Browsing Category

ଅଘଟଣ

ଭାଗିରଥି ଛକରେ ଦୁର୍ଘଟଣା : ଛାତ୍ରୀ ଆହତ 

ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଭାଗିରଥି ଛକରେ ଦୁର୍ଘଟଣା ଘଟି ଜଣେ ଛାତ୍ରୀ ଆହତ ହୋଇଛନ୍ତି  । ସଂସ୍କୃତ କଲେଜ ଛାତ୍ରୀଙ୍କୁ ଧକ୍କାଦେଲା ପୋଲିସ ଭ୍ୟାନ। ଆହତ ଛାତ୍ରୀ ଜଣଙ୍କ ନାମ ରିଙ୍କି ମଣିରାହ | ରିଙ୍କି ସାଗର ପଡାରୁ ସଂସ୍କୃତ କଲେଜ  ଆଡକୁ ଯାଉଥିବା ବେଳେ ତାଙ୍କୁ ପୋଲିସ…

ମୋବାଇଲରେ କଥା ହେଉଥିଲେ, ଘଟିଗଲା ଅଘଟଣ 

ବାରିପଦା(ଅରବିନ୍ଦ ଦାସ)- ବର୍ତ୍ତମାନର ଅତ୍ୟାଧୁନିକ ଯୁଗରେ ଆବାଳ-ବୃଦ୍ଧ-ବନୀତା ସମସ୍ତଙ୍କ ନିକଟରେ ମୋବାଇଲ ଫୋନ ଅପରିହାର୍ଯ୍ୟ ଅଙ୍ଗ ହୋଇପଡ଼ିଥିବା ସମୟରେ ଏହା ମଧ୍ୟ ସ୍ଥଳ ବିଶେଷରେ ଜୀବନ ହାନୀର କାରଣ ପାଲଟୁଛି । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା…

ଆଇଓସିଏଲର କାର୍ଯ୍ୟରତ ପ୍ରଭା କଣ୍ଟିନିଓସ୍ ୟୁଟିଲିଟି ସର୍ଭିସ୍ କମ୍ପାନୀକୁ ଧମକ ;  ଚାରିଜଣ କର୍ମଚାରୀଙ୍କୁ ଅଟକ ରଖି…

ପାରାଦୀପ   ଆଜି ସ୍ଥାନୀୟ ଇଫ୍କୋଛକର ଏକ ହୋଟଲରେ ଆଇଓସିଏଲ୍ ରିଫାଇନାରୀ ଅଧିନରେ କାର୍ଯ୍ୟ କରୁଥିବା ପ୍ରଭା କଣ୍ଟିନିଓସ୍ ୟୁଟିଲିଟି ସର୍ଭିସ୍ ତରଫରୁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ  ହୋଇଯାଇଛି । କମ୍ପାନୀର ମ୍ୟାନେଜର ଦେବାଶିଷ ଖଟୁଆ ଙ୍କ କହିବା ଅନୁସାଂରେ ଦୀର୍ଘ ଦୁଇ ମାସ ହେବ ଏକ…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଆନନ୍ଦପୁର (ମକରଧ୍ବଜ ଜେନା) :  ଭିଜିଲାନ୍ସ ଜାଲରେ ଫସିଛନ୍ତି ସହକାରୀ ଯନ୍ତ୍ରୀ |  ବୈତରଣୀ ବ୍ୟାରେଜ୍ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଆନନ୍ଦପୁରଙ୍କ  କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ନନ୍ଦ କିଶୋର ସାହୁଙ୍କ ସରକାରୀ କାର୍ଯ୍ୟାଳୟ, ସରକାରୀ କ୍ୱାଟର ଓ ନିଜ ପୈତୃକ ବାସଭବନରେ ଭିଜିଲାନ୍ସ ଚଢ଼ାଉ…

ସାଲାଇନ ଦେଉଛନ୍ତି ଏକସପାଏରି, ଧରା ପଡିଲେ ଡାକ୍ତରଙ୍କ ଦାଦାଗିରି 

 ହସପିଟାଲରେ ଖବର ସଂଗ୍ରହ କଲାବେଳେ ଡାକ୍ତର ଙ୍କ ଆକ୍ରମଣର ଶୀକାର  ହେଲେ  ସାମ୍ବାଦିକ ବାରିପଦା/Dillip Mohanty  - ବାରିପଦା ପଣ୍ଡିତ ରଘୁନାଥ  ମୁର୍ମୁ ସହପିଟାଲରେ ଘଟିଛି ଏକ ଚର୍ଚିତ ଘଟଣା । ଘଟଣାକ୍ରମେ ମୟୁରଭଞଜିଲା ବାଙ୍ଗିରିପୋଷି ଅଞ୍ଚଳର ଗନ୍ନାଥ ଗିରି ଙ୍କର ଦେହ ହଠାତ୍ ଅସୁସ୍ଥ…

