Browsing Category

ଅଘଟଣ

ବରଗଡ ଜିଲ୍ଲା ପଦ୍ମପୁର ଠାରେ ଓଲଟିଲା ଟ୍ରକ ।

ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ଠାରେ ଡ୍ରାଇଭର ର ଆଖି ଲାଗି ଯିବାରୁ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ । ପଦ୍ମପୁର ନେହେରୁଗଲି କାଳୀମନ୍ଦିର ପାଖରେ ଭାରସାମ୍ୟ ହରାଇ ରାସ୍ତାରେ କଡରେ ଥିବା ଘରଉପରେ ଚଢ଼ିଗଲା ଗାଡି ,ଭାଗ୍ୟ ବସତ କାହାର କିଛି କ୍ଷୟକ୍ଷତି ହେଇନାହିଁ ଘରରେ ଥିବା ଲୋକ ଡ୍ରାଇଭର ଓ…

ଶଳବଣିଆଁ ଗ୍ରାମରେ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର, ସ୍ୱାମୀ ଗିରଫ

(ରେଢାଖୋଲ/ ଶ୍ରୀୟାସ୍ମିତା ସାମଲ )ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ସାଲେଭଟ୍ଟା ପଞ୍ଚାୟତ ଶାଳବଣିଆଁ ଗ୍ରାମରେ ସ୍ୱାମୀ,ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହରୁ ସ୍ୱାମୀ ଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି Iପୋଲିସ୍ ସୂତ୍ରରୁ ପ୍ରକାଶ୍ ଯେ , ଗତ କାଲି…

6 ଚକିଆ ସାର ବୋଝେଇ ଟ୍ରକକୁ ପିଟିଲା 14 ଚକିଆ ଟ୍ରକ : 4ଟି ଦୋକାନ ଭାଙ୍ଗିରୁଜି ଚୁରମାର

 ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ : କ୍ଷତିପୂରଣ ନ ମିଳିଲେ କଟକ ଚାନ୍ଦବାଲି ରାସ୍ତା ଅବରୋଧ ପାଇଁ ଚେତାବନୀ l    (ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ)କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବଜାର ରେ ଘଟିଛି ଘଟଣା l ଶୁକ୍ରବାର ଦିନ ବିଳମ୍ବିତ ରାତ୍ରରେ ଏକ ସାର ବୋଝେଇ 6 ଚକିଆ ଟ୍ରକ କୁ ପଛରୁ…

ପରଲୋକରେ ପୂର୍ବତନ ସରପଞ୍ଚ ରାଜେଶ୍ୱରୀ ।

ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଳକ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀମାନ ଗୋଲଡି ସିଂ ବରିହା ଙ୍କ ଧର୍ମପତ୍ନୀ ରାଜେଶ୍ୱରୀ ସିଂ ବରିହା ବୟସ ୪୨,ଆଜି ସକାଳେ ଅକାଳ ମୃତ୍ୟୁ ବରଣ ହୋଇଛି ।ଅତିତ ରେ ରାଜେଶ୍ୱରୀ ସିଂ ବରିହା ରାଜବୋଡାସମ୍ବର ବ୍ଳକରେ ଯାଉଥିବା ଜମରତଲା…

କାର ମଧ୍ୟରୁ ୧୨୦ କେଜି ଗଞ୍ଜେଇ ଜବତ କଲା ଅବକାରୀ ଗୁଇନ୍ଦା ବିଭାଗ

ଭଞ୍ଜନଗର: ବୁଧବାର ଭୋର ସକାଳ ସମୟରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଗୋଚ୍ଛାବାଡ଼ି ଗ୍ରାମରୁ ଏକ ହୋଣ୍ଡା ସିଟି କାର ମଧ୍ୟରୁ ୧୨୦ କେନି ଗଞ୍ଜେଇ ଜବତ କରିଛି। ଘଟଣା ପ୍ରକାରେ,ଭଞ୍ଜନଗର ରୁ ହୋଣ୍ଡା ସିଟି କାର ଟି ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ…

