Browsing Category

ଅଘଟଣ

ବଡ଼ବିଲରେ ମାତିଲେ ଲୁଟେରା। ଘରେ ପଶି ବନ୍ଧୁକ ମୁନରେ ଲୁଟିନେଲେ ୬ ଲକ୍ଷ ଓ ସୁନା ଗହଣା ।

ବଡ଼ବିଲ/ ଚିତ୍ତରଞ୍ଜନ କର : ବଡ଼ବିଲରେ ପୁଣି ଲୁଟେରା ମାତିଛନ୍ତି। ଗତକାଲି ପଞ୍ଚବଟି ଆପାର୍ଟମେଂଟରେ ଏକ ଘରେ ପଶି ବନ୍ଧୁକ ମୁନରେ ୬ଲକ୍ଷ ଟଙ୍କା ଓ ସୁନାଚେନ୍ ଲୁଟିଛନ୍ତି ୨ ଦୃବୃର୍ତ୍ତ । ଗୁରୁବାର ରାତି ପ୍ରାୟ ସାଢ଼େ ୮ଟାରୁ ୯ଟା ମଧ୍ୟରେ ଏହି ଲୁଟ ଘଟଣା ଘଟିଥିବା କୁହାଯାଉଛି । ପଞ୍ଚବଟି…

ରାସ୍ତା ଉପରେ ଗଛ ପକାଇ ଅବରୋଧ ସହ ମାଓ ପୋଷ୍ଟର

 କନ୍ଧମାଳ (ଗଗନ ପ୍ରଧାନ) : କନ୍ଧମାଳ ଜିଲ୍ଲା ବାଲିଗୁଡା  ଉପଖଣ୍ଡ ର ଦାରିଙ୍ଗବାଡି ଓ କୋଟଗଡ଼ ଥାନା ଅଞ୍ଚଳରେ ରେ ରାସ୍ତା ଉପରେ ଗଛ ପକାଇ ଅବରୋଧ କରିବା ସହ ମାଓ ପୋଷ୍ଟର ଲଗାଇ ଛନ୍ତି । ଦାରିଙ୍ଗବାଡି ର ଲକଟି ଘାଟି ରେ ମାଓ ପୋଷ୍ଟର ଲାଗିବା ସହ ଗଛ ଗଛ ପକାଇ ରାସ୍ତା ଅବରୋଧ କରିଥିବା ବେଳେ…

ତିର୍ତ୍ତୋଲ ଧୋୟା ଅଞ୍ଚଳର ୩ଜଣ ଚୋରା ମଦ ବେପାରୀ  ଗିରଫ

ତିର୍ତ୍ତୋଲ/Ramesh Mohanty  :ତିର୍ତ୍ତୋଲ ଥାନା ଅଧିନସ୍ଥ ଧୋୟା ଅଞ୍ଚଳରୁ ୩ଜଣ ଚୋରା ମଦ ବ୍ୟବସାୟୀଙ୍କୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୂଚନାନୁଯାୟୀ ତିର୍ତ୍ତୋଲ ଧୋୟା ଅଞ୍ଚଳରେ ପ୍ରଚୁର ଚୋରା ମଦ ବ୍ୟବସାୟ ହେଉଥିବା ଖବର ପାଇ ଜଗତସିଂହପୁର ଜିଲ୍ଲା ଅବକାରୀ…

ନିରଧୁମ ଛେଚିବା ସହ ଲଣ୍ଡା କରି ଗାଆଁରେ ବୁଲାଇଲେ ଲୋକେ

 ଛି ଛି .....ଇଏ ଶିକ୍ଷକ ନ ଚଣ୍ଡାଳ !!!! ନାବାଳିକା ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ  ବାରିପଦା(ଦିଲ୍ଲୀପ ମହାନ୍ତି  )- ସମାଜ  ଗୁରୁଙ୍କୁ ବ୍ରହ୍ମ।, ବିଷ୍ଣୁ ଓ ମହେଶ୍ୱର ଆସନରେ ବସାଇଛନ୍ତି । ଗୁରୁଙ୍କ ସ୍ଥାନ ସମସ୍ତ ଯୁଗରେ ଉପରେ ରହିଆସିଛି । କିନ୍ତୁ ଆଜିର ଯୁଗରେ କେତେକ ମୁଷ୍ଟିମେୟ…

ଧରାପଡ଼ିଲା ନକଲି ଦେଇ ଅସଲି ସୁନା ଲୁଟିନେବା ଘଟଣାର ଅଭିଯୁକ୍ତ

ବଡ଼ବିଲ/ଚିତ୍ତରଞ୍ଜନ କର ନକଲି ସୁନା ଦେଇ ଅସଲି ସୁନା ଲୁଟିନେବା ଘଟଣାର ଅଭିଯୁକ୍ତକୁ ରିମାଣ୍ଡରେ ଆଣି ପଚରା ଉଚୁରା କରିଛି ବଡ଼ବିଲ ପୋଲିସ । ଗତ ଜାନୁଆରୀ ୪ ତାରିଖ ଅପରାହ୍ନ ୩ଟା ସମୟରେ ବଡ଼ବିଲ ମୁଖ୍ୟ ବଜାର ସ୍ଥିତ ହନୁମାନ ମନ୍ଦିର ସମ୍ମୁଖରେ ଥିବା ଭଗବାନ ଦାସ ଜୁଏଲର୍ସକୁ ଜଣେ ବ୍ୟକ୍ତି…

