Browsing Category

କଳା ସାହିତ୍ୟ ସଂସ୍କୃତି

 ୩୫ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ : କଂସଙ୍କ ପରେ ବରଣ ହେଲେ ମନ୍ତ୍ରୀ ଶକ୍ରାଜିତ୍ୟ ଓ ଅକ୍ରୁର 

||ଗାଇସିଲେଟ/କେଦାର ନାଥ ସାହୁ|| ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲିର ୩୫ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବପାଇଁ ଗତ ତା୨୮/୧୨/୨୦୧୮ରିଖ କଂସ ବରଣ ସଂପୂର୍ଣ୍ଣ ହୋଇ ଥିବା ବେଳେ ଆଜି ମହାମନ୍ତ୍ରୀ ଶକ୍ରାଜୀତ ଏବଂ ଅକ୍ରୁର ଭୂମିକା ପାଇଁ କଳାକାର ବରଣ କରାଯାଇଛି । ଏ ବର୍ଷ କଂସ ଭୂମିକାରେ…

ଆମର ପରବ ମହୋତ୍ସବରେ ଝୁମିଲେ ସହସ୍ରାଧିକ ଦର୍ଶକ 

ପାଇକମାଲ :-ପାଇକମାଲ ର କଳାପ୍ରେମୀ ଯୁବକ ମାନଙ୍କର ଉଦ୍ୟମ ରେ  ଗତ କାଲି ସନ୍ଧ୍ୟା ସମୟରେ ପାଇକମାଲ ହାଇ ସ୍କୁଲ ପଡ଼ିଆରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହେଇଯାଇଛି। ଆମର ଗୀତ ଅନୁଷ୍ଠାନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ  ଅନୁଷ୍ଠାନ ର ସଭାପତି ତଥା ପ୍ରସିଦ୍ଧ ନୃତ୍ୟ…

  ୩୫ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ପାଇଁ କଂସ ବରଣ

                                      କଂସ ଭୂମିକାରେ ଅବତୀର୍ଣ ହେବେ ବିଶ୍ୱ ପ୍ରସିଦ୍ଧ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ହୃଷିକେଶ ଭୋଇ   ||ଗାଇସିଲେଟ/କେଦାର ନାଥ ସାହୁ|| ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲିର ୩୫ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ପାଇଁ  କଂସ…

ଭଦ୍ରକ ଗାନ୍ଧି ପଡିଆରେ ହେବ ୫ମ ଭଦ୍ରକ ଜିଲ୍ଲା ମହୋତ୍ସବ

ଭଦ୍ରକ(ଶାସକ ପ୍ରଶାସକ) : ଆସନ୍ତା ଜାନୁୟାରୀ ୫ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ମହୋତ୍ସବ ଐତିହାସିକ ଗାନ୍ଧି ପଡିଆ ଠାରେ ଆରମ୍ଭ ହେବ । ଭଦ୍ରକ ଜିଲ୍ଲା ମହୋତ୍ସବ ଟ୍ରଷ୍ଟବୋର୍ଡ ଆନୁକୁଲ୍ୟରେ ଅନୁଷ୍ଠିତ  ହୋଇ ଆସୁଥିବା ଏହି ମହୋତ୍ସବ  ୫ମ ବର୍ଷରେ ପଦାର୍ପଣ କରିଛି । ୧୧ଦିନ…

  ତ୍ରୟୋଦଶ ତୋଷାଳି ଜାତୀୟ  କ୍ରାପ୍ଟସ ମେଳା ୨୮ରୁ 

ଭୁବନେଶ୍ୱର - ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ଡିସେମ୍ବର ୨୮ରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଅନୁଷ୍ଠିତ ହେବ ତ୍ରୟୋଦଶ ତୋଷାଳି ଜାତୀୟ କ୍ରାଫ୍ଟସ ମେଳା । ଏଥିରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଅଂଶଗ୍ରହଣ କରିବେ ୩୫୦ରୁ ଉଦ୍ଧ୍ୱର୍ କାରିଗର ଓ…

