Sign in
Sign in
Recover your password.
A password will be e-mailed to you.
ଉତ୍କର୍ଷ ଓଡ଼ିଶା କନକ୍ଳେଭ : ସୋଆ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ
ଭୁବନେଶ୍ୱର, ଜାନୁଆରୀ ୨୮: ଉତ୍କର୍ଷ ଓଡିଶା – ମେକ୍ ଇନ୍ ଓଡ଼ିଶା କନକ୍ଳେଭ -୨୦୨୫କୁ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥିବା ବେଳେ ଏହି ଅବସରରେ ତାଙ୍କୁ ସ୍ୱାଗତ ଜଣାଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ରଛାତ୍ରୀ । ଜନତା ମଇଦାନ ଠାରେ ଏହି…
ଗୁଣପୁର ଶତାୟୁ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ତା ୨୮. ୦୧. ୨୦୨୫ ରିଖ ଦିନ ଏହି ଶିକ୍ଷାବର୍ଷର ବାର୍ଷିକ ଉତ୍ସବ ଗୁଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ହେମାନନ୍ଦ ବରିହା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ଏଥିରେ ଅନୁଷ୍ଠାନ ର ପୂର୍ବତନ ଛାତ୍ର ତଥା ସମ୍ୱଲପୁର…
ନବରଙ୍ଗପୁର ଜିଲ୍ଲାରେ ଧାନ ସଂଗ୍ରହ ତ୍ଵରାନିତ
ବର୍ତମାନ ପର୍ଯ୍ୟନ୍ତ ୩୩,୧୩୪ ଜଣ ପଂଜିକୃତ ଚାଷୀଙ୍କ ଧାନ ବିକ୍ରୟ
ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ,୨୮.୧.୨୦୨୫:ନବରଙ୍ଗପୁର ଜିଲ୍ଲାର ୧୦ ଟି ବ୍ଲକ୍ ରେ ଧାନ ସଂଗ୍ରହ ପୁରା ଦମରେ ଚାଲିଛି।ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅତିରିକ୍ତ ଜିଲ୍ଲାପାଳ…
ବିରସ ବିଜେଡିର ବନ୍ଧୁମିଳନ କାର୍ଯ୍ୟକ୍ରମ
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବିରସ ପଞ୍ଚାୟତ ଅଧୀନ ସ୍ଥାନୀୟ ସରପାଞ୍ଚ ରୁଚିଶ୍ମିତା ବାରିକ୍ ଙ୍କ ବାସ ଭବନରେ ବିରସ ବିଜେଡି ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇଯାଇଛି।ଏହି ଅବସରରେ ବାସୁଦେବପୁର ର ପୂର୍ବତନ ବିଧାୟକ ବିଷ୍ଣୁବ୍ରତ…
ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସଭାଗୃହ ରେ ୨୦୨୪-୨୫ ଆର୍ଥିକ ବର୍ଷର ଦ୍ଵିତୀୟ ଚକ୍ର ସାମାଜିକ ସମୀକ୍ଷା ର ବ୍ଲକ ସ୍ତରୀୟ ଜନଶୁଣାଣୀ ବୈଠକ ବିଡ଼ିଓ ଦିଲ୍ଲୀପ କୁମାର ବାଡ଼ାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଏହି…
ଟାଟା ପାୱାର ପକ୍ଷରୁ ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ ୨୦୨୫ରେ ବଂଟନ ପ୍ରଯୁକ୍ତି ଓ ସବୁଜ ଶକ୍ତି ସମାଧାନ ପ୍ରଦର୍ଶିତ
ଭୁବନେଶ୍ୱର: ଦେଶର ସର୍ବବୃହତ୍ ସମନ୍ୱିଗ୍ଦତ ବିଦ୍ୟୁତ୍ କମ୍ପାନି ଟାଟା ପାୱାର ପକ୍ଷରୁ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୫ରେ ଓଡ଼ିଶାର ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ଏହାର ରୂପାନ୍ତରୀତ ଅବଦାନ ଉପରେ ଆଲୋକପାତ କରାଯାଇଛି। ବିଶ୍ୱର ଏକ ଅଗ୍ରଣୀ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ…
ଐତିହାସିକ ରାଜବୋଡାସମ୍ବର ଉଚ୍ଚବିଦ୍ୟାଳୟ, ପଦ୍ମପୁର ଠାରେ ବାର୍ଷିକୋତ୍ସବ (ପ୍ରୟାସ)
ପଦ୍ମପୁର: ସ୍ଥାନୀୟ ଐତିହାସିକ ରାଜବୋଡାସମ୍ବର ଉଚ୍ଚବିଦ୍ୟାଳୟ, ପଦ୍ମପୁର ଠାରେ ବାର୍ଷିକୋତ୍ସବ (ପ୍ରୟାସ) ୨୦୨୪-୨୫ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଭିଳାଷ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଗୋଷ୍ଠୀ…
ଶିକ୍ଷାବିତ ଡକ୍ଟର ସତ୍ୟାନନ୍ଦ ପଣ୍ଡାଙ୍କ ସପ୍ତମ ଶ୍ରାଦ୍ଧବାର୍ଷକୀ ଅବସରରେ ମେଧାବୃତ୍ତି
୬ ବର୍ଷରେ 31 ଜଣ ଛାତ୍ରଛାତ୍ରୀଙ୍କୁ ଡକ୍ଟର ଡ. ସତ୍ୟାନନ୍ଦ ପଣ୍ଡା ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ମେଧାବୃତ୍ତି ଓ ମାନପତ୍ର
ପାରାଦୀପ 28, 01, 2024: ପାରାଦୀପ ଅଚଂଳର ବିଶିଷ୍ଟ ଶିକ୍ଷାବିତ, ଳେଖକ, ସଂଗଠକ, ଏକାଧିକ ଶିକ୍ଷାନୁଷ୍ଠାନର ମାର୍ଗଦର୍ଶକ ସ୍ବର୍ଗତ ଡକ୍ଚର ସତ୍ୟାନନ୍ଦ ପଣ୍ଡାଙ୍କ ସପ୍ତମ…
ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନ
ଦୟା ପ୍ରଦୂଷଣ ମୃତକଙ୍କୁ 15 ଲକ୍ଷ କ୍ଷତିପୂରଣ ଓ ତୁରନ୍ତ ବିଶୁଦ୍ଧ ପାଣି ଯୋଗାଇ ଦିଆଯାଉ
ଭୁବନେଶ୍ୱର : ଆଜି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଦୟା ପ୍ରଦୂଷଣ ଜନିତ ଗୁରେଇ ସେଠୀ, ସଚଳl ସାହୁ, ମାଗି ଦଳେଇ ଓ ସାରଥୀ ପ୍ରଧାନ ଆଦି ଚାରି ଜଣଙ୍କ ମୃତ୍ୟୁ…
ଭଞ୍ଜନଗର ବ୍ଳକ୍ ରେ କିଶୋରୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଆର୍.ଏମ୍.ସି ପାର୍ଶ୍ଵରେ ଥିବା କଲ୍ୟାଣ ମଣ୍ଡପ ଠାରେ ଭଞ୍ଜନଗର ଶିଶୁ ବିକାଶ ପ୍ରକଳ୍ପ ତରଫରୁ କିଶୋରୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଥିଲା କିଶୋରୀ ବାଳିକାମାନଙ୍କ ମଧ୍ୟରେ ଥିବା…