Browsing Category

ଅଘଟଣ

ରିଜର୍ଭ ଫରେଷ୍ଟରେ ଲାଗିଲା ନିଆଁ : କଠିନ ପରିଶ୍ରମ ପରେ ଲିଭାଇଲେ ଜଙ୍ଗଲ ବିଭାଗ ଓ ବେଦାନ୍ତ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ଭୁର୍କାମୁଣ୍ଡା ଓ କୁରେବଗା ମଝିରେ ଥିବା ରିଜର୍ଭ ଫରେଷ୍ଟରେ ଆଜି ବ୍ୟାପକ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ସୂଚନା ଅନୁସାରେ, ଏହି ନିଆଁ ନିକଟସ୍ଥ ବେଦାନ୍ତ କମ୍ପାନୀ ଅଞ୍ଚଳକୁ ମଧ୍ୟ ବ୍ୟାପି ଯାଇଥିଲା। ଫଳରେ ବେଦାନ୍ତ ଅଞ୍ଚଳର ଶୁଖିଲା…

ବଡବାହାଲ ମିଶ୍ର ପୋଲ ପାଖରେ ହଇୱା ଧକ୍କାରେ ଜଣେ ମୃତ 

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଳକ ବଡବାହାଲ ମିଶ୍ର ପୋଲ ନିକଟରେ  ଏକ ହାଇୱା ଧକ୍କାରେ ଜଣେ ମୃତ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ଲ‌ଇଣ୍ଡାମାଲ ଗ୍ରାମର ଶୁଭକାନ୍ତ ପ୍ରଧାନ ସଲେସିଂ ପାଖରେ ଏକ ଘୋରାଇ କଲେଜରେ ରୋଷେୟା ଭାବରେ କାମ କରନ୍ତି ସେ ଆଜି…

ଭୁଷୁଡ଼ି ପଡିଲା ସ୍କୁଲ ଫାଟକ , ଚାଲିଗଲା ଶିଶୁର ଜୀବନ 

ବିଦ୍ୟାଳୟ ଫାଟକ ତଳେ ଚାପି ହୋଇ ଜଣେ ଛାତ୍ରୀ ମୃତ ଜଣେ ଛାତ୍ର ଏବଂ ଜଣେ ଛାତ୍ରୀ ଗୁରୁତର ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ରାଇକିଅ ବ୍ଲକ ବେଲକଟି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି I ସେହି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟର ଫାଟକ ଭାଙ୍ଗିଯିବାରୁ…

୧୭ବର୍ଷୀୟ  ପୁଅ ନିଖୋଜ ମାମଲା ଥାନାରେ।

କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ) ଜୁନାଗଡ଼ ଥାନା ଅନ୍ତର୍ଗତ ଚକୁଳି ଗ୍ରାମର ରତ୍ନୀ ମାଝୀଙ୍କ ୧୭ ବର୍ଷିଆ ପୁଅ ବାସୁ ମାଝୀ କୁଆଡେ଼ ନିଖୋଜ ହୋଇଯାଇଛି। ଆଜିକୁ  ୪ ମାସ ହେବ କୌଣସି ଖୋଜ୍ ଖବର ମିଳି ପାରିନାହିଁ। ସୂଚନା ଅନୁଯାୟୀ  ଗତ ୨୦୨୦ ଡିସେମ୍ବର ମାସ ୨୧ ତାରିଖରେ ସେହି ଗ୍ରାମର …

୧୦ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ବ ପୋଲରୁ ଗଲିତ ଶବ ଉଦ୍ଧାର

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)-   ୧୦ ନମ୍ବର ରାଜ୍ୟ ରାଜପଥ (ବିଜୁ ଏକ୍ସପ୍ରେସ ୱେ)ର କିଲାମସା ପାଖ ପୋଲ ନିକଟରୁ ରବିବାର ପୂର୍ବାହ୍ନରେ କୌଣସି ସୂତ୍ରରୁ ଖବର ପାଇ ଶାସନ ପୋଲିସ ଏକ ୪୫/୫୦ ବର୍ଷିୟା ଜଣେ ଅଚିହ୍ନା ବ୍ଯକ୍ତିର ଗଲିତ ଶବକୁ ଉଦ୍ଧାର କରିଛି। ଶବର ପଞ୍ଚନାମା ପରେ ବ୍ଯବଛେଦ ପାଇଁ…

