Browsing Category

ଅଘଟଣ

କାଶୀପୁର ରେ ବୃଦ୍ଧା ଙ୍କୁ ଗଳା କାଟି ଲୁଟ୍ ଘଟଣା

କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସିରିପାଇ ପଞ୍ଚାୟତ ଅଧିନସ୍ତ ବାହାର ଦୁଲକି ଗ୍ରାମର ବୃଦ୍ଧା ସଦାମଣି ନାଏକ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ପ୍ରାୟ 3ଟା ସମୟରେ ଦୁର୍ବୃତ୍ତ ହାତ ପାଟି ବାନ୍ଧି ବେକ କାଟି ସୁନା ଲୁଟ କରି ଚାଲିଯାଇଥିବା ସୂଚନା ମିଳିଛି ।…

ସାମ୍ବାଦିକଙ୍କ ଜ୍ୟେଷ୍ଠ ଭ୍ରାତାଙ୍କର ପରଲୋକ

ରାଉରକେଲା(ବସନ୍ତ କୁମାର ଜେନା); ସହରର ଜଣାଶୁଣା ସାମ୍ବାଦିକ ଅନନ୍ତ ପଟ୍ଟନାୟକ ଙ୍କ ଜ୍ୟେଷ୍ଠ ଭ୍ରାତା ନୃସିଂହ ଚରଣ ପଟ୍ଟନାୟକ (୭୦)ଙ୍କ ଆଜି ସକାଳେ ହୃଦଘାତରେ ପରଲୋକ ଘଟିଛି। ସୂଚନା ଯୋଗ୍ୟ ଯେ ସ୍ବର୍ଗତ ପଟ୍ଟନାୟକ ଆରଏସପି ରୁ ଅବସର ଗ୍ରହଣ ପରେ ପରିବାର ସହ ଛେଣ୍ଡ କଲୋନୀରେ ବସବାସ କରୁଥିଲେ।…

ରାଉରକେଲା ଅବକାରୀ ବିଭାଗର ଚଢ଼ାଉ

ରାଉରକେଲା,(ବସନ୍ତ କୁମାର ଜେନା); ରାଉରକେଲା Excise Superintendent ଙ୍କ ଆଦେଶ କ୍ରମେ ଅବକାରୀ ବିଭାଗ ସବ୍ ଇନ୍ସପେକ୍ଟର ଓ ଷ୍ଟାଫ ରାଉରକେଲା ଅଞ୍ଚଳରେ ମଦ ଧରପଗଡ କରୁଥିବା ସମୟରେ ରାଉରକେଲା ର୍ ସେକ୍ଟର ୧୫, ଦଣ୍ଡିଆ ପାଲି, ଏବଂ ଜମୁନା ନାକି ଅଞ୍ଚଳରେ ଚଢାଉ କରି ସମୁଦାୟ ୨୩୯ ଲିଟର ଦେଶୀ…

ଝାଂଜ ପାହାଡରୁ ଅଜଣା ଶବ ଉଦ୍ଧାର

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଭିକ୍ଟୋରିଆ ସାଗର ଉପରେ ଥିବା ଝାଂଜ ପାହାଡରୁ ଶୁକ୍ରବାର ଅପରାହ୍ନରେ ଏକ ଅଜଣା ଶବ ମେଲଛାମୁଣ୍ଡା ପୁଲିସ ଉଦ୍ଧାର କରିଛି । ଏ ନେଇ ଥାନା ୟୁଡି କେସ ନଂ ୦୨/୨୨ରେ ଏକ ମାମଲା ରୁଜୁ କରି ଶବଟିକୁ ବ୍ୟବଛେଦ ପାଇଁ ପଦ୍ମପୁର ଡାକ୍ତରଖାନାକୁ…

ମହୁଲଫୁଲ ଚୋରାଚାଲାଣ ବେଲେ ଧରିଲା ଅବକାରୀ ବିଭାଗ,୧୧୪ କ୍ବିଣ୍ଟାଲ ମହୁଲଫୁଲ ସହ ଟ୍ରକ ଜବତ ।

ପଦ୍ମପୁର(ଶାସକପ୍ରଶାସକ)- ମହୁଲ ଫୁଲ ଚୋରା ଚାଲାଣ ସମୟରେ ଧରିଲା ବରଗଡ଼ ଅବକାରୀ ମୋବାଇଲ ୟୁନିଟ । ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଘେଁଷ ଠରେ ଏକ ଟ୍ରକ ଯାହାର ନମ୍ବର ହେଲା OD17T2853 ରେ ମହୁଲଫୁଲ ଚୋରା ଚାଲାଣ ହେଉଥିବା ଖବର ପାଇ ବରଗଡ଼ ଅବକାରୀ ମୋବାଇଲ ୟୁନିଟର ଏକ ଟିମ…

