ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ଟାଉନ ଥାନା ପରିସରରେ ଥିବା କନେଷ୍ଟବଳ କ୍ଵାଟର ଉପରେ ଏକ ବିରାଟ ଗଛ ଗୁରୁବାର ବିଳମ୍ବିତ ରାତିରେ ପଡିଯାଇଥିଲା l ସୂଚନା ପାଇ ସମ୍ବଲପୁର ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ତୁରନ୍ତ ଘଟଣା ସ୍ଥଳରେ ପହଂଚି ଉକ୍ତ ଗଛ କୁ କାଟି ବାହାର କରିଥିଲେ l
Sign in
Sign in
Recover your password.
A password will be e-mailed to you.