ନବ ବର୍ଷ ଉପଲକ୍ଷେ ଅନ୍ନ ପ୍ରସାଦ ବଣ୍ଟନ

0

ବଲାଙ୍ଗୀର, (ନିରୋଜ ମିଶ୍ର)  ନୂତନ ବର୍ଷ ଆଗମନରେ ବଲାଙ୍ଗୀର କୋଶଳ ମଣ୍ଡପ କମ୍ପେ୍ଳକ୍ସ ଦୋକାନୀ ସଂଘ ତରଫରୁ ଆବାଳ ବୃଦ୍ଧ ବନିତାଙ୍କୁ ହନୁମାନ ମନ୍ଦିର ପରିସରରେ ଅର୍ଣ୍ଣପ୍ରସାଦ ବଣ୍ଟନ କରାଯାଇଥିଲା । ସମଗ୍ର ବଲାଙ୍ଗୀର ଜିଲ୍ଲାବାସୀ ନବବର୍ଷର ଧୁନ୍ ରେ ମସଗୁଲ  ଥିଲାବେଳେ କଳା ମଣ୍ଡଳ କମ୍ପେ୍ଳକ୍ସର କର୍ମକର୍ତ୍ତା ବିକ୍ରମ ପାତ୍ର, ସୁରଜ ତ୍ରିପାଠୀ, ସୁକଲ୍ଲ୍ୟାନ ମିଶ୍ର, ଶ୍ରୀକାନ୍ତ ମିଶ୍ର, କୁନା କରନ୍, ଉମାଶଙ୍କର ଦାସ, ସୁଧାଂଶୁ ସାହୁ, ବିରେନ୍ଦ୍ର ସାହୁ, ନରା ଧନ ସାହୁ, ଖିରେନ୍ଦ୍ର ଖେତି, ରାହୁଲ ସାହୁ ସାମନ୍ତ ସେଠ୍, କାଲିଆ କଣ୍ଟା, ଚିନ୍ତୁ ମିଶ୍ର, ଦେବଦତ୍ତ ମିଶ୍ର, ବିଭୁ ପ୍ରସାଦ ଯାଦବ, ବାନମ୍ବର ସାହୁ, ଗୌରବ ବିଶ୍ୱାଳ, ସରୋଜ ମାଝୀ, ସଞ୍ଜୀବ ପାତ୍ର, ସରୋଜ ଷଢ଼ଙ୍ଗୀ, ସୁମିତ ଭରଦ୍ୱାଜ୍ ଓ ଅନ୍ୟାନ୍ୟ ସଦସ୍ୟ ଗଣ ଉପସ୍ଥିତ ରହି ପ୍ରସାଦ ବଣ୍ଟନ କରି ପ୍ରଭୁ ବଜ୍ରଙ୍ଗ ବଳୀଙ୍କ ଠାରେ ସମଗ୍ର ବଲାଙ୍ଗିର ବାସିଙ୍ଗ କାମନା କରିଥିଲେ । 

Leave A Reply

Your email address will not be published.