ଟ୍ରେନ  ଲାଇନରୁ ଯୁବକଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହ

0

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର-ତାଳଚେର ରେଳପଥର ଗରଗଡ଼ବାହାଳ ଓଭରବ୍ରିଜ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ଅଜଣା ଯୁବକ ଙ୍କ ମୁତ ଦେହ ଉଦ୍ଧାର ହୋଇଛି l ପାରିପାର୍ଶ୍ୱିକ ସ୍ଥିତିରୁ ଏକ ହତ୍ୟାକାଣ୍ଡ ବୋଲି ପୁଲିସ କହିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଯୁଯୁମୁରା ଥାନା ଆଇଆଇସି ବନଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି l ମୁତକ ବ୍ୟକ୍ତି ଏକ ଜିନସ୍ ପ୍ୟାଣ୍ଟ ପିନ୍ଧିଥିବା ସହ ହାତରେ ନାରଙ୍ଗୀ ରଙ୍ଗର ବ୍ୟାଣ୍ଡ ପିନ୍ଧିଥିଲେ l

 

 

 

Leave A Reply

Your email address will not be published.