Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ନେମାଳ ଥାନାକୁ ଘେରାଉ କଲେ ସାମ୍ବାଦିକ ; ଆକ୍ରମଣକାରୀଙ୍କୁ ଗିରଫ ଦାବି
ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ଅର୍ନ୍ତଗତ ଦୈନିକ ଛାପା ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ରତ୍ନାକର ବାରିକଙ୍କୁ ଜଣେ ବାଲି ମାଫିଆ ଗତ ୨୨ ତାରିଖ ଦିନ ଅତର୍କିତ ଭାବେ ରାସ୍ତା ଉପରେ ମରଣାନ୍ତକ ଆକ୍ରମଣ କରିଥିଲା । ଏଥି ମଧ୍ୟରେ ୧୨ଦିନ ବିତିଯାଇଥିଲେ ମଧ୍ୟ…
ନ୍ୟାୟ ପାଇଁ ଏସ୍ପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ପାଞ୍ଚ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସର ତଦନ୍ତ ଶୂନ୍ୟ l ନ୍ୟାୟ ପାଇଁ ଶତାଧିକ ଲୋକଙ୍କୁ ଏସ୍ପି ଅଫିସ ନିକଟରେ ଧାରଣା l ସୂଚନା ଅନୁଯାଇ ଗତ 27 ତାରିଖ ବିଳମ୍ବିତ ରାତ୍ରି ସମୟରେ ରଘୁନାଥପୁର ଥାନା ଅନ୍ତର୍ଗତ ବଣିକୁନ୍ଦ ଗ୍ରାମର କାହ୍ନୁ ଚରଣ ସ୍ୱାଇଁ ଓ…
ଭଞ୍ଜନଗର ମେଡ଼ିକାଲରେ ଥିବା ବିଭିନ୍ନ ସମସ୍ୟାକୁ ସମାଧାନ ଦାବିରେ ମେଡ଼ିକାଲ ସମ୍ମୁଖରେ ଧାରଣା I
ଭଞ୍ଜନଗର/ନିଲୁ ବିଷୋୟୀ : ଗତ ଏକ ସପ୍ତାହ ପୂର୍ବରୁ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ୨୪ ଡ଼ାକ୍ତର ବଦଳରେ ୧୨ ଡ଼ାକ୍ତର, ଡ଼ାକ୍ତର ଅଭାବ ସତ୍ତ୍ୱେ ତିନି ଡ଼ାକ୍ତରଙ୍କୁ ଅନ୍ୟତ୍ର ବଦଳି,୩୦ ଜଣ ସେବିକା ବଦଳରେ ମାତ୍ର ୧୩ ଜଣ ସେବିକା ଥିବା ଅଭିଯୋଗ ସହିତ ରକ୍ତ…
ଭୁଲିଗଲେ ମାନବିକତା: ନିରୀହ ଯୁବକ ଙ୍କୁ ଉଲଗ୍ନ କରି ମାଡ
ଉମରକୋଟ ରୁ ଜିତେନ୍ଦ୍ର ମହାନ୍ତି: ଭୁଲିଗଲେ ମାନବିକତା । ଜଣେ ଯୁବକଙ୍କୁ ରାସ୍ତାରେ ହାତ ବାନ୍ଧି ଅମାନବିକ ଭାବେ ମାଡ଼ ମାରିଛନ୍ତି କେତେକ ଯୁବକ । ଯଦି ଜଣେ କିଛି ଭୁଲ କରିଛି ଓ ଅନ୍ୟ କିଛି ସନ୍ଦେହ ରହିଛି ତେବେ ପୋଲିସ ଓ ଆଇନର ଆଶ୍ରୟ ନେଇ ପାରିବ । ସତେ ଯେମିତି କିଛି ବଡ଼ ଭୁଲ କଲା ଭଳି…
ଘର ବିବାଦ ପାଇଁ ଗୁଳିକାଣ୍ଡ
ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ସଦର ଥାନା ତରଡ଼ାପଡା ବ୍ଲକ ମଜୁରାଇଠାରେ ଗୁଳିକାଣ୍ଡ l ଗୁଳିକାଣ୍ଡରେ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି l ଗୁରୁତରମାନେ ହେଲେ ମଜୁରାଇ ଗ୍ରାମର ପ୍ରୀତବାସ ଦାସ ଓ ଅଭିନାଶ ଦାସ l ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପ୍ରଥମେ…
ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।
ବାଲେଶ୍ୱର ଖଇରା (ବୁଲୁ ଲେଙ୍କା)ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ମହତିପୁର ପଞ୍ଚାୟତ କଣ୍ଟାପଡା ନାହୁଲ ଗ୍ରାମ ର ଜଣେ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ଶଶୁରଘର ଲୋକେ ମାରିଦେଇଥିବା ଅଭିଯୋଗ ଆଣିଲେ ଝିଅ ଘରଲୋକ।ଆଜି କଣ୍ଟାପଡ଼ା ନାହୁଲ ଗାଁର ପ୍ରମୋଦ ଦାସଙ୍କ ପତ୍ନୀ ଅପରାଜିତା…
କାଉଡିଆଙ୍କୁ ଆକ୍ରମଣ, ଦୁଇ ଅଭିଯୁକ୍ତ ଗିରଫ
ଭଦ୍ରକ (ସତ୍ୟବ୍ରତ ନାୟକ, ଭଦ୍ରକ) : ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଗୁଜିଦରଡ଼ା ଅଞ୍ଚଳରେ କିଛି କାଉଡିଆ ଭକ୍ତ ମାନେ ମହାଦେବ ଙ୍କ ଉପରେ ଜଳାଭିଷେକ କରିବା ପାଇଁ ଯାଉଥିବା ସମୟରେ ସେମାନଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି | ଆକ୍ରମଣରେ ଜଣେ କାଉଡିଆ ଭକ୍ତ ଗୁରୁତର ହୋଇ ଭଦ୍ରକ ମୁଖ୍ୟ…
ଧର୍ମପ୍ରାଣ। କୃଷ୍ଣପ୍ରିୟା ମହାପାତ୍ରଙ୍କର ଶେଷକୃତ୍ୟ ସମ୍ପୂର୍ଣ
ରାଉରକେଲା/ରାଉରକେଲା ରୁ ବସନ୍ତ କୁମାର ଜେନା : ରାଉରକେଲା ବିଜୁ ଜନତା ଦଳର ବରିଷ୍ଟ ଆଇନିଜୀବୀ ଶ୍ରୀ ସତ୍ୟ ନାରାୟଣ ମହାପାତ୍ରଙ୍କ ମାଆ ଗତ କାଲି ସ୍ବର୍ଗାହରଣ କରିଥିଲେ । ସାନପୁଅ ଶ୍ରୀ ସୋମ୍ୟ ରଞ୍ଜନ ମହାପାତ୍ରଙ୍କ ଆଗମନକୁ ଅପେକ୍ଷା କରି ଆଜି ବେଦବ୍ୟାସ ମୁକ୍ତି ସ୍ମଶାନ ଠାରେ ଶେଷକୃତ୍ୟ…
ହାତୀ ଆକ୍ରମଣ ରୁ ଅଳ୍ପକେ ବର୍ତିଲେ ଚାରି ପ୍ରାଣୀ
ଘର ଭାଙ୍ଗିଲା , ଖାଦ୍ୟ ଖାଇଗଲା ହାତି
ବରଗଡ :- ଗତକାଲି ମଧ୍ୟ ରାତ୍ରି ପରେ ଆଜି ଭୋର ପୂର୍ବରୁ ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମପଞ୍ଚାୟତ ର ପତ୍ରାପାଳି ଗ୍ରାମରେ ଶ୍ରୀ ମଧୁସୂଦନ ମାଝୀ ଘରେ ତାଙ୍କ ସ୍ତ୍ରୀ , ମାଆ , ଛୁଆ ସହିତ ଶୋଇ ଥିବା ବେଳେ ଜୋରରେ ଶବ୍ଦ ହୋଇଥିଲା । ଶବ୍ଦ ଶୁଣି ପରିବାର…
ଆବୁ ଧାବିରେ ଓଡିଆ ଯୁବକଙ୍କୁ ହତ୍ୟା: ମରଶରୀର ଆଣିବା ପାଇଁ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ
ଭୁବନେଶ୍ବର,- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆବୁ ଧାବିରେ ଫସିଥିବା ମୃତ ଓଡିଆ ଯୁବକ କାଳନ୍ଦୀ ମଲ୍ଲିକଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ଆବୁ ଧାବିରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି।…