ଧ‌ଉରାଖମଣ ନର୍ସରୀ ନିକଟରେ ଅଜଣା ଗାଡି ଧକ୍କାରେ ଯୁବକ ମୃତ ।

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ):  ସମ୍ବଲପୁର ଜିଲ୍ଲା କଦଳୀଗଡ ପଞ୍ଚାୟତ ଧ‌ଉରାଖମଣ ନିକଟ ନର୍ସରୀ ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ସୂଚନାଯୋଗ୍ୟ ଯେ କନ୍ଧରା ଗ୍ରାମର ସନ୍ତୋଷ କର୍ମୀ ସୋନପୁର ଜିଲ୍ଲା ମୁରଷୁଣ୍ଢି ଗ୍ରାମକୁ ଏକ ବିବାହ ଭୋଜି ଖାଇବାକୁ…

ବସ-ବାଇକ ମୁହାଁମୁହିଁ : ତିନି ଜଣଙ୍କ ଦେହାନ୍ତ  !

କଳାହାଣ୍ଡି/ତୁଳମଣି ନାଗ (ଶାସକ ପ୍ରଶାସକ) ଗୋଲାମୁଣ୍ଡା ଥାନା ଅନ୍ତର୍ଗତ  ଡଙ୍ଗରିଗୁଡ଼ା ଛକ ନିକଟ  ମୋଡରାସ୍ତାରେ OR- 08- C-9153 ନମ୍ୱର୍ ଜୟ ଜଗନ୍ନାଥ ବସ୍ ଓ ମୋଟର ସାଇକେଲ ମୁହାମୁହି ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ହସ୍ତଗତ ହୋଇଛି | ଜଣକୁ  ଗୁରୁତର…

ଗୋଡ଼ଭଙ୍ଗା ଘଟିରେ ଓଲଟିଲା ଯାତ୍ରୀବାହୀ ବସ:୪ ଜଣ ଗୁରୁତର ୩୦ ଆହତ

 ଦିଲ୍ଲୀପ ମହାନ୍ତି/ ବାରିପଦା- ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବସ ଷ୍ଟାଣ୍ଡରୁ ରାଇରଙ୍ଗପୁର ଭୟା ଠାକୁରମୁଣ୍ଡା ଦେଇ ଭୁବନେଶ୍ୱର ଯାଉଥିବା ମା' ତାରିଣୀ ନାମକ ଏକ ଯାତ୍ରୀବାହୀ ବସ ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତାର ଗୋଡ଼ଭଙ୍ଗା ଘାଟିରେ  ଯାଉଥିବାବେଳେ ଘାଟି ତଳକୁ ଖସି ପଡିବାରୁ ୪ ଜଣ…

ଦୁର୍ଘଟଣାରେ ଛାତ୍ର ବିଜେଡି ନଗର ସଭାପତିଙ୍କ ଦେହାନ୍ତ

ଶୋକ ବ୍ୟକ୍ତ କଲେ ରାଜ୍ୟ ଛାତ୍ର ବିଜେଡି ସଭାପତି ଦେବୀରଂଜନ ରାୟଗଡାରୁ ସରୋଜ ସାହୁ : ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଅକାଳରେ ମୃତ୍ୟୁବରଣ କରିଛନ୍ତି ଛାତ୍ର ବିଜେଡିର ଗୁଣୁପୁର  ନଗର ସଭାପତି ସନାତନ ପାଣି(୨୪) | ଗତ ରବିବାର ସେ  ବାଇକରେ ଯାଉଥିବାବେଳେ ଗୁଣପୁର ଏସବିଆଇ ମୁଖ୍ୟଶାଖା ନିକଟରେ…

ପୋଖରୀରେ ବୁଡି ପ୍ରାଣ ହରାଇଲା ୯ ବର୍ଷର ପୁଅ

ଝାରସୁଗୁଡା/ସୁବାସ ସାହାରେ :ଦୁଃଖର ସହିିତ ଲେଖି ଜଣାଉଛିି ଯେ ,ଆଜିି ଦିିନ 1.00 ଘଟିକାରେ  ଝାରସୁଗୁଡା ବ୍ରାଚଂରେ କାର୍ଯ୍ୟରତ  କିିଶୋରୀ ଛନଛାନଙ୍କ ୯ ବର୍ଷର ପୁଅ ପୋଖରୀରେ ଗାଧୋଇବା ସମୟରେ ପାଣିରେ ବୁଡି ଅକାଳ ବିିୟୋଗ ଘଟିଛିି। ଏହା ଯୋଗୁଁ ଝାରସୁଗୁଡା ବୀମା ପରିିବାରରେ ଶୋକର ଛାୟା…