Sign in
Sign in
Recover your password.
A password will be e-mailed to you.
ବିଧାୟକ ଙ୍କ ଜନ୍ମ ଦିନ ରେ କଂଗ୍ରେସ ପକ୍ଷ ରୁ ବିଭିନ୍ନ କାର୍ଯ୍ୟ କ୍ରମ ଆୟୋଜନ।
ବାସୁଦେବପୁର - ବିଧାୟକ ଅଶୋକ କୁମାର ଦାସ ଙ୍କ ଜନ୍ମ ଦିନ ରେ କଂଗ୍ରେସ ପକ୍ଷ ରୁ ବାସୁଦେବପୁର ରେ ବିଭିନ୍ନ କାର୍ଯ୍ୟ କ୍ରମ ଆୟୋଜନ ହୋଇ ଯାଇଛି। ସକାଳୁ ବିଧାୟକ ଅଶୋକ କୁମାର ଦାସ ଓ କଂଗ୍ରେସ କର୍ମୀ ମାନେ ମନ୍ଦିର ଯାଇ ପୂଜାପାଠ କରିଥିଲେ। ପରେ ବାସୁଦେବପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ…
ଖପ୍ରାଖୋଲ ରେ ସ୍ଵତନ୍ତ୍ର ପଞ୍ଚାୟତ ସମିତି ବୈଠକ
ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ର କାର୍ଯ୍ୟ ଖସଡ଼ା ଅନୁମୋଦନ ଉପରେ ଆଲୋଚନା
ଖପ୍ରାଖୋଲ ୨୮/୨(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ସଭାଗୃହ ଠାରେ ସ୍ଵତନ୍ତ୍ର ପଞ୍ଚାୟତ ସମିତି ବୈଠକ ଶୁକ୍ରବାର ବ୍ଲକ୍ ଅଧ୍ୟକ୍ଷା ନିରୁପମା ପଟେଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।…
ରାସାୟନିକ ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ମକ ଏକ୍ସରସାଇଜ ଅନୁଷ୍ଠିତ
ବଲାଙ୍ଗିର , ୨୮ /୦୨ : ଶାସକ ପ୍ରଶାସକ (ଘନଶ୍ୟାମ ନାଗ)ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଓସଡ଼ମା ଏବଂ ଏନଡିମଏ ସହାୟତାରେ ବଲାଙ୍ଗିର ଜିଲ୍ଲାର ବିପିସିଏଲ ପ୍ଳାଣ୍ଟରେ ମକ ଏକ୍ସରସାଇଜ ଅନୁଷ୍ଠିତ ହୋଇଛି । ଆସିଷ୍ଟାଣ୍ଟ କଲେକ୍ଟର(ଜରୁରୀକାଳିନ) ସସ୍ମୀତା ପ୍ରଧାନ, ସ୍ବାଧୀନ କୁମାର…
ଡାବୁଗାଁ ବିଇଓ ଙ୍କୁ ଏକ୍ସ କେଡର- ୨୦୨୪ ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧନା
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୮/୦୨/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଏକ୍ସ କେଡର ୨୦୨୪ ଶିକ୍ଷକ ସଂଘ ତରଫରୁ ଡାବୁଗାଁ ଶିକ୍ଷା ବିଭାଗର ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ବିଇଓ ରଶ୍ମିତା ନେତମ ଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ସଂଘର ସଭାପତି ବିଶ୍ୱେଶ କୁମାର…
ପୁଞ୍ଜିପଥର ଠାରେ ବ୍ଲକ ସ୍ତରୀୟ କୃଷକ ସଙ୍ଗଠନ ର ବୈଠକ
ବିଜେପୁର :-ବିଜେପୁର ବ୍ଲକ ପୁଞ୍ଜିପଥର ଠାରେ ସଭାପତି ସୁବାସ ପଧାନ ଙ୍କ ନେତୃତ୍ୱ ରେ ବ୍ଲକ ସ୍ତରୀୟ କୃଷକ ସଂଗଠନ ର ବୈଠକ ବସିଥିଲା। ଏହି ସଭାରେ ଗଙ୍ଗାଧର ମେହେର ମେଘା ଜଳସେଚନ ପ୍ରକଳ୍ପ ର ସମସ୍ୟା,ବିଦ୍ୟୁତ ସମସ୍ୟା, ଧାନ ଚାଷ,ଚାଷୀ ଋଣ, , ସାର ଆଦି ପ୍ରସଙ୍ଗ ରେ ବିସ୍ତୃତ୍ବ ଭାବେ ଆଲୋଚନା…
ପ୍ରଧାନ ଶିକ୍ଷକଙ୍କ ବିଦାୟ କାଳୀନ ସମର୍ଦ୍ଧନା
ବଲାଙ୍ଗୀର ୨୮ /୨ ଶାସକ ପ୍ରଶାସକ (ଘନଶ୍ୟାମ ନାଗ ) ସଇଁତଲା ବ୍ଲକ ଅନ୍ତର୍ଗତ ବୁଢ଼ାବାହାଲ ଗ୍ରାମ ପଂଚାୟତ ର ପଂଚାୟତ ହାଇସ୍କୁଲ ପ୍ରଧାନ ଶିଷକ ବରୁଣ କୁମାର ସାହୁ l ବିଦ୍ୟାଳୟ ଓ ଶିଷକ ଙ୍କ ତରଫରୁ ଶନିବାର ମଧ୍ୟାନ୍ନ ରେ ବିଦ୍ୟାଳୟ ର ପରିସରରେ ବିଦାୟ କାଲିନ ସମର୍ଦ୍ଧନା କରାଯାଇଛି l…
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ
ପଦ୍ମପୁର 28/02: ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ପଦ୍ମପୁରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇ ଯାଇଛି । ଏହି ଦିବସ ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଡ. ଦ୍ଵାଦଶ କୁ. ପ୍ରଧାନ ଦ୍ଵୀପ ପ୍ରଜ୍ଜ୍ବଳନ ପୂର୍ବକ କାର୍ଯ୍ୟକ୍ରମଟିକୁ ଆଗେଇ ନେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ…
ବାଲୁଗାଁ ସପିଙ୍ଗ ବଜାରର ଶୁଭ ଉଦ୍ଘାଟନ କଲେ ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ପାଇକରାୟ l
ବାଲୁଗାଁ:(ସେକ କୌସର):ବାଲୁଗାଁ ବଜାର ହନୁମାନ ପରିବା ସଂଘର ନୂତନ ମାର୍କେଟ କମ୍ପ୍ଲେକ୍ସଠାରେ ମେଗା ସପିଙ୍ଗ ବଜାରର ଉଦ୍ଘାଟନ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତୀ ପାଇକରାୟଙ୍କ ଦ୍ୱାରା ହୋଇଯାଇଛି ପ୍ରଥମେ ଫିତା କାଟି ସପିଙ୍ଗ ବଜାରକୁ ପ୍ରବେଶ କରିବା ସହିତ ପ୍ରଦୀପ ପ୍ରଜ୍ଵଳନ କରି…
ବେଦାନ୍ତ ଲାଞ୍ଜିଗଡ଼ର ଦକ୍ଷତା ବିକାଶ କାର୍ଯ୍ୟକ୍ର୍ରମ
କଳାହାଣ୍ଡିର ଗ୍ରାମାଞ୍ଚଳ ଯୁବକମାନଙ୍କୁ କୁଶଳୀ ବନାଇବା ସହିତ ରୋଜଗାର ଯୋଗାଉଛି
ଲାଞ୍ଜିଗଡ, ୨୮/୦୨/୨୦୨୫ : ବ୍ୟାପକ ତାଲିମ ଏବଂ ବର୍ଦ୍ଧିତ ନିଯୁକ୍ତି ସୁଯୋଗ ସହିତ ନିଯୁକ୍ତି ସାମର୍ଥ୍ୟ ବୃଦ୍ଧି କରି ବେଦାନ୍ତ ଲାଞ୍ଜିଗଡ଼ (ଭାରତର ଅଗ୍ରଣୀ ସ୍ମେଲଟର-ଗ୍ରେଡ୍ ଆଲୁମିନା ଉତ୍ପାଦନକାରୀ ଏବଂ…
ଦୁର୍ଘଟଣା ଜନିତ ବୀମା ଦେୟ ପ୍ରଦାନ ବ୍ୟବସ୍ଥା ତ୍ୱରାନ୍ୱିତ ଉପରେ ଗୁରୁତ୍ଵ
ଭୁବନେଶ୍ୱର, ୨୮ ଫେବୃଆରୀ, ୨୦୨୫: ଓଡିଶା ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ, ମୋଟର ଯାନ ଆଇନ, ୧୯୮୮ ଅନୁଯାୟୀ ହିତାଧିକାରୀଙ୍କ ପାଇଁ ଶୀଘ୍ର ଏବଂ ଅସୁବିଧାମୁକ୍ତ କ୍ଷତିପୂରଣ ସୁନିଶ୍ଚିତ କରି ଯାନବାହନ ବୀମା ଦାବି ସମାଧାନକୁ ତ୍ୱରାନ୍ୱିତ କରିବା ପାଇଁ ସଂସ୍କାର ଆଣିଛି। ଦାବି…