Browsing Category

ଅଘଟଣ

ଭାତ ନରାନ୍ଧିବା ଥିଲା ମାଆର ଅପରାଧ, ବାଡ଼ିରେ ବାଡେଇ ମାରି ଦେଇଥିଲା 

ମାତୃହନ୍ତାକୁ ଆଜୀବନ ସଜା  ପଦ୍ମପୁର(ନୀଳ ଦୀପ) -ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ମଲଦା ଗ୍ରାମରେ ଗତ ୨୦୧୬ ରେ ଏକ ପୁତ୍ର ଦ୍ୱାରା ମାଁ ର ହତ୍ୟା ଭଳି ଘଟି ଥିବା ଏକ ଜଘନ୍ୟ ଅପରାଧ ଘଟଣାର ମଙ୍ଗଳ ବାର ଦିନ ରାୟ ପ୍ରକାଶ ପାଇଛି  । ଏହି ମାମଲାର ଶୁଣାଣୀ କରି ପଦ୍ମପୁର ଅତିରିକ୍ତ…

ଚୋର ସନେ୍ଦହରେ ମାରଣାନ୍ତକ ଆକ୍ରମଣ ମାମଲାରେ ଅଭିଯୁକ୍ତଙ୍କୁ ଜେଲ ଓ ଜୋରିମାନା

  ବାରିପଦା(ଦିଲ୍ଲୀପ ମହାନ୍ତି )- ଚୋର ସନେ୍ଦହରେ ଯୁବକକୁ ମାରଣାନ୍ତକ ଆକ୍ରମଣ ମାମଲାର ବିଚାର କରି ମୟୂରଭଞ୍ଜ ଜିଲ୍ଲା ଓ ଦୌରା ଜଜ୍ ସଞ୍ଜୟ ରଞ୍ଜନ ବହିଦାର ଅଭିଯୁକ୍ତ କୁଳିଅଣା ଥାନା ରଙ୍ଗିଆମ ଗ୍ରାମର ବଡ କୁନା ଦାସଙ୍କ ପୁଅ ବାବୁଲା ଦାସ(୪୫),  ବାବୁଲା ଦାସଙ୍କ ପୁଅ ରାଜୁ ଦାସ(୨୫), ମାନିକ…

ମାନସିକ ରହିଗଲା ଅଧା : ପାଣି ଢ଼ାଳିବା ଆଗରୁ …….

  ରାଉରକେଲା/ସୁଶାନ୍ତ ବେହେରା : ରାଉରକେଲା ର ପାନପୋଷ ବ୍ରାହ୍ମଣୀ ପୋଲ ଉପରେ  ଟ୍ରେନ୍ ଧକ୍କାରେ ୪ଜଣ କାଉଡିଆଙ୍କର ମୃତ୍ୟୁ ଘଟିଛି । ବୋଲବମ୍ ଯାତ୍ରା ସେମାନଙ୍କ ପାଇଁ ଶେଷ ଯାତ୍ରା ହୋଇଛି  । ମୃତକମାନେ ଛତିଶଗଡ ଭିଲାଇ ଅଂଚଳର ବୋଲି ଜଣାପଡିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ…

ମାଗିଥିଲା ସିନ୍ଦୁର, ହେଲେ ମିଳିଲା ଧୋକା

ଭଦ୍ରକ :  ସେ ଯାହା ହେଉ, ନୀତି ହେଉ କି ଅନୀତି, ରାସ୍ତା ଭୁଲ କି ଠିକ, ପ୍ରେମ କରିଛି ଯେତେବେଳେ ତା ଅନ୍ଧ ଆଖିକୁ ତାର ସବୁ ଭୁଲ ଗୁଡିକ ଠିକ ଲାଗିବ | ଆଉ ଲାଗିଥିଲା ବି | ତେଣୁ ନିଜ ପ୍ରେମିକକୁ ସବୁଦିନ ପାଇଁ ନିଜର କରିବା ପାଇଁ ତାର ଜିଦ ଯେ ଦୁନିଆ ଠାରୁ ତାକୁ ପରା କରିଦେବା, ସିନ୍ଦୁର ତା…

