Browsing Category

କଳା ସାହିତ୍ୟ ସଂସ୍କୃତି

ଏକ ଦିବସୀୟ ସୁନ୍ଦରାକାଣ୍ଡ ପରାୟଣ ଅନୁଷ୍ଠିତ 

ଗାଇସିଲେଟ/ କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମ ପଞ୍ଚାୟତସ୍ଥ ଖୁଣ୍ଟପାଲି  ଗ୍ରାମରେ ଏକ ଦିବସୀୟ ସୁନ୍ଦରାକାଣ୍ଡ ପରାୟଣ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ସୋନପୁର ଜିଲ୍ଲାର ପଶ୍ଚିମ ଓଡିଶାର ସୁନାମଧନ୍ଯ ଗାୟିକା ସୁଶ୍ରୀ ବନ୍ଦିତା…

ବୈଶାଖ ମେଲାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ।

ବରଗଡ଼/ ପାଇକମାଳ(ଶାସକ ପ୍ରଶାସକ) ପଶ୍ଚିମ ଓଡିଶାର ନୃସିଂହନାଥ ପୀଠରେ ମହାଆଡମ୍ବରରେ ପାଲିତ ହୋଇଯାଇଛି ମାର୍ଜ୍ଜାର କେଶରୀ ଶ୍ରୀ ଶ୍ରୀ ନୃସିଂହନାଥ  ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ବୈଶାଖ ମେଲା । ବୈଶାଖ ଶୁକ୍ଲ ପକ୍ଷ ଚତୁର୍ଦଶୀ ବା ନୃସିଂହ ଚତୁର୍ଦ୍ଦଶୀ ଦିନ ପ୍ରାୟ ୪ଲକ୍ଷରୁ ଉର୍ଧ୍ଵ…

ପ୍ରାଚିନ ବୌଦ୍ଧ ପୀଠରେ ବୁଦ୍ଧ ଜୟନ୍ତୀ ମହୋତ୍ସବ ।

ପଦ୍ମପୁର(ଶାସକ ପ୍ରଶାସକ) - ଚତୁର୍ଥ ଶତାଦ୍ଦୀ ପ୍ରାଚିନ ମୁଚଳିନ୍ଦ ବୌଦ୍ଧ ବିହାର ରେ ବୌଦ୍ଧପୁର୍ଣ୍ଣିମାଁ ପାଳିତ ହୋଇଯାଇଛି। ଶନିବାର ବୌଦ୍ଧ ପୁର୍ଣ୍ଣିମା ଉପଲକ୍ଷେ ପଶ୍ଚିମ ଓଡିଶା ପ୍ରସିଦ୍ଧ ବୌଦ୍ଧ ପୀଠ ବରଗଡ ଜିଲ୍ଲା ଗନିଆଁପାଲି ଠାରେ ବୁଦ୍ଧ ଜୟନ୍ତି ମହୋତ୍ସବ ପାଳନ ହୋଇଛି ।…

ଶ୍ରୀ ରଘୁନାଥ ମନ୍ଦିରରେ ସୀତା ନବମୀ ପାଳିତ

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ବୈଶାଖ ଶୁକ୍ଲପକ୍ଷ ନବମୀ ତିଥିରେ ଓଡଗାଁ ଶ୍ରୀରଘୁନାଥ ଜିଉଙ୍କ  ମନ୍ଦିରରେ ସୀତାଙ୍କ ଜନ୍ମ ନୀତି ବିଧି ବିଧାନ ପୂର୍ବକ ପାଳିତ ହୋଇଯାଇଛି । ଦୈନନ୍ଦିନ ନୀତି ସହ  ଖେଚୁଡି ଧୂପ ପରେ ଦିନ ୧୧ଟାରେ ସୀତାଙ୍କ ଜନ୍ମ କର୍ମାଙ୍ଗ ଆରମ୍ଭ ହୋଇଥିଲା । ଶ୍ରୀଜିଉଙ୍କ…

ସତ୍ୟସାଇ ବିଦ୍ୟା ବିହାରର ୨୬ତମ ବାର୍ଷିକ ଉତ୍ସବ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ସ୍ଥାନୀୟ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ସତ୍ୟସାଇ ବିଦ୍ୟା ବିହାର ବିଦ୍ୟାଳୟ ୨୬ତମ ବାର୍ଷିକ ଉତ୍ସବ ମହାଆଡମ୍ୱରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଆର. ସୌମ୍ୟାଲୁଙ୍କ ଅଧ୍ୟକ୍ଷତାରେ ସତ୍ୟସାଇ ସେବା ସଂସ୍ଥାର ରାଜ୍ୟ ସଭାପତି ନାରାୟଣ…

ଶ୍ୟାମ ସୁନ୍ଦର ସ୍ମୃତି ସମାରୋହ ୨୦୧୯ : ଜାତୀୟ ସ୍ତରର କଳାକାର ମାନଙ୍କ ଦ୍ୱାରା ଶାସ୍ତ୍ରୀୟ ସଙ୍ଗୀତର ପ୍ରଚାର