ଶ୍ରମବିଭାଗ ନିର୍ଦ୍ଦେଶ  ନମାନିବାରୁ ଫେରୋକ୍ରୋମ୍ ଠିକାଶ୍ରମିକ ଗେଟ୍ ବନ୍ଦ କରିଲେ

ବ୍ୟାସନଗର : ଆଜି ତା ୧୯/୧୨/୨୦୧୮ ରିଖ ସ୍ଥାନୀୟ ଫେରୋକ୍ରୋମ୍ କାରଖାନାରେ ୧୯ଦିନ ଧରି ଶ୍ରମିକ ଅଶାନ୍ତି ଯୋଗୁଁ ତ୍ରିପାକ୍ଷିକ ଆଲୋଚନା ତା ୧୪/୧୨/୨୦୧୮ ରିଖରେ ହୋଇଥିବା ଶ୍ରମ ବିଭାଗର ନିର୍ଦ୍ଦେଶ  ଓ ଚୁକ୍ତି ୬୮ଜଣ ଶ୍ରମିକଙ୍କୁ ଗେଟ୍ ପାସ୍ ଦେଇଥିବାବେଳେ ଶ୍ରମବିଭାଗର ନିଦେ୍ର୍ଧଶକୁ ଅବମାନନା…

 ଧର୍ମ ପରାୟଣ ବ୍ୟକ୍ତି ଥବିର ସାହୁ ପରଲୋକ : ଗାଇସିଲାଟ ଅଂଚଳରେ ଶୋକର  ଛାୟା 

ପଦ୍ମପୁର /ନୀଳ ଦୀପ :  ଶାସକ ପ୍ରଶାସକ ଖବରକାଗଜର ସାମ୍ବାଦିକ କେଦାର ନାଥ ସାହୁଙ୍କର ଅଜା ତଥା ଜଣାଶୁଣା ବ୍ୟକ୍ତିତ୍ୱ ଗାଇସିଲାଟ ବ୍ଲକ ଅନ୍ତର୍ଗତ ତାଲପାଲି ଗ୍ରାମର  ଥବିର ସାହୁଙ୍କର ୮୫ବର୍ଷ ବୟସରେ ଦେହାନ୍ତ ହୋଇଛି ।ସ୍ବର୍ଗତ ସାହୁ ଜଣେ ଧର୍ମ ପରାୟଣ ବ୍ୟକ୍ତିତ୍ବର ଅଧିକାରୀ ଥିଲେ । ସେ ଜଣେ…

ସଡକ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ 

  ଗାଇସିଲାଟ/କେଦାର ନାଥ ସାହୁ ଅମ୍ବାଭନା ବ୍ଲକ ଜୁଙ୍ଗାପାଲି ପଞ୍ଚାୟତର କାର୍ଯ୍ୟରତ ପିଇଓ ନାରାୟଣ ଦେବତା (୫୯)ଙ୍କ ଦୁର୍ଘଟଣାରେ ଗତ ରାତିରେ ମୃତ୍ୟୁ ଘଟିଛି  । ଆଜି ଜୁଙ୍ଗାପାଲିରେ ହେବାକୁଥିବା ପିଠା କାର୍ଯ୍ୟକ୍ରମର ପ୍ରସ୍ତୁତି କାର୍ଯ୍ୟ ସାରି ସେ ବରଗଡପଟରୁ ବାଇକରେ ଯାଉଥିବା ବେଳେ…

ହାଇଓ୍ୱା ଧକ୍କାରେ ପାନ ଦୋକାନୀ ମୃତ, 3 ଘଣ୍ଟା ଧରି ରାସ୍ତାରୋକ

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ  ରବିବାର ସଂନ୍ଧ୍ୟା 6 ସମୟରେ ସମ୍ବଲପୁର ଜିଲ୍ଲା ଚାରମାଳ ନିକଟରେ ଏକ ହାଇଓ୍ୱା ଧକ୍କାରେ ସ୍ଥାନିୟ ଅଞ୍ଚଳର ପାନ ଦୋକାନୀ ସୁବାଷ ଦେଓ (35)ଙ୍କ ମୃତ୍ୟୁ ଘଟିଛି l ଏହି ଘଟଣା ପରେ ସୁବାଷ ଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଶବ ରଖି ଲୋକେ ରାସ୍ତାରୋକ କରିଥିଲେ…

କେବେ ଏମାନେ ଚାଖିବେ ଉଜ୍ଜ୍ୱଳାର ସ୍ୱାଦ : ଜାଳେଣି ପାଇଁ ଖଣିଅଞ୍ଚଳରେ ଉଜୁଡୁଛି ସଂରକ୍ଷିତ ଜଙ୍ଗଲ 

 ଲୋକଙ୍କ ଘରୁ ୪ ଟ୍ରକ୍ ଶାଳ କାଠ ଜବତ କଟା ଗଛ ଗୁଡିକର ବୟସ ମାତ୍ର ୭/୮ବର୍ଷ  ନିଜ ଏରିଆରୁ ଚୋରୀ ହେଉଥିବା ବେଳେ ଓଏମସି ନୀରବଦ୍ରଷ୍ଟା ବଡ଼ବିଲ୍(ଚିତ୍ତରଞ୍ଜନ କର) ବଡବିଲ୍ ରେଞ୍ଜ ଭଦ୍ରାସାହି ପଞ୍ଚାୟତ ଅନ୍ତର୍ଗତ ଭୁସୁଗାଁ ବିଜୁ ହଟିଂରୁ ବ୍ୟାପକ ପରିମାଣର ଶାଳ କାଠ ଜବତ ହୋଇଛି । ରବିବାର…