଉଛି ସଚେତନ।
ପଦ୍ମପୁର:- ପଦ୍ମପୁର ବନାଞ୍ଚଳର ଜମରତଲା ଅଞ୍ଚଳରେ ବଣୁଆ ହାତୀ ବୁଲୁଥିବା ନେଇ ବନବିଭାଗ ପକ୍ଷରୁ ଗାଁ ଗୁଡ଼ିକରେ ଲୋକଙ୍କୁ ସଚେତନତା କରାଯାଇଛି I ହାତୀ ବୁଲୁଥୁବା ସୂଚନା ପାଇ ବନାଞ୍ଚଳ ଅଧିକାରୀ ସୁଦାମ ଜଗଦଳାଙ୍କ ନେତୃତ୍ବରେ ଗଠିତ ସ୍କ୍ୱାର୍ଡ ତଥା ଫରେଷ୍ଟର ସରୋଜ ସାହୁ, ଚିନ୍ମୟୀ ମହାପାତ୍ର,…
ଯୁବ ମୋର୍ଚ୍ଚା ପକ୍ଷରୁ ସୋନିଆ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ପକ୍ଷରୁ ପାରଳାଖେମୁଣ୍ଡି ସହରରେ ଥିବା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରଯାଇଥିଲା। ୧୯୩୭ ମସିହାରେ ଆରମ୍ଭ ହୋଇଥିବା ନ୍ୟାସନାଲ…
ଡ. ବିଧୂତ ଶେଖର ମିଶ୍ରଙ୍କ କବିତା ସଙ୍କଳନ ମନମୁକୁର ଲୋକାର୍ପିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନ , ପାରଳାଖେମୁଣ୍ଡି ଆନୁକୁଲ୍ୟେ ଡ. ବିଧୂତ ଶେଖର ମିଶ୍ରଙ୍କ କବିତା ସଙ୍କଳନ ମନମୁକୁର ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଉନ୍ମୋଚିତ ହୋଇଯାଇଛି। କବି ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଂଯୋଜନାରେ ଅନୁଷ୍ଠିତ…
କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ପାଈଁ ଭୂମି ପୂଜା ଓ ଶୁଭ ଖୁଣ୍ଟି ସ୍ଥାପନ ।
କନ୍ଧମାଳ: ଆଜି କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ ଆସନ୍ତା ଏପ୍ରିଲ ୨୭ ଠାରୁ ମେ ୮ ପର୍ଯ୍ୟନ୍ତ ହେବାକୁ ଥିବା କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ୨୦୨୫ ପାଈଁ ଭୂମିପୂଜା ଓ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ମେଳାରେ ୧୫୦ ରୁ ଉର୍ଦ୍ଧ ବିଭିନ୍ନ ପ୍ରକାରର ବାଣିଜ୍ୟିକ ଷ୍ଟଲ,…