ଗୁଣୁପୁର ପୌରପରିଷଦ ରେ ଦୁର୍ନୀତି ଅଭିଯୋଗର ତଦନ୍ତ ଆରମ୍ଭ କଲା ଭିଜିଲାନ୍ସ

ତଦନ୍ତ ପରେ ଦୁର୍ନୀତି ଅଭିଯୋଗର ଚିତ୍ର ସ୍ପଷ୍ଟ ହେବ : ଭିଜିଲାନ୍ସ ଡିଏସପି ଗୁଣୁପୁର (ସନ୍ତୋଷ ଚୌଧୁରୀ) : ରାୟଗଡା ଜିଲ୍ଲା ଗୁଣୁପୁର ପୌରପରିଷଦ ରେ ଆସୁଥିବା ଯୋଜନା ଅର୍ଥ ଆତ୍ମସାତ ସହ ଉପର ଠାରୁ ତଳିଆ କର୍ମଚାରୀଙ୍କ ଦୁର୍ନୀତି କିଛି ନୂଆ କଥା ନୁହଁ | କିନ୍ତୁ 2018-19 ଅଡିଟ ରିପୋର୍ଟ…

ମାହାଙ୍ଗାର ସିପୁରା ଗାଁ’ରେ ହେଟାବାଘ ଆତଙ୍କ, ୩ ଗୁରୁତର ।

ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ) ହେଟାବାଘ ଆକ୍ରମଣ ଯୋଗୁଁ ମାହାଙ୍ଗା ଥାନା ଶିପୁରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏହି ହେଟାବାଘ ଆକ୍ରମଣ କରିବା ଯୋଗୁଁ ୩ ଜଣ ଗୁରୁତର ହୋଇପଡିବା ଖବର ମିଳିଛି । ଏହି ସିପୁରା ଗାଁ'ରେ ଥିବା ଚାଷୀଙ୍କ କଖାରୁ କ୍ଷେତରେ ଶ୍ରମିକ ଭାବେ କାମ କରୁଥିବା ବେଳେ…

ନୃସିଂହନାଥ ବୈଶାଖମେଳାରେ ମଦ ବିକି ଜଣେ ଗିରଫ।

ବରଗଡ଼-ଶାସକ ପ୍ରଶାସକ: ପାଇକମାଲ ଦୁର୍ଗାପାଲି ନୃସିଂହନାଥ ବୈଶାଖମେଳା ରେ ହାତରନ୍ଧା ମହୁଲିମଦ ବିକ୍ରି କରୁଥିବା ଜଣେ ଯୁବକ କୁ ପାଇକମାଲ ଅବକାରୀ ବିଭାଗ ଓ ବରଗଡ଼ ସ୍କ୍ୱାର୍ଡ ମିଶି ଗିରଫ କରିଛନ୍ତି।ତା ନିକଟରୁ ଏକ ବ୍ୟାଗ ରେ ୧୨ଲିଟର ମଦ ଓ କିଛି ଟଙ୍କା ଜବତ କରାଯାଇଛି।ଏ ନେଇ ଏକ ମାମଲା…

ସମୁଦ୍ରକୂଳରୁ ଛାତ୍ର ନିଖୋଜ ଘଟଣା, ଅପହରଣକୁ ନେଇ ସନ୍ଦେହ

ଜଗତସିଂହପୁର,ସୁମନ୍ତ କୁମାର ଦାସ:ଗତ 14 ତାରିଖରେ ପାରାଦୀପ ସମୁଦ୍ରକୂଳରୁ ନିଖୋଜ ହୋଇଯାଇଥୁବା ନବମ ଶ୍ରେଣୀ ଛାତ୍ର ପ୍ରୀତମଙ୍କ ସନ୍ଧାନ ଆଜିପର୍ଯ୍ୟନ୍ତ ମିଳିପାରିନାହିଁ । ତେଣୁ ଏହା ଏକ ସୁପରିକଳ୍ପିତ ଅପହରଣ ହୋଇପାରିଥାଏ ବୋଲି ସନ୍ଦେହ କରାଯାଇଛି । ଯାହାକୁ ନେଇ ପୋଲିସ ଅଧିକ ତଦନ୍ତ…

ସୁନ୍ଦରଗଡ ରେ ଦିନକୁ ଦିନ ଡ୍ରଗ୍ସ କାରବାର ବ୍ରୃଦ୍ଧି।

ଡ୍ରଗ୍ସ କାରବାର କରୁଥିବା ସନ୍ଦେହରେ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଲେ ସ୍ଥାନୀୟ ମହିଳା। ରାଉରକେଲା/ସୁନ୍ଦରଗଡ,; ଡ୍ରଗ୍ସ କାରବାର କରୁଥିବା ସନ୍ଦେହ ରେ ଜଣେ ମହିଳା ଙ୍କୁ ପ୍ରବଳ ମାଡ ମାରିଲେ ସ୍ଥାନୀୟ ମହିଳା। ରବିବାର ସନ୍ଧ୍ୟାରେ ଏଭଳି ଦେଖିବାକୁ ମିଳିଛି ସୁନ୍ଦରଗଡ ଟାଉନ ଥାନା…