ତୁର୍ଲା ଗ୍ରାମରେ  ମା ଲଷ୍ମୀ ପୂଜା  

ଝାରବନ୍ଧ ରୁ ସଦାନନ୍ଦ ବେହେରା ଝାରବନ୍ଧ, ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁର୍ଲା ଗ୍ରାମରେ, ସମ୍ପାଦକ ସତ୍ୟ ମାଝୀ ଓ ସୁବାଷ ସାହୁ ଙ୍କ ସଭାପତିତ୍ୱରେ ମା ଲଷ୍ମୀ ପୂଜା  ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଏହାକୁ ଆହୁରି ମନୋରଞ୍ଜନ କରିବା ପାଇଁ କବାଡି ପ୍ରତିଯୋଗିତା ମଧ୍ୟ କରାଯାଇଛି…

ହିନ୍ଦୁ ସ୍ୱାଭିମାନ ସମ୍ମିଳନୀ ଅନୁଷ୍ଠିତ 

 କୁଚିଣ୍ଡା/ ଶାନ୍ତନୁ ବେହେରା : ଆଜି କୁଚିଣ୍ଡା ଠାରେ ହିନ୍ଦୁ ସ୍ୱାଭିମାନ ଦିବସ ଅନୁଷ୍ଠିତ ହୋଇଛି | ଏଥିରେ ଶତାଧିକ ପୁରୁଷ, ମହିଳା ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହିତ ମୁଣ୍ଡରେ କଳସ ଏବଂ ବାଜା କୃଷ୍ଣଗୁରୁ, ଗାୟତ୍ରୀ ମନ୍ତ୍ର ଜପ କରି ଟାଉନ ହଲ ଠାରେ ପହଂଚିଥିଲା | 

୭ମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ ୨୭ ରୁ ୨୯  

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ  ସ୍ଥାନୀୟ କରଣସାହି ସ୍ଥିତ ବିଜୟା ବ୍ୟାୟାମଶାଳା ଠାରେ  ପାରଳାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭ ଆର୍ଟସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକ ସଭାପତିତ୍ୱ କରି କହିଥିଲେ ଆସନ୍ତା ଡିସେମ୍ୱର ୨୭…

ଓଡିଶୀ ସଙ୍ଗୀତ ସମାରୋହ : ଗୁରୁ ନିମାକାନ୍ତ ସମ୍ବର୍ଦ୍ଧିତ 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗୌରହରି ପାଠାଗାର ଠାରେ ଭକ୍ତିସଙ୍ଗୀତ ସଂସଦ ଦ୍ୱାର ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ବାର୍ଷିକଉତ୍ସବ ତଥା ଓଡିଶୀ ଭାଷା ସଙ୍ଗୀତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ତୀର୍ଥବାସୀ ପଣ୍ଡାଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ନିମାକାନ୍ତ ରାଉତରାୟ…

“କୋଶଲୀ ଭାଷାର ଉନ୍ନତି ରେ କଲାପଟା ସାହିତ୍ୟ ଉଲଗୁଲାନ କରିଛି”

'ଘାଏ ଦେଖତ କଲାପଟା' ର ବାର୍ଷିକ ଉତ୍ସବ ଉଦଯାପିତ  ଗାଇସିଲେଟ/କେଦାର ନାଥ ସାହୁ ଗାଇସିଲେଟ ସ୍ଥିତ ଶହିଦ ଛକରେ ପ୍ରତିଷ୍ଠିତ  ହୋଇଥିବା 'ଘାଏ ଦେଖତ କଲାପଟା'ର ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି। କୋଶଲୀ ଭାଷାର ଉନ୍ନତିରେ କଲାପଟା ସାହିତ୍ୟ ଉଲଗୁଲାନ କରିଛି । ବର୍ତ୍ତମାନ ଏହି ଭାଷାର…