Browsing Category

ଅଘଟଣ

 ଏସପିଙ୍କର ବିରୋଧରେ ଡ଼ିଆଇଜିଙ୍କୁ ଅଭିଯୋଗ କଲେ ସାମ୍ବାଦିକ 

 ବରଗଡ/ଗୌରାଙ୍ଗ ଚରଣ ଦାଶ  :- ଗତ କିଛିଦିନ ତଳେ ବରଗଡ ରେ 3ଜଣ ପୁଲିସ କର୍ମଚାରୀ ମାନଙ୍କର ଦ୍ୱାରା ପାଇକମାଲ ଜଣେ ବେଗ ବ୍ୟବସାୟୀ ଙ୍କର ଠାରୁ ସାଢେ ଚାରି ଲକ୍ଷ ଟଙ୍କାର ଲୁଟ ଘଟଣା ସମଗ୍ର ଓଡିଶା ରେ ଚାଂଚଲ୍ୟ ଖେଳାଇ ଥିବା ସହିତ ବରଗଡ ପୋଲିସ ରେ ଖାକି ରେ ପୁଣି ଏକ କଳା ମେଡାଲ ଖଞ୍ଜି ଦେଇଛି।…

ଟାଟା କମ୍ପlନି ଅଧୀନରେ ଠିକା ସଂଥା  ଅଟୱାଲର ଜଣେ କର୍ମଚାରୀ ମୃତ 

ଯାଜପୁର ସୁବାଷ ନାୟକଙ୍କ ସହିତ କାଳିଆ  ପାଣିରୁ  ଦୟାନିଧି ମହାନ୍ତ: .ଆଜି ଅପରାହ୍ନ 4ଘଟିକା ସମୟରେ ସୁକିନ୍ଦା ଖଣିଅଂଚଳର ଥିବା ଟାଟା କମ୍ପlନି ଅଧୀନରେ ଠିକା ସଂଥା  ଅଟୱାଲର ଜଣେ କର୍ମଚାରୀ ରବୀନ୍ଦ୍ର  କୁମାର ରାଉତ ଘର ଯାଜପୁର ଟାଉନ ଅଂଚଳର  ସେ ଉକ୍ତ କମ୍ପiନୀ ର ଇଂଜିନି ମେକାନିକ ଭାବେ…

ଭେଣ୍ଡି ଗଛରେ ଝୁଲି ଜୀବନ ଦେଲା : ଆତ୍ମହତ୍ୟା ନ ହତ୍ୟା |

ଡୁବୁରୀ (ସନାତନ ମହାନ୍ତ) :  ବୁଧବାର ସକାଳୁ ସକାଳୁ କଳିଙ୍ଗନଗର ପୋଲିସ୍ ଦାନଗଦୀ ବ୍ଲକ୍ ନଡିଆଭଙ୍ଗା ଗ୍ରା:ପ ଧମଣାଗାଡିଆ(ଝେମଟାହୁଡି)ର ଭାଲୁହୁଡିରୁ ଏକ ଯୁବକର ମୃତ ଦେହ ଉଦ୍ଧାର କରିଛି । ମୃତ ଯୁବକ ଘର ସୁକିନ୍ଦା ଥାନା ଅନ୍ତର୍ଗତ ପାଟପୁର ଗ୍ରାମର ଉଦୟଭାନୁ ମହାନ୍ତଙ୍କ ସାନପୁଅ ପିତାମ୍ବର…

ମୁଖ୍ୟମନ୍ତ୍ରୀ ମହୋଦୟ :  ମା’କୁ ସମ୍ମାନର ମାନେ କଣ ଏଇଆ 

ବିଜେଡି  ଜିଲ୍ଲା ସାଧାରଣ ସମ୍ପାଦକ ଦ୍ୱାରା ମହିଳା ନିର୍ଯ୍ୟାତିତା ଅଭିଯୋଗ  ଥାନାରେ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ, ନ୍ୟାୟ ପାଇଁ ଏସପିଙ୍କ ପାଖରେ ଗୁହାରି  ବାରିପଦା(ଦିଲ୍ଲୀପ ମହାନ୍ତି )- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମା’କୁ ସମ୍ମାନ ନାରା ପ୍ରହସନରେ ପରିଣତ ହୋଇଛି ।…

ଫେସବୁକ ପୋଷ୍ଟକୁ ନେଇ ଉତ୍ତେଜନା

ବଡ଼ବିଲ /shasak prashasak:  ପବିତ୍ର ରକ୍ଷାବନ୍ଧନ ଉପରେ ଏକ ଅଶ୍ଳୀଳ ଫେସବୁକ ପୋଷ୍ଟକୁ ନେଇ କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଉତ୍ତେଜନା ଦେଖାଯାଇଛି। ଘଟଣାରୁ ପ୍ରକାଶ ଯେ ବଡ଼ବିଲ ଅଞ୍ଚଳର ଜନୈକ ଯୁବକ ମିରାଜ ଖାନ ହୁସେନୀ ରକ୍ଷାବନ୍ଧନ ଦିନ ଫେସବୁକରେ ଏକ ଅଶ୍ଳୀଳ  ପୋଷ୍ଟ କରିଥିଲା। ଯାହାକୁ…

