Browsing Category

ଅଘଟଣ

 ଗଞ୍ଜେଇ ଚାଲାଣ, ଜଣେ ଗିରଫ

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ : ଶୁକ୍ରବାର ସନ୍ଧ୍ୟା ରେ ରେଢ଼ାଖୋଲ ପୋଲିସ ଗାଡ଼ି ଯାଞ୍ଚ କରୁଥିବା ବେଳେ କେଳାକଟା ଗ୍ରାମ ନିକଟ ତାରିଣୀ ମନ୍ଦିର ନିକଟରେ ସିଜି13ଜେ5355 ନମ୍ବର ବାଇକ୍ ସହ 8 କେଜି ଗଞ୍ଜେଇ ଜବତ କରିଛନ୍ତି l ପୋଲିସ ସୁତ୍ର ରୁ ପ୍ରକାଶ ଯେ ଫୁଲବାଣୀ ରୁ ଛତିଶଗଡ଼କୁ ଗଞ୍ଜେଇ…

ନିଖୋଜ ଛାତ୍ର ପାଇଁ ଗୋଷ୍ଠୀ କନ୍ଦଳ

ପଦ୍ମପୁର,(ନୀଳ ଦୀପ)- ପଦ୍ମପୁର ଥାନା ଅନ୍ତର୍ଗତ ପୁରେନା ପଂଚାୟତ  ମୁର୍ହାପାଲି ଗ୍ରାମର ଜଣେ ନବମ ଶ୍ରେଣୀର ଛାତ୍ର ନିଖୋଜ ଘଟଣାକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ ଘଟି ଉଭୟ ଗୋଷ୍ଠୀ ପଦ୍ମପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି  । ମିଲିଥିବା ସୁଚନା ଅନୁଯାୟୀ, ମୁର୍ହାପାଲି ଗ୍ରାମର…

ବଡ଼ବିଲ :ଆନ୍ତ୍ରରାଜ୍ୟ ଲୁହା ପିଲେଟ ଚୋରଙ୍କୁ ଧରିଲା ପୋଲିସ

୪୦ ଟନ ପିଲେଟ ବୋଝେଇ ୧୨ ଚକିଆ ଟ୍ରକ ଓ ବଲେରୋ ଜବତ ବଡ଼ବିଲ : ବଡ଼ବିଲରେ ଆଇରନ ଓର ପିଲେଟ ଚୋର ଦଳକୁ ଧରିବାରେ ସଫଳ ହୋଇଛି ସ୍ଥାନୀୟ ପୋଲିସ। ଆଜି ଭଦ୍ରାସାହି ନିକଟରୁ  ଭୋର ସମୟରେ ଚୋରା ଚାଲାଣ ହେଉଥିବା ୪୦ ଟନ ଆଇରନ ଓର ବୋଝେଇ ବାରଚକିଆ ଟ୍ରକ ନଂ ଜେ ଏଚ ୦୨ଏକେ ୪୩୮୦କୁ ପୋଲିସ ଜବତ…

କଳାକାର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶୋକସଭା

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାସହର ବିଶିଷ୍ଟ କଳାକାର ତଥା ବାଦ୍ୟଯନ୍ତ୍ର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ସ୍ଥାନୀୟ କରଣ ସାହି ସ୍ଥିତ ବିଜୟ ବ୍ୟାୟାମଶାଳା ପରିସରରେ ଶୋକସଭା ଆୟୋଜିତ ହୋଇଯାଇଛି । ସ୍ୱର୍ଗତ ପ୍ରଧାନ ପାରଳାଖେମୁଣ୍ଡିର ସମସ୍ତ ସଙ୍ଗୀତ ଅନୁଷ୍ଠାନରେ ନିଜର…

ଅତିଥି ଦେଵୋ ଭବ ନ ଛେନାଗୁଡ଼…..ଛି ଛି…ଏଗୁଡ଼ାଙ୍କୁ ଟିକେ ଲାଜ ନାହିଁ !