ଲାଞ୍ଚ ମାମଲାରେ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେଲେ ଅବକାରୀ ସବ ଇନସପେକ୍ଟର

ବାରିପଦା(ଦିଲ୍ଲୀପ ମହାନ୍ତି) ଏକ ଲାଞ୍ଚ ମାମଲାର ବିଚାରକରି ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ଜଜ୍ ସେକ ଜାହିର ଅହମଦ ଅବକାରୀ ବିଭାଗର ସବ ଇନସପେକ୍ଟର ନିରଞନ ରାଉତ ଙ୍କୁ ଧାରା ୭ ପିସି ଆକ୍ଟ ଅନୁଯାୟୀ ଛଅ ମାସ କାରାଦଣ୍ଡ ଏବଂ ଧାରା ୧୩(୨) ଅନୁଯାୟୀ ଏକ ବର୍ଷ କାରାଦଣ୍ଡ ସମେତ ୫୦୦୦ ଟଙ୍କା…

ସରକାରୀ ବସରେ ମାଓ ପୋଷ୍ଟର ଓ ବ୍ୟାନର 

ନୂଆପଡା/ପ୍ରିୟବ୍ରତ ପଣ୍ଡା : ଭଇଁସାଦାନୀରୁ ନୂଆପଡା ଆସୁଥିବା ସରକାରୀ ବସରେ ମାଓ ପୋଷ୍ଟର ଓ ବ୍ୟାନର  ଲାଗି ଥିବା ଦେଖିବାକୁ ମିଳିଛି  । କାଲି ରାତିରେ ଅନେକ ଦିନର ନୀରବ ରହିଲା ପରେ ମାଓ ପ୍ରବଣ ନୂଆପଡା ଜିଲ୍ଲାର ବୋଡେ଼ନ ଥାନା ରୁ ୧୧ କିଲୋମିଟର ଦୂର ରେ ନିଜର ଉପସ୍ଥିତି ଜାହିର କରିଛନ୍ତି ।…

ସାମ୍ବାଦିକତାର ଆଳରେ ବିଭିନ୍ନ କୁକର୍ମ ! 

ସତ୍ୟ ଯଦି ସାଙ୍ଘାତିକ ଆଉ ଦଣ୍ଡ ଯୋଗ୍ୟ  ବରଗଡ/ଗୌରାଙ୍ଗ ଚରଣ ଦାଶ :- ସାମ୍ବାଦିକତା ପେସାରେ ଗତ କିଛି ବର୍ଷ ଧରି  ହେଉଥିବା  ଅନୁପ୍ରବେଶ କାରଣରୁ ସାମ୍ବାଦିକତା କେତେକ ଅନୁ ପ୍ରବେଶକାରୀଙ୍କ ଅପକର୍ମ ଯୋଗୁ ବଦନାମ ହେଉଛି । ସାମ୍ବାଦିକତା ଯାଞ୍ଚ କରିବା ପାଇଁ ନିର୍ଦିଷ୍ଟ ବ୍ୟବସ୍ଥା ନଥିବା…

ବଲାଙ୍ଗୀର ସମାଜ ସାରକ୍ୟୁଲେସନ ମ୍ୟାନେଜରଙ୍କୁ ହତ୍ୟା 

 ବଲାଙ୍ଗୀର/ ନିରୋଜ ମିଶ୍ର : ଗତ ରାତି ୧୧.୪୦ ସମୟରେ ବଲାଙ୍ଗୀର ରେଲୱେ ଷ୍ଟେସନ ମୁଖ୍ୟ ରାସ୍ତାର ତେଲିଗୋଠ ପଡ଼ା ରାସ୍ତାକୁ ସଂଯୋଗ କରୁଥିବା ପାର୍ଶ୍ଵରେ ଘଟିଛି ଏକ ହତ୍ୟାକାଣ୍ଡ । କାତ୍ୟାକାଣ୍ଡର ଶିକାର ହୋଇଛନ୍ତି ଦୈନିକ ଖବରକାଗଜର ସାରକ୍ୟୁଲେସନ ମ୍ୟାନେଜର |  ସୂଚନା ଅନୁସାରେ ଜଗତସିଂହପୁର…

ମା ସହ ୪ ଛୁଆକୁ ହତ୍ୟା ଘଟଣାର ପର୍ଦାଫାସ।

 ସୁନ୍ଦରଗଡ଼:- ବଣେଇ ଉପଖଣ୍ଡର କୋଇଡ଼ାରେ ଡାହାଣୀ ସନ୍ଦେହରେ ମା ସହ ୪ଛୁଆଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ମୁଖ୍ୟ ଅଭିଯୁକ୍ତ ଡାବେଲ ମୁଣ୍ଡା ସମେତ ୬ଜଣଙ୍କୁ ଗିରଫ କରିଛି କୋଇଡା ପୋଲିସ । ଗୁଣିଗାରେଡି ସନ୍ଦେହରେ ସମସ୍ତଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ସ୍ବୀକାର କରିଛି । ଏବେବି…