Browsing Category

ଅଘଟଣ

କାନ୍ସବହାଲସ୍ଥିତ ଆଇପିଏମରେ ଛାତ୍ର ଉତ୍ତେଜନା : ନିର୍ଦ୍ଦେଶକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି 

ସୁନ୍ଦରଗଡ଼/ ହୋରଚାନ୍ଦ ଦେହୁରୀଆ :  କାନ୍ସବହାଲସ୍ଥିତ ଆଇପିଏମ(ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ପ୍ରଡକ୍ସନ ମ୍ୟାନେଜମେଣ୍ଟ )ରାଜଗାଙ୍ଗପୁର  ନିର୍ଦ୍ଦେଶକ  ନିରଞ୍ଜନ ନାୟକ ଛାତ୍ରଛାତ୍ରୀ ମାନଙୁ ଅଶାଳୀନ ବ୍ୟବହାର କରିବା ସହ ସ୍ଥାନୀୟ ଶାସକଦଳ ରାଜନେତାଙ୍କୁ ଧରି ସେମାନଙ୍କୁ ଧମକ ଚମକ ଦେଉଥିବା…

ପୁଣି ଲଜ୍ଜ୍ୟା : ବଡ଼ବିଲରେ ଯୁବତୀଙ୍କୁ ଏକୁଟିଆ ଦେଖି କଲେ ଦୁଷ୍କର୍ମ , ଦୁଇଜଣ ଗିରଫ

ବଡ଼ବିଲ : ବଡ଼ବିଲରେ ପୁଣି ଲଜ୍ଜା। ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ବଡ଼ବିଲ ଚଟେଇ ହଟିଂ ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା। ଏ ନେଇ ଗତକାଲି ରାତିରେ ବଡ଼ବିଲ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପରତା ପ୍ରକାଶ କରି ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ…

ପୋଲିସ ଧରିଛି ଜଣଙ୍କୁ, ହେଲେ ଏକାଧିକ ଲୋକ ସମ୍ପୃକ୍ତି ଆଶଙ୍କା 

ଗୁଲମି ସାତବହିନୀ ନିକଟସ୍ଥ ପୋଲ ତଲୁ ଯୁବକଙ୍କ ଶବ ଉଦ୍ଧାର ପୁର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟା, ଅଭିଯୁକ୍ତଙ୍କ ଆତ୍ମସମର୍ପଣ      ଟିଟିଲାଗଡ/Sunil Behara :  ଆଜି ଟିଟିଲାଗଡ଼ ଠାରୁ ପ୍ରାୟ ୧୧ କି.ମି. ଦୁର ସାତବହିନୀ ଗ୍ରାମ ନିକଟସ୍ଥ ଏକ ବ୍ରିଜ ତଲୁ ଜଣେ ଯୁବକଙ୍କ ଶବ ଉଦ୍ଧାର…

ଭାଇ ସାଜିଲା ଭଗାରୀ : ବୃଦ୍ଧ ଦମ୍ପତିଙ୍କୁ ମାରିଦେଲା 

ବାରିପଦା(ଦିଲ୍ଲୀପ ମହାନ୍ତି)  – ମୟୁରଭଞ ଜିଲା ବାରିପଦା ସଦର ଥାନା ଅନ୍ତର୍ଗତ ରଜାବସା ଗ୍ରାମ ପଞ୍ଚାୟତର କୁକୁଡାଯୋଡି ଗ୍ରାମରେ ଗତ କାଲି ରାତ୍ରୀରେ ବୃଦ୍ଧ ଦମ୍ପତିଙ୍କୁ ଅତି ବିଭତ୍ସ  ଭାବେ ଏହି ଦୁବୃତ୍ତ ହତ୍ୟା କରିଅଛି । ଆଜି ସକାଳୁ ଖବର ପାଇ ପୋଲିସ ଦୁଇ ଜଣଙ୍କର ରକ୍ତ ଜୁଡୁବୁଡୁ ମୃତ…

ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ: ୪ ଆହତ 

ଜି ଉଦୟଗିରି : କନ୍ଧମାଳ କିଲ୍ଲାରେ ଜି ଉଦୟଗିରି  ପଣସ ବଙ୍କିଆ ଠାରେ ଏକ ଇଟା ବୋଝେଇ  ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି | ଏହି ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି | ଆହତ ମାନଙ୍କୁ ଚିକିତ୍ସାପାଇଁ ଡାକ୍ତରଖାନାରେ ଭର୍ତି କରାଯାଇଛି | 

ରାୟଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି

ରାୟଗଡରୁ ସରୋଜ କୁମାର ସାହୁ:  ଏବେ ରାଜ୍ୟରେ ଚାଲିଛି ନିର୍ବାଚନ ହାୱା | ସମସ୍ତଙ୍କର ଟାର୍ଗେଟ ରେ କଲେଜ କ୍ୟାମ୍ପସ । ଆସନ୍ତା ଅକ୍ଟୋବରରେ ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନ। ଏହି ମର୍ମରେ ରାୟଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଦେଖାଦେଇଛି ଛାତ୍ର ଅଶାନ୍ତି । ଗତ ସପ୍ତାହରେ…

ଏ  ଜିପିଟିଏ କେଡେ ମାଡୁଆ ଭାବିଲେ ସତେ , ଗୁହାଳରୁ ବି ଖାଇଯାଉଛନ୍ତି !!! 

