Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଅଗ୍ନିକାଣ୍ଡରେ ଘର ସହ ଆସବାବ ପତ୍ର ସମ୍ପୂର୍ଣ ନଷ୍ଟ
ଗାଇସିଲେଟ/କେଦାର ନାଥ ସାହୁ :ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମ ପଞ୍ଚାୟତର ବରାମୁଣ୍ଡା ଗ୍ରାମର ନବଘନ ମଲ୍ଲିକଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।ମଧ୍ୟାହ୍ନ ପ୍ରାୟ ଗୋଟାଏ ସମୟରେ ପାଲନଡା ଯୁକ୍ତ ଘରେ ରୋଷେଇ କରୁଥିବା ସମୟରେ ଚୁଲିରୁ ନିଆଁ ଲାଗିଥିଲା। ଅଗ୍ନି…
ସଡ଼କ ଦୁର୍ଘଟଣାରେ କୋମନା ତହସିଲଦାରଙ୍କ ମୃତ୍ୟୁ
କୋମନା(ଭାଗିରଥି ଭୋଇ): ସଡ଼କ ଦୁର୍ଘଟଣାରେ ଜଣେ ତହସିଲଦାରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁରେଶ କୁମାର ନନ୍ଦ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ରେ ସେ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ।
ନୟାଗଡ଼ ଜିଲ୍ଲାର ନୂଆଗାଁ ଓ ସୋରଡ଼ା ମଝିରେ ସୁରେଶ ଦୁର୍ଘଟଣାର ଶିକାର ହୋଇଥିଲେ। ଏକ ଟ୍ରକ୍ ପଛରେ…
ପେଟ୍ରୋଲ ପମ୍ପରୁ ଲୁଟ, ବନ୍ଧୁକ ମାଡ଼ରେ ମ୍ୟାନେଜର ଗୁରୁତର
ସୁନ୍ଦରଗଡ଼ ( ହୋରାଚାନ୍ଦ ଦେଉରିଆ) ଧରୁଆଡ଼ିହି ଥାନା ଗାଡିୟଯୋର ବିଧାତା ପେଟ୍ରୋଲ ପମ୍ପ ରେ ଗତକାଲି ରାତିରେ 5 ଜଣ ଦୁର୍ବୃତ୍ତ 2 ଟି ବାଇକରେ ଆସି ଗାଡିୟଯୋର ପେଟ୍ରୋଲ ପମ୍ପ ରେ ଦୁଇ ରାଉଣ୍ଡ ଗୁଳି ଚାଳନା କରିବା ସହିତ ପାଖାପାଖି 1-5 ଲକ୍ଷ ଟଙ୍କା ବନ୍ଧୁକ ମୁନ ରେ ଲୁଟି ନେଇ ଯାଇଛନ୍ତି । 2…
ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ
ବାରିପଦା (ଅରବିନ୍ଦ ଦାସ)- ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଡ଼ଃ. ଭି. ସୁଜାତା ଆଜି ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମର ରବୀନ୍ଦ୍ର ବିନ୍ଧାଣି(୪୪) ଓ ରବୀନ୍ଦ୍ରର ପୁତୁରା ତଥା ଲକ୍ଷ୍ମୀଧର ବିନ୍ଧାଣିଙ୍କ ପୁଅ…
ମୋହନା ପୋଲିସକୁ ବଡ ସଫଳତା: ଅନ୍ତଃଜିଲା ବାଇକ ଚୋରୀ ରାକେଟର ପର୍ଦ୍ଦାଫାଶ ,
୧୩ଟି ବାଇକ ଉଦ୍ଧାର ୪ଜଣ ଗିରଫ-କୋର୍ଟଚାଲାଣ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଅନ୍ତଃଜିଲ୍ଲା ବାଇକ ଚୋରୀ ର୍ୟାକେଟକୁ ଧରିବାରେ ଗଜପତି ଜିଲ୍ଲା ମୋହନା ପୋଲିସକୁ ଏକ ବଡ ସଫଳତା ମିଳିଛି । ଏହି ଘଟଣାରେ ପୋଲିସ ଗଞ୍ଜାମ, ଭୁବନେଶ୍ୱର ଓ ଅନୁଗୁଳ ଅଞ୍ଚଳର ଚୋରୀ ହୋଇଥିବା ୧୩ଗୋଟି ବାଇକ…