କାମାନ୍ଧତା : ସମ୍ପର୍କୀୟ ଭାଉଜଙ୍କୁ  ଦୁଷ୍କର୍ମ ଉଦ୍ୟମ, ବିରୋଧ କରିବାରୁ ସ୍ୱାମୀଙ୍କୁ ହତ୍ୟା

ଫେରାର ଅଭିଯୁକ୍ତକୁ ଧରିବାକୁ ଏସ୍ପିଙ୍କ ହସ୍ତକ୍ଷେପ ଲୋଡିଲେ ପରିବାର ଓ ଲୋକେ  ସୁନ୍ଦରଗଡ଼/ ହୋରଚାନ୍ଦ ଦେହୁରୀଆ  : କି ପ୍ରକାର କାମାନ୍ଧତା କେଜାଣି, ଜଣେ ୫୨ ବର୍ଷ ସମ୍ପର୍କୀୟ ଭାଉଜଙ୍କୁ କୁକର୍ମ କରିବା ପାଇଁ ଜଣେ ୪୫ ବର୍ଷ ବୟସ୍କ କାମାନ୍ଧ ବ୍ୟକ୍ତି ବିଫଳ  ହେବା ତଥା ଏହାର ପ୍ରତିବାଦ…

ଭୁସୁଡ଼ିଲା ବହୁପୁରାତନ ପାଣି ଟାଙ୍କି  

ରାଉରକେଲା/ ସୁଶାନ୍ତ ବେହେରା :ସିଭିଲ  ଟାଉନସିପ ୱେସ୍କୋ କାର୍ଯ୍ୟାଳୟ ନିକଟରେ ଥିବା 2 ଲକ୍ଷ ଗେଲେନ ପିଏଚଡି ବହୁପୁରାତନ ପାଣି ଟାଙ୍କି ହଠାତ  ଭୁଶୁଡି ପଡିବାରୁ ପାଖରେ ଥିବା ୱେସ୍କୋ କାର୍ଯ୍ୟଳୟ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ଥ ହୋଇଛି। ଘଟଣା ସ୍ଥଳରେ ଥିବା ରାସ୍ତା କଡରେ ଠେଲା ଲାଗେଇଥିବା…

ବାପା ପୁଅ ଠେଙ୍ଗା ଧରି ମୁହାଁମୁହିଁ :ପୁଅର ଠେଙ୍ଗା ମାଡ଼ରେ ବାପା ମୃତ 

ଯାଜପୁର/ଜୟଶଙ୍କର ଦାଶ  : ବାପା ଯାଜପୁର: ଯାଜପୁର ଜିଲ୍ଲା  ପାଲଟପୁର ଗ୍ରାମ ପଞ୍ଚାୟତର କମାର ସାହି ଗାଁରେ ଘଟିଯାଇଛି  ଏକ ଅଭାବନୀୟ ଘଟଣା। ଏକ ବିବାଦୀୟ ଜମିକୁ ନଇ ବାପପୁଅଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଆଜି ସକାଳେ ଉଗ୍ର ରୂପ ନେଇଛି। ଉଭୟ ବାପ ପୁଅ ଏହି ଜମିକୁ ନେଇ ପରସ୍ପରକୁ…

ଆରଏସପି ଦ୍ଵାରା ବିଭିନ୍ନ ବିଭାଗ ଓ କର୍ମଚାରୀଙ୍କୁ ସୃଜନୀ ପୁରସ୍କାର ପ୍ରଦାନ 

ରାଉରକେଲା / ସୁଶାନ୍ତ ବେହେରା :ସିଭିକ ସେଣ୍ଟରଠାରେ ଅଗଷ୍ଟ ୧୬ ତାରିଖରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର ପୁରସ୍କାର ବିତରଣ ଉତ୍ସବରେ କାରଖାନାର ବିଭିନ୍ନ ବିଭାଗ ଓ କର୍ମଚାରୀଙ୍କୁ ସୃଜନୀ ପୁରସ୍କାର ଯୋଜନା ଅଧୀନରେ ଉତ୍କର୍ଷତା ହାସଲ ନିମନ୍ତେ ପୁରସ୍କାର ପ୍ରଦାନ କରାଯାଇଥିଲା। ଉକ୍ତ ଉତ୍ସବରେ…

ବାରିପଦା ଟାଉନ ଥାନା ଅଧିକାରୀ  : ଟିଭିରେ ମୁହଁ ଦେଖାଇଦେଲେ କାମ ଶେଷ 

  ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକ ଏକ ହତ୍ୟା ମାମଲାକୁ ନେଇ ଥାନେରେ ଏକ ଖବରଦାତା ସମ୍ମିଳନୀ ଡ଼କାଇଥିଲେ । ଏଥି ନିମନ୍ତେ ସମସ୍ତ ବୈଦ୍ୟୁତିକ  ଗଣମାଧ୍ୟମକୁ ଡ଼କାଯାଇଥିବା ବେଳେ ବାଛିବାଛି ନିଜ ପସନ୍ଦର  କିଛି  କେତେକ ଛପା ଗଣମାଧ୍ୟମର…