ଗଞ୍ଜାମ/ଶାସକ ପ୍ରଶାସକ - ଗୁହାଳ କରାଇଦେବା ପାଇଁ ଆଜି ଜଣେ ହିତାଧିକାରୀଙ୍କ ଠାରୁ ୨୫୦୦ ଟଙ୍କା ଲାଂଚ ନେଉଥିବା ବେଳେ ସୋରଡ଼ା ଜିପିଟିଏ ଅନିଲ କୁମାର ବେହେରା  ବ୍ରହ୍ମପୁର ଭିଜିଲାନ୍ସ ଅଧିକାରୀମାନଙ୍କ ହାତରେ ଧରାପଡିଛନ୍ତି  ।   ବଡଗଡ ଥାନା ଅନ୍ତର୍ଗତ ନୂଆଗାଁର କାହ୍ନୁଚରଣ ପାଣିଗ୍ରାହୀଙ୍କ…

 କାମ କରୁଥିଲେ ନା… ଯୁବତୀ ବଦଳାଇ ପ୍ରେମ କରୁଥିଲେ !!!

ସତରେ ଭାରି ରଂଗୀଲା ନାଗର   ଏଇ ଜେଲର ପ୍ରବର: ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ଵିତୀୟ....ଏବେ ତୃତୀୟ  ବଡ଼ବିଲ /ଚିତ୍ତ ରଞ୍ଜନ କର :ଦିନ ଯେତେ ଗଡୁଛି, ଅଭିଯୋଗ ସେତିକି ବଢୁଛି | ପଦାକୁ ଆସୁଛି ରସିକିଆ ଜେଲରଙ୍କ ରଂଗୀଲା କାରନାମା | ଭଦ୍ରକ ଥାନାରେ ଜଣେ ଯୁବତୀ ଗ୍ଲେଜ଼ୀଆ ନିଜକୁ ସମ୍ପୃକ୍ତ…

ଘୁ ଉଦୟଗିରି ତହସିଲ ବରିଷ୍ଠ କିରାଣୀଙ୍କ ଅଫିସ ଓ ଘରେ ଭିଜିଲାନସ ଚଢ଼ାଉ  

ଘୁ ଉଦୟଗିରି/କନ୍ଧମାଳ (ଗଗନ  କୁମାର  ପ୍ରଧାନ ) : ଘୁ ଉଦୟଗିରି ତହସିଲ  ଅଫିସର ବରିଷ୍ଠ କିରାଣୀ ସୁଶୀଲ କୁମାର ସେନାପତିଙ୍କ  କାର୍ଯ୍ୟାଳୟରେ  ଭିଜିଲାନ୍ସ ଚଢ଼ାଉ ହୋଇଛି  | ଏଜ ସାଙ୍ଗରେ ତିନୋଟି ସ୍ଥାନରେ ଏହି ଚଢ଼ାଉ ହୋଇଥିବା ଜଣ ପଡିଛି | ତାଙ୍କ ଫୁଲବାଣୀ ସ୍ଥିତ   ପୈତୃକ ବାସଭବନ , ତାଂକ…

ତ୍ରିପାକ୍ଷିକ ଆଲୋଚନାରୁ ମିଳିଲାନି ଫଳ:ଦାବି ପୁରଣ ପର୍ଯ୍ୟନ୍ତ  ଆନ୍ଦୋଳନ ଜାରି ରଖିବ ରାଜ୍ୟ ପରିବହନ ନିଗମ କର୍ମଚାରୀ…

ପଦ୍ମପୁର/ ନୀଳ ଦୀପ -ବୁଧବାର  ୪ଘଣ୍ଟା ସମୟରେ ଓଡ଼ିଶା ରାଜ୍ୟ ପରିବହନ ନିଗମ ପଦ୍ମପୁର ବସଷ୍ଟାଣ୍ଡ ପରିସରରେ ସ୍ଥାନୀୟ ଓଡ଼ିଶା ରାଜ୍ୟ ପରିବହନ ନିଗମ କର୍ମଚାରୀ ସଙ୍ଘ ଆନ୍ଦୋଳନ ପରିପେକ୍ଷୀରେ ଏକ ତ୍ରୀପାକ୍ଷିକ ବୈଠକ ହୋଇଥିଲା । ଉକ୍ତ ବୈଠକରେ ପ୍ରଶାସନିକ ତରଫରୁ ଡି.ଏମ ସମ୍ବଲପୁର ରାଜେନ୍ଦ୍ର…