ଦୁର୍ଘଟଣାରେ କାର୍ତ୍ତବ୍ୟରତ ହାବିଲଦାରଙ୍କ ମୃତ୍ୟୁ

0

 

ବଡ଼ବିଲ/Chittaranjan Kar : ବଡ଼ବିଲ ବଲାଣି ମୁଖ୍ୟ ରାସ୍ତା କଳିଙ୍ଗନଗର ଫାଣ୍ଡି ସମ୍ମୁଖରେ ଶୁକ୍ରବାର ରାତି ସାଢ଼େ ଆଠଟା ସମୟରେ ଏକ ଡ଼ମ୍ପର ଚାପାରେ ଟ୍ରାଫିକ ନିୟନ୍ତ୍ରଣ କରୁଥିବା କାର୍ତ୍ତବ୍ୟରତ ଜଣେ ପୋଲିସ ହାବିଲଦାରଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ହାବିଲଦାରଙ୍କ ନାମ ହୃଷୀକେଷ ନାୟକ ଏବଂ ତାଙ୍କ ଘର କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଅଞ୍ଚଳରେ ବୋଲି ଜଣାପଡିଛି। ପୋଲିସ ଦୁର୍ଘଟଣା ଘଟାଇଥିବା ଡ଼ମ୍ପରକୁ ଜବତ କରିଥିବା ବେଳେ ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି।

Leave A Reply

Your email address will not be published.