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ କେ.ସୀତାପୁର ଗ୍ରାମରେ ଶ୍ୟାମ ସୁନ୍ଦର ସ୍ମୃତି ସମାରୋହ ୨୦୧୯ ଜାତୀୟ ସ୍ତରର କଳାକାରମାନଙ୍କ ଦ୍ୱାରା ଶାସ୍ତ୍ରୀୟ ସଙ୍ଗୀତର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚରତି ଶିକ୍ଷା ଓ ସାଂସ୍କୃତିକ ସଦନ…

ସରିଲା ରାଜେମା ଠାକୁରାଣୀଙ୍କ ଘଟଯାତ୍ରା

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : କାଶୀନଗର ବ୍ଲକ ସିଦ୍ଧାମଡଙ୍ଗ ପଞ୍ଚାୟତର ଗୁନଭଦ୍ରା ଗ୍ରାମ ଠାରେ ମାଁ ରାଜେମା ଠାକୁରାଣୀଙ୍କ ଏକ ସପ୍ତାହ ଧରି ଚାଲିଥିବା ଘଟପର୍ବ ଉଦ୍‍ଯାପିତ ହୋଇଯାଇଛି ।ଉଦ୍‍ଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷ…

ଶ୍ରୀରାମ ନବମୀ ଯାତ୍ରା ୭ମ ସନ୍ଧ୍ୟା :ବନବାସ ଅବସରରେ ଚିତ୍ରକୁଟରେ ବିଶ୍ରାମ ନେଲେ ପ୍ରଭୁ ଶ୍ରୀରାମ

ଓଡ଼ଗାଁ: ଶ୍ରୀରଘୁନାଥ ଜିଉଙ୍କ ଶ୍ରୀରାମ ନବମୀ ଯାତ୍ରାର ସପ୍ତମ ସନ୍ଧ୍ୟା ବେଶରେ ପଭୁ ଶ୍ରୀରାମଙ୍କ ସହିତ ମା ସୀତା ବିଶ୍ରାମ କରୁଥିବା ବେଳେ ଅନୁଜ ଲକ୍ଷ୍ମଣ ଅଙ୍ଗରକ୍ଷୀ ଭଳି ଦଣ୍ଡାୟମାନ ମୁଦ୍ରାରେ ରହିଥିବା ଦୃଶ୍ୟକୁ ହଜାର ହଜାର ଦର୍ଶନାର୍ଥô ଦର୍ଶନ କରିଥିଲେ । ରାଣୀ କୈକେଇ ରାଜା ଦଶରଥଙ୍କୁ…

ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ସମସ୍ତେ ସଚେତନ ହେବାର ବେଳ ଆସିଛି । 

ବାରିପଦା(ଦିଲ୍ଲୀପ ମହାନ୍ତି) -ମୟୂରଭଞ୍ଜ ଜିଲ୍ଲାରେ ଅବଲୁପ୍ତ ପ୍ରାୟ ଭାଷା ସାହିତ୍ୟ, କଳା ସଂସ୍କୃତିର ସୁରକ୍ଷା ତଥା ସମୃଦ୍ଧି ନିମନ୍ତେ ୨୦୦୩ ଠାରୁ ବାରିପଦାର ବାବା ବୁଢାରାଉଳ ମଠ ନିକଟସ୍ଥ ବୁଢାବଳଙ୍ଗ, ଚିପଟ ଓ ଇଟାଯୋଡି ନଦୀର ସଂଗମ ସ୍ଥଳରେ ପାଳିତ ହୋଇ ଆସୁଥିବା ରାଜ୍ୟ ସ୍ତରୀୟ ବଳାଙ୍ଗୀ…

ଧର୍ମୀୟ ଭାବନାର ବିଶ୍ୱାସ ସହିତ ସଙ୍ଗୀତ , ନୃତ୍ୟ, ସାଧନା ଓ  ଆରାଧନା ସମ୍ୱନ୍ଧରେ ମାଁ ଶ୍ୟାମାକାଳୀଙ୍କ ଦଣ୍ଡ ନାଚ ପର୍ବ…

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ  : ପାରଳାଖେମୁଣ୍ଡି ଠାରେ ଗତ ୧୩ ଦିନ ଧରି ଧର୍ମୀୟ ଭାବନାର ବିଶ୍ୱାସ ସହିତ ସଙ୍ଗୀତ , ନୃତ୍ୟ, ସାଧନା ଓ ଆରାଧନା ସମ୍ୱନ୍ଧରେ ମାଁ ଶ୍ୟାମାକାଳୀଙ୍କ ଦଣñନାଚ ପର୍ବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଦଣ୍ଡ ନାଚ ପର୍ବ ସହିତ ଲୋକଙ୍କ ଧର୍ମୀୟ…