Sign in
Sign in
Recover your password.
A password will be e-mailed to you.
ନର୍ଲା ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ ।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ତା 07.2.2025 ନର୍ଲା ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ ଆଜି ଉପ ନିର୍ଦେଶକ ପ୍ଲୀନିଂ କାର୍ଯ୍ୟାଳୟ,ଭବାନୀପାଟଣା ସ୍ଥିତ ସଭା ଗୃହରେ ମାନ୍ୟବର ନର୍ଲା ବିଧାୟିକା ମନୋରମା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି…
ଜଗତ ବିଜୟ ମେମୋରିଆଲ କ୍ରିକେଟ ଟୁର୍ଣା ମେଣ୍ଟ।
ଫାଇନାଲ ଖେଳ ରେ ଜୟ ଜଗନ୍ନାଥ କ୍ଳବ୍,ବାସୁଦେବପୁର ଚମ୍ପିୟାନ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ରାଜଘୋରପୋଖରୀ ପଞ୍ଚାୟତ ଅଧୀନ ବୀଣାଦଣ୍ଡା ଠାରେ ରେନବୋ ସ୍ପଟିଂ କ୍ଳବ୍ ପକ୍ଷ ରୁ ଆୟୋଜିତ ଜଗତ ବିଜୟ ମେମୋରିଆଲ କ୍ରିକେଟ ମ୍ୟାଚ୍ ର ଉଦ୍ ଜାପାନୀ ଉତ୍ସବ…
କାନ ଛିଣ୍ଡାଇ ଦେଲେ ଯୁବକ
ଅସ୍ତରଙ୍ଗ - ଅସ୍ତରଙ୍ଗ ବ୍ଲକ ଅଧୀନ ଅସ୍ତରଙ୍ଗ ପଞ୍ଚାୟତ ମହନ୍ତ ସାହି ର ଯୁବକ ନାଗାର୍ଜୁନ ଦାସ ଙ୍କ ବାମପଟ କାନ ଦାନ୍ତରେ ଛିଣ୍ଡାଇ ଚୋବାଇ ଦେବା ଘଟଣା ଅସ୍ତରଙ୍ଗ ଅଞ୍ଚଳ ରେ ଚାଞ୍ଚଲ୍ୟ ଭଳି ଖେଳିଯାଇଛି । ସୂଚନା ମୁତାବକ ଜିଉଁନ୍ତି ନିକଟ ଜିଓଳ ଗ୍ରାମ ରେ ଏକ ଅଷ୍ଟମପ୍ରହରୀ କାର୍ଯ୍ୟକ୍ରମ ରେ…
ଆବର୍ଜନା ସୁପରିଚାଳନା କର୍ମଶାଳା
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କାଇଶକନ୍ଦା ରେ ଆବର୍ଜନା ର ସୁପରିଚାଳନା କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଚୁମକୀ ବିଶି…
ଶ୍ରୀ ଶ୍ରୀ ବାଙ୍କନିଧି ଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ ଶମ୍ଭୁମିଳନ
ବାଲୁଗାଁ:(ସେକ କୌସର):ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଗବପଦର ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ବାଙ୍କନିଧି ଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ ଶମ୍ଭୁମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଦୀର୍ଘ ଚାରି ଦିନ ବ୍ୟାପି କାର୍ଯ୍ୟକ୍ରମରେ ମଙ୍ଗଳବାର ଅଙ୍କୁରାରୋପଣ ଓ ଅଧିବାସ…
ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ରୌପ୍ୟଜୟନ୍ତୀ ଉତ୍ସବ ପାଳନ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ବେଲଗୁଣ୍ଠା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପଞ୍ଚବିଂଶତମ ବାର୍ଷିକ ଉତ୍ସବ ବିଶିଷ୍ଟ ସମାଜସେବୀ ଭି. ଦେବୀପ୍ରସାଦ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ସୋରଡ଼ା ବିଧାୟକ ନୀଳମଣି…
ଉଦଯାପିତ ହେଲା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୋନପୁର ରୟାଲ ପଡିଆରେ ଅନୁଷ୍ଠିତ ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଗୁରୁବାର ଉଦ୍ଯାପନୀ କାର୍ଯ୍ୟକ୍ରମରେ ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ଅଧ୍ୟକ୍ଷତା କରିଥିଲେ। ଅତିରିକ୍ତ ଜିଲାପାଳ…
ମା ବୀଣାପାଣି କ୍ଳବ୍ ର ସାଂସ୍କୃତିକ କାର୍ଯ୍ୟକ୍ରମ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ଆରୁହା ପଞ୍ଚାୟତ ରେ ମା ବୀଣାପାଣି କ୍ଳବ୍ ପକ୍ଷ ରୁ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ଆୟୋଜିତ ସଭା କାର୍ଯ୍ୟ କ୍ରମ ରେ ସାମ୍ବାଦିକ ପ୍ରଦୀପ୍ତ କୁମାର ମହାନ୍ତି ଙ୍କ ସଂଯୋଜନା ରେ ମୁଖ୍ୟ…
ସବୁଜ ଶକ୍ତି କ୍ଷେତ୍ରରେ ଯୁବପିଢିଙ୍କୁ ସଶକ୍ତ କରୁଛି ଟିପିଏସ୍ଓଡିଏଲ୍
ବ୍ରହ୍ମପୁର: ସବୁଜ ଶକ୍ତି ଏବଂ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ "ହାଉସହୋଲ୍ଡ ସୋଲାର ଚାମ୍ପିଅନ" ଶୀର୍ଷକ ସାର୍ଟିଫିକେଟ କୋର୍ସ ଆରମ୍ଭ କରିଛି। ଏଥିରେ ଯୁବପିଢିଙ୍କୁ ସୌର ଶକ୍ତି ସମ୍ବନ୍ଧୀୟ…
ଦର୍ଲିପାଲ୍ଲି ବୋରୋବଗା ଅଞ୍ଚଳରେ ଗତ ୩୧ ଜାନୁଆରୀ ଯୁବକକୁ ମରଣାନ୍ତକ ଆକ୍ରମଣ ଘଟଣାରେ ୩ ଗିରଫ, ସାମ୍ଵାଦିକ ସମ୍ମିଳନୀରେ…
https://youtu.be/YC-YX88_06c
ସୁନ୍ଦରଗଡ;-ସୁନ୍ଦରଗଡ ଭଷ୍ମା ଥାନା ଦର୍ଲିପାଲ୍ଲି ବାରୋବଗା ଅଞ୍ଚଳରେ ଗତ ୩୧ ଜାନୁଆରୀରେ ଜଣେ ଯୁବକକୁ ହୋଇଥିବା ମରଣାନ୍ତକ ଆକ୍ରମଣ ମାମଲାରେ ଆଜି ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏଥିରେ ସଂପୃକ୍ତ ଆଉ ୪ ଅଭିଯୁକ୍ତଙ୍କୁ…