ଓଡିଶା ମୋ ପରିବାରର ସହାୟତା: ଘରକୁ ଫେରିଲା ଦୁଇ ବର୍ଷ ଶିଶୁର ମୃତ ଶରୀର

ଭୁବନେଶ୍ୱର : ଅର୍ଥ ଅଭାବରୁ ନିଜ ଘରକୁ ଫେରି ପାରୁନଥିଲା ଦୁଇ ବର୍ଷ ଶିଶୁର ମୃତ ଶରୀର । ବାପା ମା’ ଦୁହିଁଙ୍କର ଅସହାୟତାକୁ ଦେଖି ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ବାସିନ୍ଦା ଗୋପାଳ ଭୁଏଙ୍କର ଦୁଇ ବର୍ଷର ପୁଅ ରୋଷନ ଭୁଏ ଲିଭର ଟ୍ୟୁମର୍ ରୋଗରେ…

ସିମାନ୍ତବର୍ତୀ ଅଞ୍ଚଳରେ ଚାଲିଛି ଜୁଆ ଖେଳ,ପୋଲିସର ପାରିବା ପଣିଆ ଉପରେ ଉଠୁଛି ପ୍ରଶ୍ନ ।

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଞ୍ଚଲରେ ଯୁଆ ଖେଳର ( ଘୁଡଘୁଡୁ ପଟି ) ଏକ ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି । ଏହି ଅଞ୍ଚଳରେ ଛତିଶଗଡ଼ କୁ ଲାଗି ରହିଛି ତେଣୁ ଏହି ଥାନା ଅଞ୍ଚଳରେ ଯୁଆ ଖେଳାଇବା ପାଇଁ ଛତିଶଗଡ଼ ଅଞ୍ଚଲର ଲୋକ ଏଠାକୁ ଆସି ଯୁଆ ଖେଳାଉଛନ୍ତି ଏବଂ…

ଆରପାରିରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ

ଭୁବନେଶ୍ୱର: ନିର୍ଭୀକ ରାଜନେତା, ବିଧାନସଭାରେ ବିରୋଧୀ ଦଳ ଉପନେତା ତଥା ବରିଷ୍ଠ ବିଧାୟକ ଶ୍ରୀ ବିଷ୍ଣୁ ସେଠୀଙ୍କ ଦେହାନ୍ତ ଘଟିଛି | କିଡନୀ ରୋଗରେ ପୀଡ଼ିତ ହେବା ପରେ ସେ  ଗତ ଏକ ମାସ ଧରି ଭୁବନେଶ୍ୱରର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ ଚିକିତ୍ସିତ…

ବାଲୁଗାଁ- ବାଣପୁର ବାଇପାସ ଓଭର ବ୍ରିଜ ଉପରେ ଗାଡି ଦୁର୍ଘଟଣା: ଡ୍ରାଇଭର ଗୁରୁତର !!!

ଚିଲିକା/ଖୋର୍ଦ୍ଧା :- (ସେକ୍ କୌଶର): ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ- ବାଣପୁର ବାଇପାସ ଓଭର ବ୍ରିଜ ଉପରେ ଘଟି ଯାଇଛି ଏକ ସଡ଼କ ଦୁର୍ଘଟଣା । ସୂଚନା ମୁତାବକ ଆଜି ସକାଳେ ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ୪୦୭ ମିନିଟ୍ରକ ବାଲୁଗାଁ- ବାଣପୁର ବାଇପାସ…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 2 ମୃତ

ବରଗଡ :- ଆଜି ସକାଳ ପ୍ରାୟ ସାଢ଼େ ଦଶଟା ସମୟରେ ପାଇକମାଲ ନୂଆପଡା ବିଜୁ ଏକ୍ସପ୍ରେସ ୱେ ରେ ବରତୁଣ୍ଡା ଗ୍ରାମ ନିକଟରେ ଥିବା ସୁରିଙ୍ଗିଦାଦର ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ଲାଠୋର ନିକଟରେ ଥିବା କଂହେଇଛାପର ଗ୍ରାମର ଦୁଇ ଜଣ…