Browsing Category

କଳା ସାହିତ୍ୟ ସଂସ୍କୃତି

 “ମହିଳାଙ୍କୁ ଯେତିକି ସମ୍ମାନ ମିଳିବା କଥା ସେତିକି ସମ୍ମାନ ମିଳୁ ନାହିଁ “

୫ମ ବର୍ଷ ଭଦ୍ରକ ଜିଲ୍ଲା ମହୋତ୍ସବ: ନାରୀ ଶକ୍ତି ଓ ନାରୀ ଅଧିକାର ଉପରେ ଆଲୋଚନା  ଭଦ୍ରକ: ନୂଆବଜାର ଗାନ୍ଧି ପଡିଆ ଠାରେ ଚାଲିଥିବା ସଞ୍ଜିବ ଜୁଏଲ୍ସ ପ୍ରାୟୋଜିତ ୫ମ ବର୍ଷ ଭଦ୍ରକ ଜିଲ୍ଲା ମହୋତ୍ସବର ନବମ ସନ୍ଧ୍ୟାର ଉତ୍ସବ ମହୋତ୍ସବ କମିଟିର ସ୍ଥାୟୀ ସଭାପତି ପଣ୍ଡିତ ଦୈତ୍ୟାରୀ ମହାପାତ୍ରଙ୍କ…

ସରିଲା ଇଡ଼ିତାଳ, ପ୍ରଚାର ପ୍ରସାର ଦୁର୍ବଳ !

ଗୁଣୁପୁର /ସିଦ୍ଧାର୍ଥ ଦାଶ ‬: ରାୟଗଡ଼ା ଜିଲ୍ଲା ର ଲୋକ ମହୋତ୍ସବ ଚଇତି ପକ୍ଷ୍ୟରୁ ଗୁଣପୁର ନୂତନ ବସଷ୍ଟାଣ୍ଡ ଠାରେ ଉପଖଣ୍ଡ ସ୍ତରୀୟ ସାଂସ୍କୃତିକ ଉତ୍ସବ ଇଡିତାଲ୍ ଗତ ୧୧ ତାରିଖ ରୁ ଆରମ୍ଭ ହୋଇ ୧୩ ତାରିଖ ଦିନ ଉଦଯାପିତ ହୋଇଯାଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୁ ଆଜ୍ଞା ମାଳ ଓ ଚଇତି କଳସ କୁ…

ଟିକ୍ରାପଡା ରାମଲିଳା ମନ୍ଦିରର ଭୋଗ ମଣ୍ଡପ ଉଦ୍ଘାଟନ କଲେ ନରସିଂହ

ବଲାଙ୍ଗିର(ନିରୋଜ ମିଶ୍ର)  ବଲାଙ୍ଗିର ଟିକ୍ରାପଡା ସ୍ଥିତ ରାମଲିଳା ମନ୍ଦିରର ଭୋଗ ମଣ୍ଡପ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଧାନସଭାର ବିରୋଧିଦଳ ନେତା ନରସିଂହ ମିଶ୍ରଙ୍କ କର କମଳରେ ଟିକ୍ରାପଡା ରାମଲିଳା ମନ୍ଦିରର ଭୋଗ ମଣ୍ଡପ  ଉଦ୍ଘାଟିତ କଲେ ନରସିଂହ ହୋଇଯାଇଛି । ୨୦୧୭-୧୮ ବିଧାୟକ ପାଣ୍ଠିରୁ…

୨୦ରୁ ବହୁଭାଷୀ ଜାତୀୟ ନାଟ୍ୟ ଉତ୍ସବ 

 ବଲାଙ୍ଗୀର/ନିରୋଜ ମିଶ୍ର :  ଆସନ୍ତା 20ରୁ ଚାରି ଦିନ ଧରି ଆୟୋଜିତ ହେବାକୁ ଯାଉଛି ବହୁଭାଷୀ ଜାତୀୟ ନାଟ୍ୟ ଉତ୍ସବ । ଯେଉଁଥିରେ ଦେଶର ବଛା ବଛା ନାଟକ ଗ୍ରୁପ ଆସି ନାଟକ ପ୍ରଦର୍ଶନ କରିବେ । ତେବେ ଏହି ବିରାଟ ଉତ୍ସବର ଆୟୋଜନ ସ୍ଥାନୀୟ ଭୂମିକା ଅନୁଷ୍ଠାନ କରୁଥିବାବେଳେ ଶନିବାର ଏହି ଉତ୍ସବ…

“ସ୍ଥାନୀୟ ଅନୁଷ୍ଠାନମାନଙ୍କ ଦ୍ୱାରା ନୃତ୍ୟକଳା ପ୍ରଦର୍ଶନ ଜାତୀୟ ସ୍ତରଠୁ କୌଣସି ଗୁଣରେ କାମ ନୁହଁ”

 ସପ୍ତମ ଓଡଗାଁ ମହୋତ୍ସବ  ଓ ପଲ୍ଲୀଶ୍ରୀ ମେଳା ୨୦୧୯ ଉଦଯାପିତ ଓଡ଼ଗାଁ : ମହୋତ୍ସବ ସ୍ଥାନୀୟ ଲୋକକଳା,ଐତିହ୍ୟ ଓ ସସ୍କୃତିର ବିକାଶ ପାଇଁ ଏକ ମାଧ୍ୟମ ।  ମଂଚ ମାଧ୍ୟମରେ ସାଂସ୍କୃତିକ କଳା ବିନିମୟ ଦ୍ୱାରା ନୂଆ ନୂଆ ସମ୍ପର୍କ ସୃଷ୍ଟି ହେବାସହ ପ୍ରତ୍ୟକ୍ଷ ଭାବେ ବାଣିଜ୍ୟ ବ୍ୟବସାୟ ବୃଦ୍ଧି ପାଇ…

