ଉଦଯାପିତ ହେଲା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୋନପୁର ରୟାଲ ପଡିଆରେ ଅନୁଷ୍ଠିତ ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଗୁରୁବାର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ଅଧ୍ୟକ୍ଷତା କରିଥିଲେ। ଅତିରିକ୍ତ ଜିଲାପାଳ…

ମା ବୀଣାପାଣି କ୍ଳବ୍ ର ସାଂସ୍କୃତିକ କାର୍ଯ୍ୟକ୍ରମ।

 ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ଆରୁହା ପଞ୍ଚାୟତ ରେ ମା ବୀଣାପାଣି କ୍ଳବ୍ ପକ୍ଷ ରୁ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ଆୟୋଜିତ ସଭା କାର୍ଯ୍ୟ କ୍ରମ ରେ ସାମ୍ବାଦିକ ପ୍ରଦୀପ୍ତ କୁମାର ମହାନ୍ତି ଙ୍କ ସଂଯୋଜନା ରେ ମୁଖ୍ୟ…

ସବୁଜ ଶକ୍ତି କ୍ଷେତ୍ରରେ ଯୁବପିଢିଙ୍କୁ ସଶକ୍ତ କରୁଛି ଟିପିଏସ୍ଓଡିଏଲ୍

ବ୍ରହ୍ମପୁର: ସବୁଜ ଶକ୍ତି ଏବଂ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ "ହାଉସହୋଲ୍ଡ ସୋଲାର ଚାମ୍ପିଅନ" ଶୀର୍ଷକ ସାର୍ଟିଫିକେଟ କୋର୍ସ ଆରମ୍ଭ କରିଛି। ଏଥିରେ ଯୁବପିଢିଙ୍କୁ ସୌର ଶକ୍ତି ସମ୍ବନ୍ଧୀୟ…

ଦର୍ଲିପାଲ୍ଲି ବୋରୋବଗା ଅଞ୍ଚଳରେ ଗତ ୩୧ ଜାନୁଆରୀ ଯୁବକକୁ ମରଣାନ୍ତକ ଆକ୍ରମଣ ଘଟଣାରେ ୩ ଗିରଫ, ସାମ୍ଵାଦିକ ସମ୍ମିଳନୀରେ…

https://youtu.be/YC-YX88_06c ସୁନ୍ଦରଗଡ;-ସୁନ୍ଦରଗଡ ଭଷ୍ମା ଥାନା ଦର୍ଲିପାଲ୍ଲି ବାରୋବଗା ଅଞ୍ଚଳରେ ଗତ ୩୧ ଜାନୁଆରୀରେ ଜଣେ ଯୁବକକୁ ହୋଇଥିବା ମରଣାନ୍ତକ ଆକ୍ରମଣ ମାମଲାରେ ଆଜି ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏଥିରେ ସଂପୃକ୍ତ ଆଉ ୪ ଅଭିଯୁକ୍ତଙ୍କୁ…

ସତ୍ୟବାଦୀ ବକୁଳବନର ଐତିହ୍ୟକୁ ସୁରକ୍ଷିତ ରଖାଯାଇ ଏହାର ପୁନରୁଦ୍ଧାର ଓ ବିକାଶ କରାଯିବ

ଏହାର ମୌଳିକ ଢାଞ୍ଚା ଅନୁରୂପ ବିକାଶ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଭୁବନେଶ୍ୱର06.02.2025 ବକୁଳବନର ଐତିହ୍ୟ ଓ ପରମ୍ପରା ସଂପର୍କରେ ଆଜିର ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବା ପାଇଁ ଏହାର ମୌଳିକ ଢାଞ୍ଚା ଅନୁରୂପ ବିକାଶ କରିବା ସହିତ ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ କରିବାକୁ…

