Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
“ଆଦିବାସୀ ନେତା ସ୍ବର୍ଗତ ଭାଗିରଥି ମାଣ୍ଡାଙ୍ଗିଙ୍କ ହତ୍ୟାକାରୀଙ୍କୁ ଧରିବାରେ ସରକାର ବିଫଳ”
ରାୟଗଡ଼ାରୁ ସରୋଜ କୁମାର ସାହୁ
, ପୂର୍ବତନ ୱାର୍ଡ ମେମ୍ବର ତଥା ଆଦିବାସୀ ନେତା ସ୍ବର୍ଗତ ଭାଗିରଥି ମାଣ୍ଡାଙ୍ଗିଙ୍କ ଅଷ୍ଟତମ ଶ୍ରାଦ୍ଧ ବାର୍ଷିକୀରେ ଜିଲ୍ଲା ଆଦିବାସୀ ମହାସଂଘ ସ୍ଥାନୀୟ ତେଜସ୍ୱି ହୋଟେଲର ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଡକା ଯାଇଥିଲା । ଉକ୍ତ ସାମ୍ବାଦିକ…
ଖାଇବାକୁ ନ ପାଇ ହଷ୍ଟେଲ ଛାଡି ରାସ୍ତାରେ ୧୦ ଜଣ ଛାତ୍ର
ବାରିପଦା/ଦିଲ୍ଲୀପ ମହାନ୍ତି : ଖାଇବାକୁ ନ ପାଇ ହଷ୍ଟେଲ ଛାଡିଲେ ୧୦ ଜଣ ଛାତ୍ର । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଅଛି ମୟୁରଭଞ ଜିଲା ଯଶିପୁର ବ୍ଲକ କେଟରା ପ୍ରାଥମିକ ବିଦ୍ୟାଳୟରେ । ଆଜି ସକାଳୁ ହଷ୍ଟେଲ ଛାଡି ୧୦ ଜଣ ଛାତ୍ର ରାସ୍ତାରେ ଚାଲିଚାଲି ଯାଉଥିବା ସମୟରେ ପାଖାପାଖି ୫ କିଲୋମିଟର…
ବସ -ଟ୍ରକ ମୁହାଁ ମୁହିଁ, 7 ଆହତ
ନୂଆପଡା/ପ୍ରିୟବ୍ରତ ପଣ୍ଡା ,ନୂଆପଡା ରୁ ଭୁବନେଶ୍ବର ଯାଉଥିବା ବେଳେ ମଣିବାବା ବସ ଆଉ ଟ୍ରକ ମଧ୍ୟ ରେ ଧକ୍କା ହେଇ ୭ଜଣ ଗୁରୁତର ଆହତ ହୋଇ କଟକ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତି ହୋଇଛନ୍ତି ।କଟକ ଆଠଗଡ଼ ପାଖରେ ଏହି ଦୁର୍ଘଟଣା ଘଟିଥିବା ଖବର ମିଳିଛି ।
ବରଗଡ଼ରେ ଏନ୍ସିପିସିଆର୍ ଟିମ୍, ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଶେଲ୍ଟର୍ ହୋମ୍ରେ ତନାଘନା ।
ବରଗଡ଼/ଶାସକପ୍ରଶାସକ-ଢେଙ୍କାନାଳ ଜିଲା ବେଲଟିକିରିସ୍ଥିତ ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଶେଲଟର୍ ହୋମରେ ଅନ୍ତେବାସିନୀଙ୍କୁ ଯୌନ ଶୋଷଣ ଘଟଣା ପଦାକୁ ଆସିବା ପରେ ଏହି ସଂସ୍ଥାର ଶାଖା ଗୁଡ଼ିକରେ ଛାନଭିନ୍ କରାଯାଉଛି। ଏହି କ୍ରମରେ ଶୁକ୍ରବାର ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନ୍ସିପିସିଆର୍)…
ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ପ୍ରସଙ୍ଗ : ଶିରୋମଣୀ ଅକାଳୀ ଦଳ ସାଂସଦଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ
New Delhi : ବିଜେଡିର ଏକ ପ୍ରତିନିଧି ଦଳ ଶିରୋମଣୀ ଅକାଳୀ ଦଳକୁ ଦିଲ୍ଲୀଠାରେ ଭେଟିଥିଲେ । ବିଜେଡି ତରଫରୁ ଦଳର ଉପ-ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଓ ସାଂସଦ ଶ୍ରୀ ତଥାଗତ ସତପଥୀ ଶିରୋମଣୀ ଅକାଳୀ ଦଳର ସାଂସଦ ତଥା ମନ୍ତ୍ରୀ ହରସିମ୍ରତ କୌର ବାଦଲଙ୍କୁ ଭେଟି ସଂସଦ ଓ ବିଧାନସଭାରେ…
ମାଦିଙ୍ଗ ଛକ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣା : ୬ ଗୁରୁତର
ସୁବର୍ଣପୁରରୁ ପ୍ରକାଶ ହାତୀ/ ନୂଆପଡ଼ାରୁ ପ୍ରିୟବ୍ରତ ପଣ୍ଡା : ବୋୖଦ୍ଧ ଜିଲ୍ଳା 57 ନମ୍ବର ଜାତୀୟ ରାଜପଥ ରାଜପଥର ମାଦିଙ୍ଗ ଛକ ନିକଟରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ହୋଇଛି।ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 5ଜଣ ଗୁରୁତର ଓ 10ରୁ ଅଧିକ ଆହତ ହୋଇଛନ୍ତି।ବସରେ 40ଜଣ…
କେଡେ ଅମଣିଷ ପୁଅ : ଏଇ ଦିନ ପାଇଁ ବୋଧେ ଜନ୍ମ କରି ପାଳି ବଡ କରିଥିଲା ବାପା !