 ସପ୍ତମ ଓଡଗାଁ ମହୋତ୍ସବର ତୃତୀୟ ସନ୍ଧ୍ୟା : ଚିତାକର୍ଷକ ଦଳଗତ ନୃତ୍ୟାଭିନୟରେ ଦର୍ଶକ ବିଭୋର

ଓଡ଼ଗାଁ  : ଓଡଗାଁ ମହୋତ୍ସବର ଆଜି ଥିଲା ତୃତୀୟ ସନ୍ଧ୍ୟା । ସ୍ଥାନୀୟ ଅଂଚଳର ବିଭିନ୍ନ ବିଦ୍ୟାଳୟ ଓ ଅନୁଷ୍ଠାନରୁ ଆସିଥିବା୧୨ଟି ଦଳର କଳାକାରମାନଙ୍କର କଳାଅଭିନୟରେ ଦର୍ଶକ ହୋଇଥିଲେ ମନ୍ତ୍ରମୁଗ୍ଧ । ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ  ସମସ୍ତ ଦଳଗତ ନୃତ୍ୟାଭିନୟ ଚିତାକର୍ଷକ ହୋଇଥିବା ବେଳେ…

ଉଇନ୍ର ବ୍ରାଇଟ ଫ୍ୟୁଚର ସ୍କୁଲର ବାର୍ଷିକ ଉତ୍ସବ

ପଦ୍ମପୁର/ନିଳ ଦୀପ-ପଦ୍ମପୁର ସହରର ଏକ ଜଣାସୁଣା ସ୍କୁଲ ଉଇନ୍ର ବ୍ରାଇଟ ଫ୍ୟୁଚର ତୃତୀୟ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଅଂଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଲଲିନ୍ଦୁ ନାଏକ ଓ ପୂର୍ବତନ ଅଧ୍ୟାପକ ମାନଭଂଜନ ପ୍ରଧାନ ଅତିଥି ଭାବରେ ଯୋଗଦେଇ ଗୁଣାତ୍ମକ ଶିକ୍ଷା ଉପରେ ନିଜର ମୂଲ୍ୟବାନ…

ଆରମ୍ଭ ହେଲା ବିଶ୍ୱ  ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ, ମଥୁରା ନଗରୀ ରେ କଂସ ମହାରାଜଙ୍କର ରାଜୁତି 

ବରଗଡ :- ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧୂନୁଯାତ୍ରାର ଶୁଭାରମ୍ଭ ହେଇଯାଇଛି । ରାଜ୍ୟ ସଭା ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଆନୁଷ୍ଠାନିକ ଭାବରେ 70ତମ ଧୂନୁଯାତ୍ରା ମହୋତ୍ସବ 2019 କୁ ଉଦ୍ଘାଟନ କରିଥିଲେ ।ଏହି ଅବସରରେ ବରଗଡ଼ ଲୋକସଭା ସାଂସଦ ପ୍ରଭାସ ସିଂ, ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ , SP…

ଓଡଗାଁ ମହୋତ୍ସବ  ଦ୍ୱିତୀୟ ସନ୍ଧ୍ୟା :କୁନି କଳାକାରଙ୍କ ନୃତ୍ୟରେ ଝୁମିଲେ ଦର୍ଶକ   

ଓଡଗାଁ (ଶ୍ରୀକାନ୍ତ କୁମାର ମିଶ୍ର ): ଓଡଗାଁ ମହୋତ୍ସବର ଦିତୀୟ ସନ୍ଧ୍ୟାରେ ସ୍ଥାନୀୟ କଳାକାରମାନଙ୍କ ନୃତ୍ୟ ସଙ୍ଗୀତ ଦର୍ଶକମାନଙ୍କୁ ଆମୋଦିତ  କରିଥିଲା । ବିଭିନ୍ନ ପ୍ରକାରର ନୃତ୍ୟ ସଙ୍ଗୀତ ପରିବେଷଣ ସହିତ ରକଷ୍ଟାର  ଡ୍ୟାନ୍ସ ଏକାଡେମୀ ଏବଂ ସରସ୍ୱତୀ ଡ୍ୟାନ୍ସଗୃପର ନୃତ୍ୟ ପ୍ରଦର୍ଶନ ଦର୍ଶକ…

 ମୟୂରଭଞ୍ଜର ଗଣପର୍ବ ଟୁସୁ ; ସତ୍ୟ, ଧର୍ମ ଓ ଆତ୍ମବିସର୍ଜନର ପ୍ରତୀକ

ବାରିପଦା/ଅରବିନ୍ଦ ଦାସ ମକର ସଂକ୍ରାନ୍ତି ଓ କୁଡ଼ୁମୀ ସମ୍ପ୍ରଦାୟ ପକ୍ଷରୁ ପାଳିତ ହୋଇଆସୁଥିବା ଟୁସୁ ପର୍ବ ମୟୂରଭଞ୍ଜ ଜିଲାରେ ଏକ ଗଣପର୍ବ ଭାବେ ପାଳିତ ହୋଇଆସୁଛି । ପର୍ବଟି ମାଘ ମାସର ପ୍ରଥମ ଦିବସରୁ ଆରମ୍ଭ ହୋଇ ସଂକ୍ରାନ୍ତିରେ ଉଦଯାପିତ ହୋଇଥାଏ । ଏହି ଅବସରରେ ମକର ଚାଉଳ ପୂଜା କରାଯାଇ…