ମହିଳା ଗୃହରକ୍ଷୀଙ୍କୁ ଅସଦାଚରଣ,ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ଓଡ଼ଗାଁ, ୬।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଦାଲତ ପ୍ରଥମ ଶ୍ରେଣୀ ତଥା ଦେୱାନୀ (କନିଷ୍ଠ)ବିଭାଗ ବିଚାରପତି ହରମୋହନ ଦାସ ଓଡ଼ଗାଁ ବ୍ଳକ ଶରଣକୁଳ ଥାନାର କାର୍ଯ୍ୟରତ ଜନୈକା ମହିଳା ଗୃହରକ୍ଷୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗର ଅଭିଯୁକ୍ତ ଶରଣକୁଳ ଛlମୁସlହିର ଗୋଲଖ…

ଓଡ଼ଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୨୫

ଓଡ଼ଗାଁ,୬।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୫ ଗୁରୁବାର ଅପରାହ୍ଣରେ ଉଦଘାଟିତ ହୋଇଯାଇଛି । ଚଳିତବର୍ଷ ୪ ଦିନଧରି ଚାଲିବାକୁ ଥିବା ମହୋତ୍ସବ ଯେପରି ଅଧିକ ସରସ ସୁନ୍ଦର ଓ ଶୃଙ୍ଖଳିତ ହୋଇପାରିବ ଏହାକୁ କାମନା କରି ଓଡ଼ଗାଁ ବିଜେ…

ସରପଞ୍ଚ ଓ ପିଇଓ ସହାୟତା ର ହାତ ବଢ଼େଇଲେ ଗରିବ ମାଧବୀ ର ଚିକିତ୍ସା ପାଇଁ

ଗାଇସିଲେଟ :-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଜଗଳ ପାଟ ପଞ୍ଚାୟତ ଅନ୍ତର୍ଗତ ଭାଙ୍ଗ ମୁଣ୍ଡା ଗ୍ରାମର ଅସହାୟ ସାବିତ୍ରୀ ପଧାନ ଙ୍କ ଝିଅ ମାଧବୀ ପଧାନ ଗତ ଜାନୁୟାରୀ ୨୮ -୨୦୨୫ଦିନ ଅତି ଗୁରୁତର ହେବାରୁ ଭୀମ ଭୋଇ ସରକାରୀ ହସ୍ପିଟାଲ ବଲାଙ୍ଗୀର କୁ ନେଇଥିଲେ ।ରକ୍ତ ଜନିତ ଅଭାବରୁ ମାଧବୀ ଅତି…

କୃମି ନାଶକ ଔଷଧ ଉପରେ ତାଲିମ ଶିବିର ଅନୁଷ୍ଠିତ

 ବିଜେପୁର /ସୁଶାନ୍ତ ସାହୁ : ଚଳିତ ବର୍ଷ ଫେବୃଆରୀ ପ୍ରଥମ ପର୍ଯ୍ୟାୟରେ ଏକ କୋଟି ୪୬ ଲକ୍ଷ ୫୦ ହଜାର ପିଲାଙ୍କୁ ଏବଂ ୧୭ ଲକ୍ଷ ୭୦ ହଜାର ମହିଳାଙ୍କୁ କୃମି ନାଶକ ଔଷଧ ସେବନ ପାଇଁ ଦିଆଯିବାର କାର୍ଯ୍ୟକ୍ରମ ଥିବା ବେଳେ, ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁର ସ୍ଥିତ ସଭାଗୃହ ଠାରେ…

ପ୍ଳେ ଜୋନ୍ ଉଦଘାଟିତ

ଗାଇସିଲେଟ :-ଗାଇସିଲେଟ ବ୍ଳକ ପିପିପି ହାଇସ୍କୁଲ ବରିହାପୁଖାପାଣି ଠାରେ ନୂତନ ଭାବେ ନିର୍ମିତ ପ୍ଳେଜୋନ୍ ଆଜି ବିଜେପୁର ବିଧାୟକ ଶ୍ରୀ ସନତ କୁମାର ଗଡତିଆ ଙ୍କ କରକମଳରେ ଶୁଭ ଉଦ୍ଘାଟନ ହୋଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ହୋଇଛି। ବିଦ୍ୟାଳୟର ୩୫ ତମ ବାର୍ଷିକ ଉତ୍ସବ ରେ ଆଜି ବିଧାୟକ…