ଦଧିବାମନ ସ୍ନାତକ ମହାବିଦ୍ୟାଳୟରେ ବାର୍ଷିକୋତ୍ସବ ପାଳିତ

ଭଟଲି, ତା.୦୬.୦୨.୨୦୨୫:- ଦଧିବାମନ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁଙ୍କ ତତ୍ତ୍ଵାବଧାନରେ ବାର୍ଷିକ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ଅତିଥିମାନଙ୍କ ଦ୍ଵାରା ପ୍ରାଚୀର ପତ୍ରିକା "ବାତାୟନ" ଉନ୍ମୋଚିତ ହୋଇଥିଲା । ଏଥିରେ ଛାତ୍ରଛାତ୍ରୀମାନଙ୍କ ସାହିତ୍ୟିକ…

ରଜବୋଡାସମ୍ବର ଧନୁଯାତ୍ରା : ରଙ୍ଗସଭା ର ଆୟୋଜନ

ପାଇକମାଳ: ପାଇକମାଳ ବ୍ଲକ୍ ଗୋଇବାହଲି ଠାରେ ହେଉଥିବା  ସପ୍ତମ ରଜବୋଡାସମ୍ବର୍ ଧନୁଯାତ୍ରା ମସୋତ୍ସବ ର ଷଷ୍ଠ ଦିବସ ରେ   ଗୋପପୁର  କେର୍ମେଲାବାହାଲ ରେ ଦିବା ୧୦ ଟା ରୁ ୪ ମଧ୍ୟରେ   କୃଷ୍ଣ ବଳରାମଙ୍କ ବାଲ୍ୟଲୀଳା, କାଳୀୟ ଦଳନ, ବିଶ୍ଵରୂପ ଦର୍ଶନ, ଗୋପୀଙ୍କ  ଦହି ବିକା, ନବକେଲି,…

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ କେରଳର ଦମ୍ପତି

ପାରଳାଖେମୁଣ୍ଡି / ବାଳକୃଷ୍ଣପାଣିଗ୍ରାହୀ : ଆଜି ଗଜପତି ଜିଲ୍ଲାରୁ ୬୭ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ପୋଷ୍ୟ ସନ୍ତାନ ଭାବେ କେରଳର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ସୂଚନା ପ୍ରକାରେ ପିତୃମାତୃହୀନ ଏହି ଶିଶୁକନ୍ୟାଟିକୁ , ଶିଶୁ ମଙ୍ଗଳ ସମିତି ଙ୍କ ନିର୍ଦ୍ଦେଶ…

ଆବାସିକ ବିଦ୍ୟାଳୟର ପରିଚାଳକ ଓ ମେଟ୍ରୋନ ମାନଙ୍କୁ ନେଇ ଶିଶୁ ସୁରକ୍ଷା ଉପରେ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ…

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ ଗଜପତି ଦ୍ବାରା ଜିଲ୍ଲାପାଳ ଙ୍କ ସମ୍ମିଳନୀ ଠାରେ ଜିଲ୍ଲାର ୪ ଗୋଟି ବ୍ଲକ ଯଥା :- ଗୁମ୍ମା , ରାୟଗଡ଼ , ଗୋଷାଣୀ ଓ କାଶିନଗର ର ସରକାରୀ ଆଦିବାସୀ ଛତ୍ରାବାସ ଓ ଛାତ୍ରୀନିବାସ ଦାୟିତ୍ବରେ ଥିବା ପରିଚାଳକ ଓ ମେଟ୍ରୋନ ମାନଙ୍କ…

ଉଚ୍ଚ ନ୍ୟାୟାଳୟ ର ବିଚାରପତି ଆନନ୍ଦ ଚନ୍ଦ୍ର ବେହେରା ଙ୍କ ହରିଶଙ୍କର ଗସ୍ତ

ଖପ୍ରାଖୋଲ ୬/୨(ହେମସାଗର ସାହୁ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ପବିତ୍ର ପୁଣ୍ୟ କ୍ଷେତ୍ର ତଥା ପର୍ଯ୍ୟଟନ କ୍ଷେତ୍ର ହରିଶଙ୍କର ଓଡିଶା ର ଉଚ୍ଚ ନ୍ୟାୟାଳୟ ର ବିଚାରପତି ଆନନ୍ଦ ଚନ୍ଦ୍ର ବେହେରା ଗୁରୁବାର ଅପରାହ୍ନ ରେ ଗସ୍ତ କରିଥିଲେ। ଏହି ଅବସରରେ ମନ୍ଦିର ପରିସର, ଝରଣା କୁଳ ବୁଲି…

ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୨୭ତମ ବାର୍ଷିକ ଉତ୍ସବ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ୨୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ ଛାତ୍ର ଜୀବନର…

ବେଲଗୁଣ୍ଠା ବିଜେପି ତରଫରୁ ନୂତନ ଏନ୍ଏସି କାର୍ଯ୍ୟ ନୀର୍ବାହୀ ଅଧିକାରୀଙ୍କୁ ସ୍ୱାଗତ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ୟ ନିର୍ବାହି ଅଧିକାରୀ ଭାବେ ବନମାଳୀ ଶତପଥି ଯୋଗ ଦେବାପରେ ତାଙ୍କୁ ଆଜି ବେଲଗୁଣ୍ଠା ନଗର ବିଜେପି ତରଫରୁ ସ୍ୱାଗତ କରାଯାଇଛି I ଆଜି ବେଲଗୁଣ୍ଠା ନଗର ବିଜେପି ମଣ୍ଡଳ ସଭାପତି ଯତୀନ୍ ପାତ୍ରଙ୍କ ନେତୃତ୍ୱରେ…

ବେଲଗୁଣ୍ଠାରେ ଗ୍ରାମ କଣ୍ଟକ ପଟ୍ଟା ବାଣ୍ଟିଲେ ବିଧାୟକ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ତହସିଲ୍ ଅନ୍ତର୍ଗତ ସମସ୍ତ ଛଅଟି ରାଜସ୍ୱ ମଣ୍ଡଳର ହିତାଧିକାରୀଙ୍କୁ ଗ୍ରାମ କଣ୍ଟକ ପଟ୍ଟା ବଣ୍ଟନ କରିଛନ୍ତି ସୋରଡ଼ା ବିଧାୟକ I ଆଜି ବେଲଗୁଣ୍ଠା ଟାଉନ୍ ହଲ୍ ଠାରେ ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ…

ସମବାୟ ବ୍ୟାଙ୍କରେ ଲାଗୁ ହେବ ଓଟିଏସ୍ ବ୍ୟବସ୍ଥା

ଭୁବନେଶ୍ୱର, ୦୬/୦୨: ୱାନ୍ ଟାଇମ୍ ସେଟଲମେଣ୍ଟ (ଓଟିଏସ୍) ବା ଏକକାଳୀନ ପଇଠ ପ୍ରାବଧାନ ସମବାୟ ବ୍ୟାଙ୍କମାନଙ୍କରେ ଲାଗୁ ହେବ । ଏହି ବ୍ୟବସ୍ଥା ଲାଗୁ କରିବାକୁ ସମବାୟ ବିଭାଗ ବିଧିବଦ୍ଧ ଅନୁମୋଦନ ପ୍ରଦାନ କରିଛି । ଏହା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ,…

ଫିନିକ୍ସ ଏକାଡେମୀ ଆବାସିକ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ।

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ଫିନିକ୍ସ ଏକାଡେମୀ ଆବାସିକ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠିତ ସଭା କାର୍ଯ୍ୟ କର୍ମ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଡ…