ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟି ବୈଠକ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟି(ଦିଶା) ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କମିଟି ଅଧ୍ୟକ୍ଷ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ…

ଜିଲାପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନବନିର୍ବାଚିତ ଅଧ୍ୟକ୍ଷା ମମତା

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ପଞ୍ଚାୟତ ସମିତିର ଉପନିର୍ବାଚନରେ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବା ପରେ ବଡବୋର ସିଂ ପଞ୍ଚାୟତର ସମିତି ସଭ୍ୟା ମମତା ଭୋଳ ଦିନ ୧ ଟା ୩୦ ମିନିଟ ସମୟରେ ଛତ୍ରପୁର ରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସରକାରୀ କାର୍ଯ୍ୟାଳୟ ଠାରେ ସାକ୍ଷାତ…

ବିଶିଷ୍ଟ ସାହିତ୍ୟିକ ମନ୍ମଥ ପାଢୀଙ୍କ ପରଲୋକ ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଦିବଙ୍ଗତ ମନ୍ମଥ ପାଢ଼ୀଙ୍କ ଏକ ଶୋକସଭା ଉତ୍କଳ ସମ୍ମିଳନୀର ରାଜ୍ୟ ଉପ ସଭାପତି ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ୨୫ ତାରିଖ…

କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ

ରାୟଗଡା ତା ୨୭-୨‐୨୦୨୫.: ରାୟଗଡା ସଦର ଗାନ୍ଧୀ ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ ହୋଇଯାଇଅଛି। ରାୟଗଡା ସଦର କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସଦାନନ୍ଦ ନାୟକ ଏଥିରେ ସଭାପତିତ୍ଵ କରିଥିଲେ। ରାୟଗଡା ବି ଆର ସି ସି ବଳରାମ ହୁଇକା ମୁଖ୍ୟ…

ଡାକ୍ତରଖାନା ପାଚେରୀ ସାମ୍ନାରେ ଠେଲା ଗାଡି ବାଲାଙ୍କ ଅକ୍ତିଆର,

ରୋଗୀଙ୍କ ସମ୍ପର୍କିୟ ସାଧାରଣ ଗାଡି ପାର୍କିଂ ନେଇ ଅସୁବିଧା ଓଡ଼ଗାଁ, ୨୭ା୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ ଜିଲ୍ଲା ଓଡ଼ଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଫାଟକ ଉଭୟ ପାର୍ଶ୍ବରେ କେତେକ ଠେଲା ଗାଡି ଦୈନଦିନ ରହି ବ୍ୟବସାୟ କରୁଥିବାରୁ ରୋଗୀଙ୍କ ସଂପର୍କୀୟ ଓ ସାଧାରଣ ପାର୍କିଂ…

ଦେଓଗାଁ – ଭାଲିଆଡିହି ରାସ୍ତା ବିବାଦ: ବିଦ୍ୟାଳୟ ଉଭୟ ପାର୍ଶ୍ବରେ ରାସ୍ତା ନିର୍ମାଣ ପାଇଁ ସହମତି

ଓଡ଼ଗାଁ ୨୭।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପାଣ୍ଡେରିପଡା ପଞ୍ଚାୟତ ଦେଓଗାଁ - ଭାଲିଆଡିହି ବିଦ୍ୟାଳୟ ଉଭୟ ପାର୍ଶ୍ବରେ ରାସ୍ତା ନିର୍ମାଣ ପାଇଁ ଆବଶ୍ଯକ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରିବା ପାଇଁ ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ ପୂର୍ତ୍ତ ବିଭାଗକୁ…

ସାଂସଦ ବଲାଙ୍ଗୀର ସଙ୍ଗୀତା କୁମାରୀ ସିଂଦେଓ ଙ୍କ କରକମଳରେ ଉଦଘାଟିତ ହେଲା ସୁବର୍ଣ୍ଣପୁର ଶିକ୍ଷା ଓ ଶିକ୍ଷଣ…

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଆଜି ସୁବର୍ଣ୍ଣପୁର ଶିକ୍ଷା ଓ ଶିକ୍ଷଣ ପ୍ରତିଷ୍ଠାନର ଛାତ୍ରୀ ନିବାସ  ସାଂସଦ ବଲାଙ୍ଗୀର ଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ୨୦୧୩-୧୪ ରୁ ପ୍ରାୟ ୯୮ ଲକ୍ଷ ବ୍ୟୟ ଅଟକଳରେ ଆରମ୍ଭ ହୋଇ ଅସମ୍ପୂର୍ଣ ରହିଥିବା ନବ ନିର୍ମାଣ…

ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଲା ବେଳେ ଅଘଟଣ

ରାଜ୍ୟ ସରକାରଙ୍କ ପରିଚାଳନାଗତ ବିଫଳତା ଯୋଗୁ ଅଘଟଣ: ବିଜେଡି  ଭିଆଇପି ପାସ୍ ବ୍ୟବସ୍ଥା ଯୋଗୁ ସାଧାରଣ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ବିଫଳ  ପୂର୍ବରୁ ଏପରି ଘଟଣା ଘଟିଥିବା ନଜିର ନାହିଁ  ରଥଯାତ୍ରାରେ ବଡ଼ ଠାକୁର ପଡ଼ିଯିବା ଏକ ବଡ଼ ଅଘଟଣ ଥିଲା ଭୁବନେଶ୍ୱର,…

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଶିକ୍ଷାବିଭାଗ ର ପାଠ ଚ଼କ୍ର

ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )-:ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଶିକ୍ଷାବିଭାଗ ପାଠ ଚ଼କ୍ର କାର୍ଯ୍ୟକ୍ରମ ରେ ଅଧାପକ ଅଶୋକ କୁମାର ସ୍ଵାଇଁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ପାଠ ଚ଼କ୍ର କାର୍ଯ୍ୟକ୍ରମକୁ ବିଭାଗୀୟ ମୁଖ୍ୟ ପିଙ୍କି ପାତ୍ର ପରିଚାଳନା କରିଥିଲେ ଏବଂ…

ଶିବମୟ ହେଲା ଶ୍ରୀକ୍ଷେତ୍ର; ଭୋରରୁ ଉଠିଲା ମହାଦୀପ

ରାତି ତମାମ ଜାଗର ଜାଳି ବ୍ରତ ପାଳିଲେ ଶ୍ରଦ୍ଧାଳୁ ପୁରୀ (ଅନିମେଶ ପଟ୍ଟନାୟକ): ॐ ନମ ଶିବାୟ ନାମରେ ଗୂଞ୍ଜରିତ ହେଲା ସମଗ୍ର ଶ୍ରୀକ୍ଷେତ୍ର । ପବିତ୍ର ଲୋକନାଥ ଦେବ ପୀଠରେ ଜାଗର ଜାଳି ବ୍ରତ ପାଳିଲେ ଲକ୍ଷାଧିକ ଭକ୍ତ । ଦିନ ତମାମ ନିର୍ଜଳ ଉପବାସ କରି ସମ୍ପୁର୍ଣ୍ଣ ଦିନଟିକୁ ପ୍ରଭୁ…