ପେଟ୍ରୋଲ ପମ୍ପରେ କିରୋସିନି ମିଶା ପେଟ୍ରୋଲ : ସନ୍ଦେହରେ ପେଟ୍ରୋଲ ଟାଙ୍କି ମାଲିକ
ସୁନ୍ଦର ଗଡ଼ରୁ ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ସହର ମୁଖ୍ୟସ୍ଥଳରେ ଥିବା ଟିଡ଼ିସିସି ପେଟ୍ରୋଲ ପମ୍ପ ରେ ଦେଖିବାକୁ ମିଳିଛି କିରାସିନି ମିଶାଇ ଥିବା ପେଟ୍ରୋଲ |ସୁନ୍ଦରଗଡ଼ ସହରରେ ପ୍ରାୟତଃ ଲୋକେ ବ୍ଦିନକୁ ୩୦୦୦ରୁ ଉର୍ଦ୍ଧ୍ବ ବାଇକରେ ପେଟ୍ରୋଲ ପୂରେଇବା ଦେଖିବାକୁ ମିଳିଥାଏ | ହେଲେ ସରକାରୀ…
ଭିଜିଲାନ୍ସ ଖାପଚରେ ଲାଞ୍ଚୁଆ ଲେଡି ଆରଆଇ
ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) ଆଜି ଭିଜିଲାନ୍ସ ଜାଲରେ ପୁଣି ଛନ୍ଦି ହୋଇଛନ୍ତି ଜଣେ ଲେଡି ଆରଆଇ | ଲାଞ୍ଚୁଆ ଆରଆଇ ଜଣେ ଲୋକଙ୍କ ଠାରୁ୮୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ରେଡ଼ ହ୍ୟାଣ୍ଡ ଧରିଛନ୍ତି | ଅଭିଯୁକ୍ତ ଆରଆଇଙ୍କ ନାମ ମାନସୀ ସାହୁ | ସେ…
ଭଦ୍ରାସାହିରୁ ଚୋରି ହୋଇଥିବା ହାଇଭା ଟ୍ରକ ଝାଡଖଣ୍ଡରୁ ଜବତ: ଡ୍ରାଇଭର ସମେତ ୩ ଗିରଫ
ବଡ଼ବିଲ(ଚିତ୍ତରଞ୍ଜନ କର): ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ଅଞ୍ଚଳରୁ ଚୋରି ହୋଇଥିବା ଏକ ହାଇଭା ଟ୍ରକ ଝାଡ଼ଖଣ୍ଡର ରାଜନଗର ନିକଟରୁ ଜବତ ହୋଇଥିବାର ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଯେ ଭଦ୍ରାସାହି ନିବାସୀ ଏମ ଡି ମୁସ୍ତାଫା ଗତ ୨୬ ତାରିଖ ମଧ୍ୟରାତ୍ରରେ ତାଙ୍କର ଓଡ଼ି୦୯ସି ୯୦୬୨ ନଂ…
ବିଦ୍ୟୁତ ବିଭାଗର ଦାୟିତ୍ବହୀନତା : ଝୁଲି ରହିଥିବା ବିଦ୍ୟୁତ ତାର ନେଲା ଯୁବକଙ୍କ ପ୍ରାଣ
ବରଗଡ଼ : ଭେଡେନ ବ୍ଲକ ଚିଚିଣ୍ଡା ଓ ମହାକୁର ଟିକ୍ରା କ୍ଷେତ ଭିତରେ ଯାଇଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପରେ ଆସି ଜଣେ ଯୁବକର ମୃତ୍ୟୁ ଘଟିଅଛି | ମୃତକ ଜଣକ ଚିଚିଣ୍ଡା ଗ୍ରାମର ସୁଦାମ ପାଣ୍ଢେ(୩୦) | ପ୍ରାପ୍ତ ସୁଚନା ଅନୁସାରେ ଚିଚିଣ୍ଡା ଗ୍ରାମର ନିତ୍ୟା ପାଣ୍ଢେଙ୍କ ଅବିବାହିତ ପୁଅ ସୁଦାମ…
ମୋ ସ୍ତ୍ରୀଙ୍କୁ ଦୟାକରି ଫେରାଇ ଆଣ
ଦାଦନ ଖଟିବାକୁଯାଇ ବନ୍ଧା ପଡିଯାଇଛନ୍ତି ମହିଳା ଶ୍ରମିକ
ଗାଇସିଲେଟ/କେଦାର ନାଥ ସାହୁ : ଗରିବଙ୍କ ବିକାଶ ପାଇଁ ରାଜ୍ୟ ସରକାର ବହୁ ଯୋଜନା କରିଥିବା ବେଳେ ଏହାର ସୁଫଳ ଅନେକ ଲୋକଙ୍କ ପାଲହରେ ଅପହଞ୍ଚ | ଲୋକ ପେଟପାଟଣା ପାଇଁ ଏବେ ବୁଇ ଦାଦନ ଖଟିବାକୁ ଯାଇ ଅକଥନୀୟ…