Sign in
Sign in
Recover your password.
A password will be e-mailed to you.
Browsing Category
କଳା ସାହିତ୍ୟ ସଂସ୍କୃତି
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସଂସ୍କୃତି ସମ୍ବର୍ଦ୍ଧନା କର୍ମଶାଳା
ଗୁଣପୁର ରୁ ସିଦ୍ଧାର୍ଥ ଦାଶ: ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସଂସ୍କୃତି ସମ୍ବର୍ଦ୍ଧନା କର୍ମଶାଳା ଓ ଜାତୀୟ ଗଣିତ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ RSS ର କାର୍ଯ୍ୟକର୍ତ୍ତା କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ ,…
“ସେ ଥିଲେ ପ୍ରାଚୀନ କଳା, ସଂସ୍କୃତି ସାହିତ୍ୟର ଅପାଠୋଇ ପୂଜାରିଣୀ”
ନାରୀ କବି ମା ତମାଳିନୀ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ନିତ୍ୟାନନ୍ଦ ପାଠାଗାର ପକ୍ଷରୁ ଶ୍ରୀକରଣସାହି ସ୍ଥିତ ରାଧାମୋହନ ମନ୍ଦିର ପ୍ରାଙ୍ଗଣଠାରେ ବ୍ୟବସାୟୀ ଗୌରହରି ପଟ୍ଟନାୟକଙ୍କ ମାତା ସ୍ୱର୍ଗତ ତମାଳିନୀ ପଟ୍ଟନାୟକଙ୍କୁ ଅଶ୍ରୁଳ…
ଗୋପପୁରରେ ସ୍ଥାପନ ହେଲା ସୁଭସ୍ଥମ୍ଭ :ଦୁଲଡୁଲି ବାଜା ଘଣ୍ଟ ବାଜା, ସଂକୀର୍ତ୍ତନ ମଣ୍ଡଳୀରେ ଦୁଲୁକିଲା ଅମ୍ବାପାଲି
ବରଗଡ/ଗୌରାଙ୍ଗ ଦାସ :- ଆଜି ସନ୍ଧ୍ୟା ସମୟରେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଗୋପପୁର (ଅମ୍ବାପାଲି)ଠାରେ ପବିତ୍ର ଶୁଭ ସ୍ତମ୍ଭ ର ସ୍ଥାପନ କାର୍ଯକ୍ରମ ଶେଷ ହେଇ ଯାଇଛି । ବୈଦିକ ରୀତିନୀତିରେ ରେ ପୂଜାର୍ଚ୍ଚନା କରିବା ପରେ ଗୋପପୁର ରେ କୃଷ୍ଣ ,ବଳରାମ ଓ ରାଧା ଭୂମିକରେ ଅଭିନୟ…
ଶ୍ରୀ ଅଗ୍ରସେନ ଜୟନ୍ତୀ ଉତ୍ସବ ପାଳିତ
ବାଲେଶ୍ୱର,(Ujjwal kar): ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପଠାରେ ଅଗ୍ରୱାଲ ସମାଜ ପକ୍ଷରୁ ଏକ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଗ୍ରୱାଲ ସମାଜର ଏକତା ଓ ଅଗ୍ରୱାଲ ସମାଜର ମହା ପୁରୁଷ ଅଗ୍ରସେନ ମହାରାଜଙ୍କ ଜନ୍ମଦିନ ଉପଲକ୍ଷେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା ବୋଲି ଉସ୍ତବର ଆୟୋଜକ…
ଓଡ଼ିଆ କଥା-ସାହିତ୍ୟକୁ ଭଦ୍ରକର ଦାନ ଅତୁଳନୀୟ
୫ମ ସାଳନ୍ଦୀ ବହିମେଳାର ଷଷ୍ଠ ସୃଜନ ସନ୍ଧ୍ୟା
ଭଦ୍ରକ, (ସତ୍ୟ ଭୂଷଣ ସ୍ୱାମୀ ) - ଓଡ଼ିଆ କଥା-ସାହିତ୍ୟର ରସସିକ୍ତ ପଲ୍ଲବିତ ପରମ୍ପରାରେ ଭଦ୍ରକ ମାଟିର କଥାଶିଳ୍ପୀଙ୍କ ଯୋଗଦାନ ପ୍ରଣିଧାନଯୋଗ୍ୟ । ଚିନ୍ତାମଣି, ଲକ୍ଷ୍ମୀକାନ୍ତ, ଭାଗିରଥି ମହାପାତ୍ର, ଉଦୟନାଥ ମହାନ୍ତି, ବୈଷ୍ଣବ ଚରଣ ଦାସ…
