Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଭୋଜି ଖାଇବା ହେଲାକାଳ।
ପଦ୍ମପୁର(ନୀଲାମ୍ବର ଦୀପ) :- ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମର ୫୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଝାଡା ଓ ବାନ୍ତିରେ ଆକ୍ରାନ୍ତ ହୋଇ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ଓ ପାଇକମାଲ ଚିକିତ୍ସାଳୟରେ ଚିକିତ୍ସିତ ହୋଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗତ କାଲି ରବିବାର ଦିନ…
ନିଖୋଜ ଜେଲ କର୍ମଚାରୀ ସୁକାନ୍ତ ବେହେରାଙ୍କ ଝୁଲନ୍ତା ଗଳିତ ଶବ ଜଙ୍ଗଲରୁ ଉଦ୍ଧାର
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସିସ୍ଥିତ ଗ୍ରୀଡ଼ ସମୁଖ ଜଙ୍ଗଲରେ ନିଖୋଜ ଜେଲ କର୍ମଚାରୀ ସୁକାନ୍ତ ବେହେରାଙ୍କ ଝୁଲନ୍ତା ଗଳିତ ଶବକୁ ଆଜି କରଞ୍ଜିଆ ପୁଲିସ ଉଦ୍ଧାର ଜରିବା ପରେ ସୁକାନ୍ତଙ୍କ ପରିବାର ସଦସ୍ୟ ଫଟୋ ଦେଖି ଫୋନରେ ଶବକୁ ଚିହ୍ନଟ କରିଥିଲେ । ଏଥି…
ହାଇୱା ସଂସ୍ପର୍ଶରେ ଲାଗି ଛିଣ୍ଡିଲା୧୧କେଭି ବିଦ୍ୟୁତ ତାର
ବୌଦ୍ଧ : ବୌଦ୍ଧ ଜିଲ୍ଲା ସୁରୁଣ୍ଡି ଗ୍ରାମଦେଇ ଯାଇଥିବା ଜଗନ୍ନାଥ ସଡକ ରେ ଶନିବାର ସକାଳ ପ୍ରାୟ ୯ଟା ବେଳେ ରାସ୍ତାକାମ କରୁଥିବା ଏକ ହାଇୱା ସଂସ୍ପର୍ଶରେ ଆସି ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ଛିଣ୍ଡିଯାଇ ଅତି ବିପଦ ଜନକ ଭାବେ ରାସ୍ତା ଓ ହାଇୱା ଉପରେ ପଡିଥିବା ଦେଖାଯାଇଛି।ଅନ୍ୟପଟେ…
କି ମଜଭୁତିଆ କାମ ବା, ସାମାନ୍ୟ ବର୍ଷାରେ ଶୋଇପଡିଲା ପାଚେରୀ
ବୌଦ୍ଧ : ସରକାରକା ମାଲ ଦରିଆମେ ଡାଲ ଏହି ନ୍ୟାୟରେ ଚାଲିଛି ବୌଦ୍ଧରେ ପ୍ରଶାସନ । ମୌସୁମୀର ଆଗମନ ପୂର୍ବରୁ ସାମାନ୍ୟ ବର୍ଷାରେ ଢଳି ଯାଇଛି ବୌଦ୍ଧ ଖେଳପଡିଆରେ ୨୦୦ ଫୁଟ ପାଚେରୀ । ବୌଦ୍ଧର ଏକମାତ୍ର କଚେରୀ ଖେଳପଡିଆ ଭିତରକୁ ଗାଈଗୋରୁ ପଶି ନଷ୍ଟ କରୁଥିବାରୁ କ୍ରୀଡାବିତମାନଙ୍କ ଦାବିକ୍ରମେ…
ଇଏ କି ଅନ୍ଧ ବିଶ୍ୱାସ : ମର ଶରୀରକୁ ଜୀବିତ କରିବାକୁ ପ୍ରୟାସ।
http://www.youtube.com/watch?v=9q1a6_VDI5M
ପଦ୍ମପୁର(ନୀଲାମ୍ବର ଦୀପ):- ପଦ୍ମପୁର ଉପଖଣ୍ଡ ତାଲପାଲି ପଂଚାୟତ ଚାଙ୍ଗରିଆ ଗାଁ ର ସପ୍ତଶିଳା ଭୋଇ ନାମକ ଜଣେ ମହିଳା ଙ୍କୁ ରାତି ରେ ଘରେ ସୋଇ ଥିବା ବେଳେ ଗୋଟେ ସାପ କାମୁଡି ଦେଇ ଥିବା ବେଲେ ଘର ଲୋକ ତାଙ୍କୁ ପଦ୍ମପୁର ମୁଖ୍ୟ ଚିକିତ୍ସାଲୟ…
ଗାଳି କରିଥିଲେ ବୋଲି ଘର ଜାଳି ଦେଲେ !!
