Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ପଂଚାୟତ ଭୋଟ ରାଗ କମିନି : ଏବେ ବି ବାକି ଅଛି ନିର୍ବାଚନୀ ହିଂସା
ଭଦ୍ରକ (ସତ୍ୟବ୍ରତ ନାୟକ, ବ୍ଲକ ପ୍ରତିନିଧି) ଜିଲ୍ଲା ତିହିଡି ବ୍ଲକ ସ୍ଥିତ ତଳଗୋପବିନ୍ଧା ପଂଚାୟତରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଚଳିତ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ଭାବେ ଲଢ଼ୁଥିବା ପ୍ରାର୍ଥୀନୀଙ୍କୁ ଭୋଟ ନ ଦେବାରୁ ତାଙ୍କ ସ୍ୱାମୀ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ଏକ ଲାଠି…
“ଯୌତୁକ ପାଇଁ ନିର୍ଯାତନା ଦେଇ ଦେଇ ଶେଷରେ ଜାଳି ଦେଲେ”
କିରୋସିନି ଢାଳି ପୋଡି ମାରି ଦେଇଥିବା ବାପଘର ଲୋକେ ଥାନାରେ କଲେ ଅଭିଯୋଗ ।
ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ- ଆଜିର ଏହି ଆଧୁନିକ ସମାଜରେ ମାନବ ସମାଜ ନିଜର ସ୍ୱାର୍ଥ ହାସଲ ପାଇଁ ନିଜ ପରିବାର କୁ ମଧ୍ୟ ମାରିବାକୁ ପଛାଉନାହିଁ । ଯାହାର ଏକ ନଗ୍ନ ନମୁନା ଘଟିଯାଇଛି ବୈବାହିକ ସମ୍ପର୍କ ମଧ୍ୟରେ…
ସାଙ୍ଗର ଜନମ ଦିନରେ ଡାକିନେଲା ମରଣ
ଭଦ୍ରକ: (ସତ୍ୟବ୍ରତ ନାୟକ, ବ୍ଲକ ପ୍ରତିନିଧି)ସାଙ୍ଗ ର ଜନ୍ମ ଦିନ ପାଳନ ବେଳେ ଚାଲିଗଲା ଜୀବନ | ମୃତକ ଜଣକ ହେଲେ କଟକ ଅଞ୍ଚଳ ର ସୋମ୍ୟ ରଞ୍ଜନ ସେନାପତି | ସେ କାଉପୁରସ୍ଥିତ ସୀତାକୁଣ୍ଡ କୁ ସାଙ୍ଗ ମାନଙ୍କ ସହ ଜନ୍ମ ଦିନ ପାଳନ ପାଈଁ ଗାଧୋଇବାକୁ ଯାଇ ଥିଲେ | ଶେଷ ରେ ସେ ସେଠାରେ ଗାଧୋଇବା…
ବରଗଡ଼ ଜିଲ୍ଲା ରେ ୧୪ ଲକ୍ଷରୁ ଉର୍ଦ୍ଧ୍ବ ଜାଲ ନୋଟ୍ ଜବତ , ୨ ଗିରଫ
ଅଭ୍ୟାସ ଗତ ଅପରାଧୀ ବଳରାମ ର କଲା କାରନାମା
ବରଗଡ :- ଆଜି ସ୍ୱତନ୍ତ୍ର ପୋଲିସ ସ୍କୋର୍ଡ ଓ ବରପାଲି ପୋଲିସ ବରପାଲି ରେ ୧୪ ଲକ୍ଷ ରୁ ଉର୍ଦ୍ଧ୍ବ ଜାଲ ନୋଟ ଜବତ କରିବା ସହ ବରପାଲି ମହତ୍ତମ୍ ପଡ଼ା ର ପଣ୍ଡାଲୁ ମେହେର ଙ୍କ ପୁଅ ବଳରାମ ମେହେର (୪୫), ଓ ବୁର୍ଲା ଥାନା କଣ୍ଟାପାଲି ସିକିର୍ଡି ଗ୍ରାମ…
ମଦ ପିଇବା ପାଇଁ ସ୍ତ୍ରୀ ଟଂକା ନ ଦେବାରୁ ଆତ୍ମହତ୍ୟା ସନ୍ଦେହ
ବରଗଡ :-ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ମିଠାପଲି ଗ୍ରାମପଞ୍ଚାୟତ ର ଲଉଡମାଲ ଗ୍ରାମର ଓମ ପ୍ରକାଶ ସାହୁ ନାମକ ଜଣେ ଯୁବକ ପାଇକମାଲ ନୂଆପଡା ବିଜୁ ଏକ୍ସପ୍ରେସ ରାସ୍ତାରୁ ପ୍ରାୟ ପାଞ୍ଚ ଶହ ମିଟର ଦୂରରେ ମରି ପଡିଥିବା ଆଜି ସନ୍ଧ୍ୟାରେ ତାଙ୍କର ପରିବାର ଲୋକ ଦେଖିବାକୁ ପାଇଥଲେ ।…