ବରଗଡ଼ରୁ ଗୌରାଙ୍ଗ ଦାଶ/ପଦ୍ମପୁର ନୀଳ ଦୀପ ପଦ୍ମପୁର ଉପଖଣ୍ଡସ୍ଥ ଜଗଦଳପୁର ଥାନା ଅନ୍ତର୍ଗତ ବିଜରାଭଟା ଗ୍ରାମରେ ପୁଅର ଲାଠି ମାଡରେ ବାପାର ମୄତ୍ୟୁ ହୋଇଛି ।ସୂଚନା ଅନୁସାରେ ବିଜରାଭଟା ଗ୍ରାମର ଦିଲ୍ଲିପ ଭୋଇ(୨୬) ନିଶାଗ୍ରସ୍ତ ଅବସ୍ଥାରେ ତାର ବାପା ଆଶାରାମ ଭୋଇଙ୍କୁ ଲାଠିରେ ପିଟିପିଟି…
ଦୁର୍ଘଟଣା : 3 ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ ।
ପଦ୍ମପୁର/ Nila Deep
ବରଗଡ଼ ଜିଲ୍ଲା ପଦ୍ମପୁର ପାଇକମାଲ ରାସ୍ତାର ଗୋଇବାହାଲି ଛକଠାରେ ଡମ୍ଫର ସହିତ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ତିନିଜଣଙ୍କ ମୄତ୍ୟୁ ହୋଇଛି ।ସୂଚନା ଅନୁଯାୟୀ ମୄତକ ମାନେହେଲେ ସିଂହନପୁରର ଗ୍ରାମର ମିନକେତନ ଖରସେଲ, ରାଜେନ୍ଦ୍ର ବରିହା, ମାଧବ…
ମୁଣ୍ଡ ଗୁଞ୍ଜିବାକୁ ଘର କରୁଥିଲେ, ହେଲେ ମୁଣ୍ଡ ନେଇଗଲା…….
ରାୟଗଡ଼ାରେ ଏକ ଅଭାବନୀୟ ଘଟଣା : କୋଠାର ଛାତ ଭୁଶୁଡ଼ି ଘର ମାଲିକଙ୍କ ମୃତ୍ୟୁ
ରାୟଗଡା/ସରୋଜ ସାହୁ : ରାୟଗଡା ସ୍ଥିତ ଶିରିକଣା ଗ୍ରାମରେ ଏକ ଅଭାବନୀୟ ଘଟଣା। ଗତ ତା ୦୮/୧୧/୨୦୧୮ ରିଖ ଦିନ କୋଠାର ଛାତ ପକାଯାଇ ଥିବା ବେଳେ ମିସ୍ତ୍ରୀ ସହ ଘର ମାଲିକ ରହି ଛାତର ସେଣ୍ଟ୍ରିଙ୍ଗ କଢୁଥିବ ସମୟରେ…
ବିଜେଡି ପଦଯାତ୍ରାକୁ ନଯିବାରୁ ଅାକ୍ରମଣ ଅଭିଯୋଗ !!
ନୟାଗଡ଼(ବିଶ୍ବଜିତ୍ ନାୟକ): ବିଜେଡି ପଦଯାତ୍ରାକୁ ନଯିବାରୁ ଦୁଇ ପରିବାରର ୫ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆହତମାନଙ୍କର ଏତିକି ଦୋଷ ଥିଲା ଯେ ସେମାନେ ବିଜେଡି ପଦଯାତ୍ରାରେ ସାମିଲ ହୋଇ ନଥିଲେ।ଏପରି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଶଙ୍ଖେଇ…