ବୌଦ୍ଧ (ଶାସକ ପ୍ରଶାସକ) ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଅଗ୍ନିକାଣ୍ଡ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଶୁବଳୟା ଗ୍ରାମରେ । ଗତକାଲି ବିଳମ୍ବିତ ରାତିରେ ଶୁସାନ୍ତ ମହାକୁଡ଼ ଙ୍କ ଦୋକାନ ଘରେ ପେଟ୍ରୋଲ ଢାଳି ନିଆଁ ଲାଗାଇ ଦେଇଥିଲେ । ଚାହୁଁ ଚାହୁଁ ଦୋକାନ ଘର ଜଳିପୋଡ଼ି…
“ଅଭାବୀ ପରିସ୍ଥିତି ବାଧ୍ୟ କରିଥିଲା ଲୁଟ ନାଟକ ରଚିବା ପାଇଁ”
1 ଲକ୍ଷ 90 ହଜାର ଟଙ୍କା ଚୋରି ଘଟଣାରେ ଜଣେ ଗିରଫ
ରାୟଗଡ଼ାରୁ ସରୋଜ ସାହୁ : କିଛି ଦିନ ତଳେ ରାୟଗଡାରେ ହୋଇଥିବା ଲୂଟ ଘଟଣାର ତଦନ୍ତ କରି ସତ୍ୟ ଉନ୍ମୋଚନ କରିଛି ରାୟଗଡା ପୋଲିସ | ଏହି ଚୋରି ଘଟଣାରେ ସମ୍ପୃକ୍ତଥିବା ଅଭିଯୋଗରେ ରାୟଗଡା ଥାନା ପୋଲିସ ଜଣଙ୍କୁ ଗିରଫ କରି ଆଜି କୋର୍ଟ…
ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ
କଳାହାଣ୍ଡି/ତୁଳମଣି ନାଗ: ଜଣେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଜ କର୍ତ୍ତବ୍ୟରେ ଅବହେଳା କରିବା ନେଇ ବାରମ୍ବାର ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି ତତ୍କାଳୀନ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଏକ କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକ ଅଧିନସ୍ତ ପାଡ଼େପଦର…
ଘନାମାଲ ଗ୍ରାମରୁ ବୃଦ୍ଧଙ୍କ ଝୁଲନ୍ତା ଶବ ଉଦ୍ଧାର
ମେଲଛାମୁଣ୍ଡା,(ମନୋଜ ଭୋଇ) ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଘନାମାଲ ଗ୍ରାମରୁ ମେଲଛାମୁଣ୍ଡା ପୁଲିସ ଗୁରୁବାର ବିଲମ୍ବିତ ରାତ୍ରୀରେ ଏକ ବୃଦ୍ଧାଙ୍କ ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି । ଏ ନେଇ ମେଲଛାମୁଣ୍ଡା ଥାନା କେସ ନଂ ୬/୧୯ରେ ଏକ ମାମଲା ରୁଜୁ ହୋଇଛି । ମାମଲାଟିକୁ ଥାନା ଏଏସଆଇ…
ପୂର୍ତ୍ତ ବିଭାଗର ଖାମଖିଆଲି ମନୋଭାବ ସହରବାସୀଙ୍କୁ କରୁଛି ଅଶାନ୍ତ
ନର୍ଦ୍ଦମା ପାଣି ରାସ୍ତା ଉପରେ , ପ୍ରତିବାଦରେ ରାସ୍ତା ରୋକ
ବାରିପଦା(ଦିଲ୍ଲୀପ ମହାନ୍ତି )- ଅମୃତ ସହର ବାରିପଦାରେ ହଳାହଳ ବିଷ । ପୂର୍ତ୍ତ ଓ ନଗର ନିର୍ମାଣ ବିଭାଗର ଖାମଖିଆଲି ନୀତି କାରଣରୁ ଡ୍ରେନ ପାଣି ନିଷ୍କାସିତ ହୋଇନପାରି ରାସ୍ତା ଉପରେ ପୋଖରୀର ବ୍ରମ ସୃଷ୍ଟି କରାଇଛି । ଫଳରେ ଗାଡ଼ି…