ହାତରୁ ଝିଅ ବାହାଘରର ମେହେନ୍ଦୀ ଲିଭିବା ପୂର୍ବରୁ ଲିଭିଗଲା ଜୀବନ ଦୀପ
ବିଦ୍ୟୁତ ଆଘାତରେ ମହିଳାଙ୍କ ମୃତ୍ୟୁ
ବିଦ୍ୟୁତ ବିଭାଗ ବିରୋଧରେ ବଢ଼ିବାରେ ଲାଗିଛି ଜନଅସନ୍ତୋଷ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଅଂଚଳରେ ଗତ କିଛି ଦିନ ମଧ୍ୟରେ ବିଦ୍ୟୁତ ଆଘାତ ରେ ଦୁଇଗୋଟି ବହୁମୂଲ୍ୟ ଜୀବନ ଚାଲିଯାଇଛି । ଗତ କିଛି ସପ୍ତାହ ତଳେ ମିଠାପଲି ପଞ୍ଚାୟତ ର…
ବିପୁଳ ପରିମାଣ ରେ ଗଞ୍ଜେଇ ଜବତ, ଦୁଇ ଗିରଫ
ଭଦ୍ରକ: (ସତ୍ୟବ୍ରତ ନାୟକ, ବ୍ଲକ ପ୍ରତିନିଧି)ବୁଧବାର ଭଦ୍ରକ ସହରାଞ୍ଚଳ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ଦୁଇ ଜଣ ଯୁବକ ବସଷ୍ଟାଣ୍ଡ ନିକଟରେ ସନ୍ଦେହ ଜନକ ଭାବେ ବୁଲୁଥିବା ଦେଖିବାକୁ ପାଇଥିଲେ, ଯାଞ୍ଚ ପରେ ସେମାନଙ୍କ ବ୍ୟାଗ ରୁ ୧ ୧ କେଜି ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ , ଦୁହିଁଙ୍କ…
ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟଙ୍କ ବିୟୋଗ
ଗାଇସିଲାଟ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଅଧିନସ୍ଥ ଅଇଲାଭଟା ଗ୍ରାମର ବିଶିଷ୍ଚ ବିଜେଡି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ବୈଷ୍ଣବ ସାହୁଙ୍କ(୮୦) ପରଲୋକ | ଶ୍ରୀମାନ ସାହୁ ତୈଲିକ ବୈଶ୍ୟ (ସାହୁ) ସମାଜର ଅଚଂଳ ସଭାପତି ଥିଲେ | ଗାଇସିଲାଟ ଅଚଂଳ ରେ ବେସ୍ ଲୋକ ପ୍ରିୟତା ଅର୍ଜନ…
ଛତୁଆ ପ୍ୟାକେଟକୁ ନେଇ ଅଭିଯୋଗ: ଅଭିଯୋଗକରୀକୁ ମାରଣାନ୍ତକ ଆକ୍ରମଣ, ଥାନାରେ ମାମଲା ରୁଜୁ
ମେଲଛାମୁଣ୍ଡା(ଶାସକ ପ୍ରଶାସକ)-ବରଗଡ ଜିଲ୍ଳା ଗାଇସିଲେଟ ଥାନା ଅର୍ନ୍ତଗତ ମଲମୁଣ୍ଡା ଗ୍ରାମରେ କମ ଓଜନର ଛତୁଆ ପେକେଟକୁ ନେଇ ଅଭିଯୋଗ କରିଥିବା ଯୁବକକୁ ମାରଣାନ୍ତକ ଆକ୍ରମଣ ହୋଇଛି । ଏ ନେଇ ଗାଇସିଲେଟ ଥାନାରେ ମାମଲା ରୁଜୁ ହେବା ସହ ପୁଲିସ ଘଟଣାର ତଦନ୍ତ କରୁଛି । ଆକ୍ରମଣର ଶିକାର ହୋଇଥିବା…
ଦୁର୍ଘଟଣାରେ ଆଖି ବୁଜିଲେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା
ଶୋକଵ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମନ୍ତ୍ରୀ ଓ ସାଂସଦ
ଭୁବନେଶ୍ୱର : ପବିତ୍ର ଘୋଷଯାତ୍ରା ଅବସରରେ ପୁରୀକୁ ଫଟୋ ଖବର ସଂଗ୍ରହ ପାଇଁ ଯାଉଥିବା ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା(୫୭)ଙ୍କର ଏକ ସଡକ ଦୁର୍ଘଟଣାରେ ପରଲୋକ ହୋଇଛି। ପୁରୀ ଯାଉଥିବା ବେଳେ ସାତଶଙ୍ଖ ନିକଟରେ…