Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଶେଷ ଇଚ୍ଛା ରକ୍ଷା କଲେ. ପତ୍ନୀଙ୍କୁ ମୁଖାଗ୍ନି ବି ଦେଲେ
ଲୋଇସିଂହା ( ସନ୍ତୋଷ କୁମାର ଠାକୁର ) : କଥା ରଖିଲେ ସ୍ୱାମୀ | ପରଲୋକଗତ ପତ୍ନୀଙ୍କ ଶେଷ ଇଛା ପୁରଣ କରିବା ସହ ତାଙ୍କୁ ମୁଖାଗ୍ନି ବି ଦେଇଛନ୍ତି ସ୍ୱାମୀ |
ବଞ୍ଜାରୀ ଗ୍ରାମର ହରେକୃଷ୍ଣ ପଟେଲଙ୍କ ଧର୍ମ ପତ୍ନୀ ସୁରମା ପଟେଲଙ୍କ (୩୮) ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ସେଜଣେ…
ଟ୍ରକ ତଳେ ଚାପି ହୋଇ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ।
ଝାରସୁଗୁଡ଼ା/ସୁବାସ ସାହାରେ : ଝାରସୁଗୁଡ଼ା ଜିଲ୍ଲା ପ୍ରସନ୍ନ ପଣ୍ଡା ଛକ ନିକଟରେ ଦୁର୍ଘଟଣା ଘଟିଛି । ଗୋଟିଏ ଦଶ ଚକିଆ ମାଲବାହୀ ଟ୍ରକ ଗାଡି ନମ୍ବର OD-23A-3218 ପିଟିଲା ଲୁନା ଚାଳକକୁ। ଲୁନା ଚାଳକ ଟ୍ରକ ତଳେ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି ।ଘଟଣା ସ୍ଥଳରେ ଚାପା…
ଗଛରେ ପିଟିହୋଇ ପିକଅପ ଦୁର୍ଘଟଣା ଗ୍ରସ୍ତ , ଦୁଇ ଆହତ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଚୁହାପଲି ସାତଟା ସମୟରେ ପାଇକମାଲ ପଟରୁ ଡଭା ଆଡକୁ ପରିବା ନେବାକୁ ଯାଉଥିବା ଏକ ପିକଅପ ଭେନ ଏକ ମୋଟର ସାଇକଲ ଅରୋହି କୁ ବଞ୍ଚାଇବା କୁ ଯାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟିହେବା ଫଳରେ ଦୁର୍ଘଟଣା ଗ୍ରସ୍ତ ହୋଇଯାଇଛି । ଉକ୍ତ ଦୁର୍ଘଟଣା ରେ ଉଭୟ…
ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର ।
ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର କଲେଜ ରୋଡ଼ସ୍ଥିତ ରିଜେନ୍ସି ହୋଟେଲ ପାଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଜଣେ ବାଇକ ଆରୋହୀ ଗୁରୁତର । ଖଇରପାଲି ଗ୍ରାମର ଭକ୍ତ ତାଣ୍ଡି ଏକ ନମ୍ବର ବିହିନ ନୂଆ ପଲସର ଗାଡିରେ ବରିକେଲ ସ୍ଥିତ ନିଜ ସମ୍ପର୍କୀୟଙ୍କ ଘରୁ ଖଇରପାଲି ଅଭିମୁଖେ ଯାଉଥିଲେ । ସେହି…
ବହୁଚର୍ଚିତ ଡକାୟତିର ପର୍ଦାଫସ କଲା ବରଗଡ଼ ପୋଲିସ
ଅଠର ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ,ମୂଲ୍ୟବାନ ଗହଣା ଜବତ : ତିନି ଅଭିଯୁକ୍ତ ଗିରଫ
ବରଗଡ :- ଗତ 12 ତାରିଖ ଦିନବେଳ ବରଗଡ଼ ୱାର୍ଡ ନମ୍ବର ପାଞ୍ଚ ରେ ରହୁଥିବା ଅଙ୍କିତ ରେଖାନି ଙ୍କର ଘରେ ସଶସ୍ତ୍ର ଡକାୟତି ହୋଇଥିଲା । ଏହି ଡକାୟତି ଘଟଣା କେବଳ ବରଗଡ଼ ସହର ନୁହେଁ ସାରା ଜିଲ୍ଲା ରେ ଲୋକଙ୍କୁ…
