Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଛି ଛି ….କରୋନା ଆଳରେ ହଜିଗଲା ମଣିଷ ପଣିଆ
ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି କାହାର ମନ ତରଳିଲାନି !!!!
ଗ୍ରୀନ ଜୋନରୁ ଆସିଥିଲେ ମାତ୍ର ଚିକିତ୍ସା ସେବା ପାଇଲେନି, ଶୁଣିଲେନି ବିଡିଓ
୨୪ଘଣ୍ଟା ପରେ ହସ୍ପିଟାଲରେ ଭର୍ତ୍ତିହେଲେ ପ୍ରସୂତୀ ମହିଳା, ଜନ୍ମଦେଲେ ଦୁଇ ମୃତ ଶିଶୁପୁତ୍ର
ବାରିପଦା/ଦିଲ୍ଲୀପ ମହାନ୍ତି : ଗୁଜୁରାଟରୁ…
କି ସାହସ : ପଂଚାୟତ କାର୍ୟାଳୟରେ ଜିଆରଏସଙ୍କ ରାସ
ଗାଲୁସାହି ପଞ୍ଚାୟତ ଜିଆରଏସଙ୍କୁ ଅଶ୍ଳିଳ ଭିଡ଼ିଓ ଭାଇରାଲ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ଗାଲୁସାହି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଜିଆରଏସ୍(ଗ୍ରାମ ରୋଜଗାର ସେବକ) ଭାବେ କାର୍ଯ୍ୟକରୁଥିବା ରାଜୀବ କୁମାର ମହାକୁଡ଼ଙ୍କର ଅଶ୍ଳିଳ ଭିଡ଼ିଓ ସାମାଜିକ…
ସଂଗରୋଧ କେନ୍ଦ୍ରରେ ଆତ୍ମହତ୍ୟା କଲେ ପ୍ରବାସୀ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଁଳା ପଂଚାୟତର ଡମ୍ବରୁଡ଼ିହା ସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଅନ୍ତେବାସୀଙ୍କ ମୃତ ଦେହ କେନ୍ଦ୍ର ନିକଟ ମହୁଲ ଗଛରେ ଝୁଲୁଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ମୃତକ ଜଣକ ହେଲେ ଜଗନ୍ନାଥ ବେହେରାଙ୍କ ପୁଅ…
ମାଛ ମାରିଯିବା ହେଲା କାଳ, ପୋଖରୀରୁ ମୃତ ଦେହ ଉଦ୍ଧାର ।
"ଦ୍ବନ୍ଦ୍ବରେ ସୁବଳୟା ପୋଲିସ, ହତ୍ୟା ନା ଅଘଟଣ "
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତ ର ବିଶାଲପାଲି ଗ୍ରାମ ପୋଖରୀରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର । ମୃତ ଯୁବକ ହେଲେ ବିଶାଲପାଲି ଗ୍ରାମର ସୁରେଶ…
ମାନସିକ ଚାପ : ଆତ୍ମହତ୍ୟା କଲେ ଯୁବକ
ବରଗଡ଼ :- ଶନିବାର ସାନ୍ଧ୍ୟ ସମୟରେ ପାଇକମାଲ ଥାନାକୁ ଏକ ଦୁଃଖଦ ଖବର ଆସିଲା ଯେ ଛୀଂଦେଇକେଲା ଗ୍ରାମର ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିଙ୍କ ବିଲରେ ଜଣେ ଯୁବକର ମୁତଦେହ ଏକ ଗଛରେ ଝୁଲୁଛି । ଘଟଣାର ଖବର ପାଇବା ପରେ DSP ଶ୍ରୀ ଦିନେଶ ନାଏକ , ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଘଟଣା ସ୍ଥଳକୁ…
ଭିନ୍ନକ୍ଷମ ନାବାଳିକାକୁ ବଳତ୍କାର: ଦୁଇ ନାବାଳକଙ୍କୁ କୋର୍ଟ ଚାଲାଣ
