ଯୁବକଙ୍କ ଗଳିତ ଶବ ଜବତ 

0

କନ୍ଧମାଳ/ ଗଗନ ପ୍ରଧାନ : କନ୍ଧମାଳ ଜ଼ିଲ୍ଲା କଳିଙ୍ଗା ନାମକ ସ୍ଥାନରୁ ଏକ କୂଅରୁ ଅଭିଷେକ ଡିଗାଲ ନାମକ ଯୁବକଙ୍କ ଗୋଳିତ ଶବ ପୁଲିସ ଜବତ କରିଛି  ଶୁକ୍ରବାର ସକାଳୁ ସ୍ଥାନୀୟ ଲୋକ ଜାଣିବା ପରେ ଦମକଲ ବାହିନୀ ଏବଂ ପୋଲିସ କୁ ଜଣାଇ ଥିଲେ  ଖବର ପାଇଁ ଘୁ ଉଦୟଗିରି ପୋଲିସ ଏବଂ ଦମକଲ ବାହିନୀ ଘଟଣା ସ୍ଥଳରେ ପହଂଚି ଶବ ଉଦ୍ଧାର କରିବାସହ ଏକ  ମାମଲା ରୁଜୁ କରିଛି  ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡିବା ଅନୁମାନ କରାଯାଇଛି |

Leave A Reply

Your email address will not be published.