ତେଲ୍ ଟ୍ୟାଙ୍କର-ସ୍କୁଟି ମୁହାଁମୁହିଁ , ଜଣେ ମୃତ ,ଜଣେ ଗୁରୁତର

କନ୍ଧମାଳ,(ଗଗନ କୁମାର ପ୍ରଧାନ)  ରବିବାର  ସଂନ୍ଧ୍ୟା ପ୍ରାୟ ୮ଟା ସମୟରେ କନ୍ଧମାଳ ଜିଲ୍ଲା ରାଇକିଆ ନିକଟରେ ଥିବା ମକାବାଲି ଛକ ନିକଟରେ ଏକ ପେଟୋ୍ରଲ ଟ୍ୟାଙ୍କର ସହ ଗୋଟିଏ ସ୍କୁଟିର ଧକ୍କା ହେବା ଫଳରେ ଜଣକର ମୃତୁୃ୍ୟ ଘଟଣା ସ୍ଥଳରେ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ…

ଭିନ୍ନ ଭିନ୍ନ ଦୂର୍ଘଟଣାରେ ଜଣେ ମୃତ୍ୟୁ ତିନି ଆହତ 

ବାରିପଦା :  ମୟୁରଭଞ ଜିଲା କୁଳିଅଣା ଥାନା ଅନ୍ତର୍ଗତ କାଠସିସି ଠାରେ ଏକ ଟ୍ରଲର(ଏନ ଏଲ ୦୧ ଜି ୭୯୬୯) ଏବଂ ବାଇକ(ଓଆର୧୧ଏ ୮୧୦୨) ମଧ୍ୟରେ ଧକକା ହେବା ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତ୍ତର ଆହାତ ହୋଇଛନ୍ତି । ମୃତକ ଜଣକ ହେଲେ ବାଙ୍ଗିରିପୋଷି ଥାନା…

ବ୍ରାଉନ୍‌ସୁଗାର ବିକ୍ରି ଅଭିଯୋଗରେ ୨ ଜଣଙ୍କୁ ଧରିଲା ପୋଲିସ

  ନୟାଗଡ଼ରୁ ବିଶ୍ୱଜିତ ନାୟକ  : ନୟାଗଡ଼ ଟାଉନ୍‌ ଥାନା ଅଧୀନ ପୂରୁଣା ସହର ନିକଟସ୍ଥ ସାଗର ପୋଖରୀ ନିକଟରୁ ବ୍ରାଉନ୍‌ସୁଗାର ବିକ୍ରି ଅଭିଯୋଗରେ ୨ ଜଣଙ୍କୁ ପୋଲିସ ଅଟକ ରଖିଛି। ସେମାନେ ହେଲେ ଘଡୁଆଳ ଗ୍ରାମର ସାହିଲ କୁମାର ସାହୁ ଓ ରତନପୁର ଗ୍ରାମର ରଞ୍ଜିତ କୁମାର ସାହୁ। ସେମାନଙ୍କ ନିକଟରୁ…

ଏନ୍ଏଚ୍ ୫୭ ରେ ମର୍ମନ୍ତୁଦ ଦୁର୍ଘଟଣା :  ଶୈବ ପୀଠକୁ ଯାତ୍ରା ପୁର୍ବରୁ ଚାଳକ ପାଲଟିଲେ ଶବ

 ୨ ଗୁରୁତର ଙ୍କ ସମେତ ୫ କାଉଡିଆ ଆହତ ବୌଦ୍ଧ(ସିମୁନ୍ ନାଏକ ; ଶ୍ରାବଣ ମାସର ପବିତ୍ର ସୋମବାର ଦିନ ଶୈବପୀଠରେ ଜଳାଭିଷେକ କରିବା ପାଇଁ ଗାଡି ଯୋଗେ ନୟାଗଡ ଜିଲ୍ଲା ଇଟାମାଟି ଅଂଚଳରୁ ଏକ କାଉଡିଆ ଦଳଙ୍କୁ ନେଇ ପ୍ରଶିଦ୍ଧ ହରିଶଙ୍କର ମନ୍ଦିର ଅଭିମୁଖେ ଏକ କୃଇଜର ଗାଡି ଯୋଗେ ଯାଉଥିବା ବେଳେ…

ଛିଃ ଛିଃ ଇଏ କି ମାନସିକତା : କନ୍ୟା କଣ ଅଲୋଡା !!!

୫୭ନଂ ଏନ୍ଏଚ୍ ପୋଲ ତଳୁ ମିଳିଲା ମୃତ କନ୍ୟା ଭୃଣ ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ନିର୍ଦ୍ଧିଷ୍ଟ କେତେକ ନିଛାଟିଆ ସ୍ଥାନ ଗୁଡିକରେ କିଛି ମାସ ବ୍ୟବଧାନରେ କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ନବଜାତ ଶିଶୁ ର  ମୃତ ଦେହ ମିଳିବା ଘଟଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା…