କୃମି ନାଶକ ଦେବା ପରେ ୨୧ ଅସୁସ୍ଥ 

0

କନ୍ଧମାଳ/ ଗଗନ ପ୍ରଧାନi: କନ୍ଧମାଳ ଜ଼ିଲ୍ଲା ଘୁ ଉଦୟଗିରି ଠାରେ କୃମି  ନାଶକ ଔଷଧ ଖାଇ ୨୧ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇ ଥିବା ସୂଚନା ମିଳିଛି  ଘୁ ଉଦୟଗିରି ହାତୀସାଳ ବିଦ୍ୟାଳୟର ୧୪ ଜଣ ଏବଂ ରାବାନାଯୁ ବିଦ୍ୟାଳୟର ୭ ଜଣ ଅସୁସ୍ଥ ଥିବା ଜଣା ପଡିଛି  ଶୁକ୍ରବାର ଦିନ ଛାତ୍ର ଛାତ୍ରୀମାନଙ୍କୁ କୃମି  ଵିନାଶ ଔଷଧ ଦିଆ ଯାଇଥିଲା  କିଛି ସମୟ ପରେ ରିଆକ୍ସନ  ହୋଇ ଥିଲା  ସଂଗେ ସଂଗେ ଘୁ ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭର୍ତ୍ତି କରାଯାଇ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି .|

Leave A Reply

Your email address will not be published.