ଘର ଭିତରୁ ମାନସିକ ବିକୃତ ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର
ଭଞ୍ଜନଗର / ବେଲଗୁଣ୍ଠା ( ନିଲୁ ବିଷୋୟୀ) - ବେଲଗୁଣ୍ଠା ପୋଲିସ ଫାଣ୍ଡି ଠାରୁ ମାତ୍ର ୫୦ ମିଟର ଦୂର ଏକ ଘରୁ ଜୈନିକ ଯୁବକଙ୍କ ଗଳିତ ଶବକୁ ପୋଲିସ ଜବତ କରି ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲକୁ ପଠାଇଛି । ଗଳିତ ଶବଟି ବେଲଗୁଣ୍ଠା ମେଇନ ରୋଡ ନିବାସୀ ତାରିଣୀ ମିଶ୍ର(୫୨)…
ସାମ୍ବାଦିକ ନିମାଇଁ ଚରଣ ବଘାରଙ୍କ ଅକାଳ ବିୟୋଗରେ ଶୋକସଭା।
କଣ୍ଟାବାଞ୍ଜି(ଚୁଡାମଣି ସୁନା): ବଲାଙ୍ଗୀର ଜିଲ୍ଲା ମୁରିବାହାଲର ବରିଷ୍ଠ ସାମ୍ବାଦିକ ତଥା କଣ୍ଟାବାଞ୍ଜି ପ୍ରେସ କ୍ଲବ ଉପସଭାପତି, ଓ ୟୁ ଯେ ସଦସ୍ୟ, ମୁରିବାହାଲ ସାମ୍ବାଦିକ ସଂଘ ସଦସ୍ୟ ନିମାଇଁ ଚରଣ ବଘାରଙ୍କ ଅକାଳ ବିୟୋଗ ଘଟିଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ବେଳେ ଶୋଇଥିବା…
ମଦ ନିଶାରେ ପୁଅ ସାଜିଲା ବାପର ହତ୍ୟାକାରୀ।
ଝାରସୁଗୁଡ଼ା :(ସୁଭାଷ ସହାରେ) : ମଦ ନିଶାରେ ଉନ୍ମତ୍ତ କାଣ୍ଡ ଘଟାଇଲା ନିଜର ଜନ୍ମକଲା ପୁଅ। ମାତାଲ ଅବସ୍ଥାରେ ନିଜ ସ୍ତ୍ରୀ କୁ ଗାଲିଗୁଲଜ ଓ ମାଡ଼ପିଟ କରୁଥିବା ବେଳେ ବାପର ହସ୍ତକ୍ଷେପ ଯୋଗୁଁ ମଦ୍ୟପ ପୁଅ ସମସ୍ତ ହିତାହିତ ଜ୍ଞାନ ଭୁଲି ନିଜ ବାପକୁ କୋଦାଳରେ ହାଣି ହତ୍ୟା କରିବା ଭଳି ଏକ…
୪୯ ବୋତଲ ବିଦେଶୀ ମଦ ଜବତ ଯୁବକ ଗିରଫ
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ବେଆଇନ ମଦ କାରବାର ଉପରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଚାରମାଳ ଥାନା ପୋଲିସ ବୁଧବାର ବଂଶାଜାଲ ଗ୍ରାମ ନିକଟରେ ଚଢ଼ାଉ କରି ବିଦେଶୀ ମଦ ସହିତ ଜଣେ ଯୁବକଙ୍କୁ ଗିରଫ କରା ଯାଇଛି। ଗିରଫ ଯୁବକ ଜଣକ ହେଲେ ରେଢାଖୋଲ ସହରର ସଞ୍ଜୀବ ପ୍ରଧାନ(୨୫)। ଗିରଫ…
ମାଲକାନଗିରି ଜିଲ୍ଲା ସୀମାନ୍ତରେ ଏନକାଉଣ୍ଟର ଜଣେ ନକ୍ସଲ ମୃତ ।
ମାଲକାନଗିରି (ବି ଶ୍ରୀନିବାସ ପାତ୍ର)ଜିଲ୍ଲା ସୀମାନ୍ତ ଛତିଶଗଡ ଦାନ୍ତେୱାଡା ଜିଲ୍ଲାର କାଟେକାଲିଆନ୍ ପୋଲିସ୍ ଷ୍ଟେସନ ଅଞ୍ଚଳର ଚିକପାଲ୍ ଏବଂ ମାରଜୁମ୍ ଜଙ୍ଗଲରେ ସକାଳେ ଯବାନ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟର ରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ପୁରସ୍କାର…