   ପର୍ଯ୍ୟଟକମାନଙ୍କୁ ଆକ୍ରମଣ : ବାରିପଦାବାସୀଙ୍କ ଭାଇଚାରାର ଗାରିମାରେ ଆଞ୍ଚ ଆଣିଲା ବାରିପଦା(ଦିଲ୍ଲୀପ ମହାନ୍ତି )-  ଆଜି ବାରିପଦାବାସୀଙ୍କ ଭାଇଚାରାର ଗାରିମାରେ ଆଞ୍ଚ ପହଁଞ୍ଚାଇଛନ୍ତି କେତେକ ଯୁବକ । ଅତିଥି ଭଗବାନ ସଦୃଶ ହୋଇଥିବା ବେଳେ ଜିଲ୍ଲାର ଶାମାଖୁଣ୍ଟା ବ୍ଲକସ୍ଥିତ ସୀତାକୁଣ୍ଡ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ରେଢ଼ାଖୋଲରୁ ଯଶୋବନ୍ତ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ବଡ଼ବାହାଳ ପଞ୍ଚାୟତ ବଡକୁଡା ଗ୍ରାମରେ 2 ଯୁବକ ଓ ଗ୍ରାମର ମହିଳା ସଂଗଠନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା | ଏହି ଘଟଣାରେ ଥାନାରେ ସାଖି ଦେବ ଘଟଣାରେ ଜଣେ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ ହୋଇଛି | ଗୁରୁତର ଆହତ ହୋଇଥିବା ଯୁବକ…

ବଜ୍ରାଘାତ:2  ଗୁରୁତର

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ :  ରେଢ଼ାଖୋଲ ଥାନା ଖେତ୍ରପୁର ଗ୍ରାମରେ ମଙ୍ଗଳବାର ସଂନ୍ଧ୍ୟା ରେ ବଜ୍ରାଘାତ ହେବାରୁ 2 ମହିଳା ଗୁରୁତର ଅାହତ ହୋଇଛନ୍ତି | ଆହତମାନେ ହେଲେ ରଜନୀ ଲାକାଡା(38),ତେରେସା ଲାକାଡା(65)| ଆହତ ଦୁୟ ଗାଁ ନିକଟରେ ଗାଇ ଚରାଇ ଘରକୁ ଫେରୁଥିବା ବେଳେ ବଜ୍ରାଘାତ ଘଟି…

ଆହେ ସାର….ସତ କହିଲେ, ପାଠ ପଢ଼ାଉଥିଲେ  ନ| ଆଉ କଣ କରୁଥିଲେ ?

 ଆଶ୍ରମ ସ୍କୁଲରେ କୋଟିପତି ପ୍ରଧାନ ଶିକ୍ଷକଙ୍କ ବାସଭବନ ଉପରେ ଭିଜିଲାନ୍ସ ଚଢ଼ାଉ  ବାରିପଦା(ଦିଲ୍ଲୀପ ମହାନ୍ତି )- ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଞ୍ଜ ଜିଲ୍ଲା ବେତନଟୀ ବ୍ଲକ ବଗୁଲି ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାହୁଙ୍କ ସ୍କୁଲ କାର୍ଯ୍ୟାଳୟ ସହିତ ସାରସକଣା…

 ଫେରାର ଅଭିଯୁକ୍ତ ଗିରଫ

ରେଢ଼ାଖୋଲରୁ ଯଶୋବନ୍ତ ସାହୁ : ଚାରମାଳ ପୋଲିସ ଚୋରା ଚାଲାଣ ପାଇଁ ଚାରମାଳ ରେଳଷ୍ଟେଶନ ନିକଟରେ ଗଛିତ ଥିବା 41 ବଣ୍ଡଲ କେନ୍ଦୁପତ୍ର ଗତ 13 ତାରିଖରେ ଜବତ କରାଯାଇଥିଲା ଲ ହେଲେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଏହି ଥାନା ଅନ୍ତର୍ଗତ ଗିରିଧିଖମଣ ଗ୍ରାମର କାମଦେବ ବେହେରା (41)  ଙ୍କୁ ପୋଲିସ…