ବରଗଡ(ଶାସକ ପ୍ରଶାସକ) :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଖଲାବାହାଲ ଗ୍ରାମରେ ଗତକାଲି ଘଟିଯାଇଛି ଏକ ଅତିଗ୍ରୁଣ୍ୟ କାଣ୍ଡ । ଗ୍ରାମର ଜଣ 12 ବର୍ଷୀୟା ନାବାଳିକା କୁ ଏକୁଟିଆ ନିଛାଟିଆ ଜାଗାରେ ଦେଖି ସେହି ଗ୍ରାମର ଦୁଇ ଜଣ ନାବାଳକ ତାକୁ ଟାଣିନେଇ ନାବାଳିକା କୁ ବଳାତ୍କାର କରିଥିଲେ ।…
କୂଅରୁ ମିଳିଲା ମୃତଦେହ, ସୋମବାର ବାରିପଦା ଯାଇ ଆଉ ଘରକୁ ଫେରିନଥିଲେ
ବାରିପଦା(ଦିଲ୍ଲୀପ ମହାନ୍ତି )- ୪ଦିନ ପରେ ଆଜି ଗ୍ରାମରେ ଥିବା ଏକ କୂଅରେ ନିଖୋଜ ୱାର୍ଡ ମେମ୍ବରଙ୍କ ମୃତଦେହ ଠାବ କରାଯାଇଛି । ମହିଳାମାନେ କୂଅରୁ ପାଣି ନେବା ପାଇଁ ଆସି ଥିବା ବେଳେ କୂଅ ଭିରରେ ଏକ ମଣିଷ ଭାସୁଥିବାର ଦେଖିବାକୁ ପାଇ ଏବିଷୟରେ ଗ୍ରାମବାସୀଙ୍କୁ ଜଣାଇଥିଲେ । ଲୋକମାନେ…
ତ୍ରୁଟିପୂର୍ଣ୍ଣ ଭାବେ ସ୍କୁଲକୁ ବନ୍ଦ କରିବା ନିଷ୍ପତ୍ତି : ତାତିଲେ ଗାଁ ଲୋକ
http://www.youtube.com/watch?v=FRyYQ1UFGII
ପଦ୍ମପୁର/ସମ୍ବଲପୁର(ଶାସକ ପ୍ରଶାସକ) : 20ରୁ କମ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ସ୍କୁଲକୁ ବନ୍ଦ କରିବାକୁ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଯାହାକୁ ନେଇ ଆରମ୍ଭ ହୋଇଛି ବିବାଦ । ଶିକ୍ଷା ବିଭାଗର ଏହି ନିଷ୍ପତ୍ତିକୁ ଦୃଢ଼…
ବରିଷ୍ଠ ସାମ୍ବାଦିକଙ୍କୁ ବ୍ୟାଙ୍କ ଅଧିକାରୀଙ୍କ ଦୁର୍ବ୍ୟବହାର
http://www.youtube.com/watch?v=k5gEBqomi9k
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ସମ୍ବଲପୁର ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଶାଖାରେ ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ ହୋଇଛି l ଗତକାଲି ଦିନ ଗୋଟେ ରୁ ଦୁଇଟା ସମୟରେ ବରିଷ୍ଠ ସାମ୍ବାଦିକ ସୁଧାଂଶୁ ଶେଖର…
ନୃସିଂହନାଥରେ ପର୍ଯଟକ ଙ୍କର ହୃଦଘାତରେ ମୃତ୍ୟୁ
ବରଗଡ(ଶାସକ ପ୍ରଶାସକ) :- ବରଗଡ ଜିଲ୍ଲାର ପବିତ୍ର ପୀଠ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ନିକଟରେ ଆଜି ଜଣେ ପର୍ଯଟକ ଙ୍କର ହୃଦଘାତ ରେ ମୃତ୍ୟୁ ହେଇଯାଇଛି । ପ୍ରାପ୍ତ ବିବରଣୀ ରୁ ଜଣା ପଡ଼ିଛି ଯେ ନୂଆପଡା ଜିଲ୍ଲା ବେଳଟୁକୁରି ଗ୍ରାମର ଶ୍ରୀ ରେଖୁରାମ ଚନ୍ଦ୍ରାକର ତାଙ୍କର ପରିବାର ଓ ବନ୍ଧୁ ବର୍ଗ…