ସରିଲା ୧୬ ଦିନିଆ ମସ୍ତି ଡଟ ଫେଷ୍ଟ : ସଭିଏ ଝୁମିଲେ, କିଏ ଠିଆରେ ଆଉ କିଏ ବସିକି
ଦୀର୍ଘ ୧୬ ଦିନ ଧରି ପ୍ରଦର୍ଶନୀ ଫାଟି ପଡୁଥିଲା । ହେଲେ ହକି ସହ ତାଳ ଦେଇ ସରିଛି ଡଟ ଫେଷ୍ଟ | ଇଏ ଡଟ ଫେଷ୍ଟ ଫେଷ୍ଟିଭାଲ ତ ନଥିଲା, ଥିଲା ନବାବି ଆଦବ କାଇଦାର ଗୋଟେ ପ୍ରତିଫଳନ | ମାନେ ଖାସ ବାବୁ ଭୈୟା ଆଉ ନେତାଙ୍କ ପାଇଁ ଖାସ ଉଦ୍ଦିଷ୍ଟ ଥିଲା | ବଡ଼ବଡ଼ କଲାକାର ଆସି ସେମାନଙ୍କ କଳାର…
“ପୁସ୍ତକ ଜୀବନର ଚଲାପଥକୁ କୁସୁମିତ କରେ’
କଳିଙ୍ଗନଗର ପୁସ୍ତକମେଳାର ଦ୍ୱିତୀୟ ସନ୍ଧ୍ୟା
ଯାଜପୁରରୁ ସୁବାସ ଚନ୍ଦ୍ର ନାୟକ : ସ୍ଥାନୀୟ ରାଜୀବ ଗାନ୍ଧୀ ଷ୍ଟାଡିୟମ ପରିସରରେ ଚାଲିଥିବା ୫ମ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଓ ପୁସ୍ତକମେଳାର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଯୋଗଦେଇ ପୁସ୍ତକ…
5କଳିଙ୍ଗନଗର ପୁସ୍ତକ ମେଳା ଅନୁଷ୍ଠିତ
ବ୍ୟାସନଗର ରୁ ବିଶ୍ୱଜିତ ମାଝୀ . ଯାଜପୁର ରୋଡ ବ୍ୟାସନଗର ସ୍ଥିତ ରାଜୀବଗାନ୍ଧି ଷ୍ଟାଡିୟମଠାରେ ୫ମ ରାଜ୍ୟସ୍ତରୀୟ ପୁସ୍ତକ ମେଳା ଯୁବ ମହୋତ୍ସବ ଓ କଳିଙ୍ଗ ନଗର ପୁସ୍ତକ ମେଳା କୁ ଉଦଘାଟନ କରିଥିଲେ ଏସପି ଚରଣସିଂହ ମୀନା କଳିଙ୍ଗନଗର ପୁସ୍ତକମେଳା କମିଟି ସଭାପତି ବିଦ୍ୟାଧର ମହାନ୍ତିଙ୍କ…
ଓଡ଼ିଆ ସାଉଣ୍ଡ ଇଞ୍ଜିନିୟର ସୁବାଷ ସାହୁଙ୍କ ଫିଲ୍ମ ମାଲ୍ଟା ଚଳଚ୍ଚିତ୍ର ଉତ୍ସବ ନିମନ୍ତେ ମନୋନୀତ ।
ଭୁବନେଶ୍ୱର : ଓଡ଼ିଆ ପୁଅଙ୍କ କମାଲ୍ । ବଲିଉଡ୍ର ପ୍ରଖ୍ୟାତ୍ ସାଉଣ୍ଡ ଇଞ୍ଜିନିୟର ସୁବାଷ ସାହୁଙ୍କର ଡକ୍ୟୁମେଂଟାରୀ ଫିଲ୍ମ “ଦି ସାଉଣ୍ଡ ମ୍ୟାନ୍ ମଙ୍ଗେସ୍ ଦେଶାଇ” ମାଲ୍ଟା ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ରେ ପ୍ରଦର୍ଶିତ ହେବାର ସୁଯୋଗ ପାଇଛି । ଏହି ଚଳଚ୍ଚିତ୍ର ଉତ୍ସବରେ ଯୋଗ ଦେବା ପାଇଁ…
ଗ୍ରାମ ପାଞ୍ଚାୟତ ଧଉରାଭଟା ଗ୍ରାମ ଆନୁକୂଲ୍ୟରେ 37ତମ ମାଣବସା ଲଷ୍ମୀପୂଜା
ଝାରବନ୍ଧ(ଜଗଦଳପୁର)/ହେମସାଗର ସାହୁ
ପଦ୍ମପୁର ଉପଖଣ୍ଡ ଜଗଦଲପୁର ଗ୍ରାମ ପାଞ୍ଚାୟତ ଧଉରାଭଟା ଗ୍ରାମ ଆନୁକୂଲ୍ୟରେ 37ତମ ମାଣବସା ଲଷ୍ମୀପୂଜା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବକୁ ପୁଟୁକା ଗ୍ରାମର ଗଉତିଆ ଶ୍ରୀଯୁକ୍ତ ଗୋପବନ୍ଧୁ ସାହୁଙ୍କ କରକମଲରେ ଶୁଭ ଉତଘାଟିତ ହୋଇଯାଇଛି। ଉକ୍ତ ଉତ୍ସବରେ…