ଭୁବନେଶ୍ୱର (ଶାସକ ପ୍ରଶାସକ) ; ଚୀନ ସୀମାରେଖା ଲଦାଖର ଗଲୱାନ୍ ଘାଟିରେ ସହିଦ୍ ହୋଇଥିବା ଭାରତୀୟ ଯବାନଙ୍କ ଉଦ୍ଦେଶ୍ୟରେ ଆଜି ସନ୍ଧ୍ୟାରେ ଟିମ୍ ପ୍ରକାଶ ତ୍ରିପାଠୀ ଓ ଜୟ ମା ୟୁଥ୍ କ୍ଲବ୍ ତରଫରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ଭିଏସସନଗର୍ ପ୍ରଭୂଜୀ ଈଂଲିସ ମିଡିୟମ ସ୍କୁଲ୍ ନିକଟରେ ଅନୁଷ୍ଠିତ ହୋଇଯାଇଛି | କ୍ୟାଣ୍ଡଲ ପ୍ରଜ୍ଜ୍ୱଳନ ପୂର୍ବକ ସହିଦ୍ ଯବାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା ହୋଇଥିଲା। ଏହି ସଭାରେ ଡଃ ପ୍ରକାଶ ତ୍ରିପାଠୀ, ଇଂ ଶିବ ପ୍ରସାଦ ମିଶ୍ର, ସୌମ୍ୟ ରଂଜନ ପ୍ରଧାନ, ଦୀପକ ନାୟକ, ସରୋଜ ରାଉତ, ନଳିନୀ କୁମାର ବେହେରା ,ଅନନ୍ତ ରେଡ୍ଡୀ, ସୁଶାନ୍ତ ମୁଦୁଲି, ଲୋକେଶ କୁମାର, ଅକ୍ଷୟ ସ୍ୱାଇଁ, ସର୍ବଜିତ ସାହୁ, ଶିବାନନ୍ଦ ତାଡ଼,ବାବୁ ସାହୁ,ନଣ୍ଡା, ବିଲ, ସୋମ, ଦିଲ୍ଲୀପ ଦାସ, ଦେବା, ବିଜେଡି ନେତ୍ରୀ ମନୋରମା ସିଂ ପାତ୍ର, ଇସା ମହାନ୍ତି, ସୁଚିତ୍ରା ବେହେରା, ସ୍ନେହଲତା ମୁଦୁଲି ,ଦ୍ରୌପଦୀ ଦେବୀ ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post