Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଟିଟିଲାଗଡରେ ବୃଦ୍ଧଙ୍କର ଆତ୍ମହତ୍ୟା।
ଟିଟିଲାଗଡ( ଗୌରବ ଦର୍ଜି)-ଟିଟିଲାଗଡ ସହରର ଗୋରୁବଜାର୍ ପଡାର ଏକ ୬୦ ବର୍ଷୀୟ ବୃଦ୍ଧ ଏକ ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ବୃଦ୍ଧ ଜଣଙ୍କର ନାମ ଗିରିଧାରୀ ସାହୁ ବୋଲି ଜଣା ପଡିଛି। ସେ ବଲାଙ୍ଗୀରରେ ରହୁଥିଲେ | କିନ୍ତୁ କରୋନା ମହାମାରୀ ପାଇଁ ଟିଟିଲାଗଡ ନିଜ ବାସଭବନକୁ ଚାଲି…
ନୟାଗଡ ମାଟିରେ ସହିଦ ଚନ୍ଦ୍ରକାନ୍ତଙ୍କ ପାର୍ଥିବ ଶରୀରରେ ଅଶ୍ରୁଳ ଶ୍ରଦ୍ଧାସୁମନ
http://www.youtube.com/watch?v=rR87c6Jy5b8
ନୟାଗଡ(ବିଶ୍ୱଜିତ ନାୟକ) : ବୀର ଯବାନ ଚନ୍ଦ୍ରକାନ୍ତଙ୍କୁ ହରାଇ ଏ ମାଟି ଝୁରୁଛି, ଗାଁ କାନ୍ଦୁଛି | ଦେଶମାତୃକା ପାଇଁ ସୀମାରେ ସହିଦ ହୋଇଥିବା ଓଡିଶା ମାଟିର ସୁଯୋଗ୍ୟ ସନ୍ତାନ କନ୍ଧମାଳର ଚନ୍ଦ୍ରକାନ୍ତଙ୍କ ପାର୍ଥିବ ଶରୀର ଆଜି ଯାଉଥିବା…
ନିଖୋଜ ହେବାର ୮ଦିନ ପରେ,ମହାନଦୀ ଟାପୁରୁ ପଦ୍ମଲୋଚନଙ୍କ ଗଳିତ ଶବ ଉଦ୍ଧାର
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲା ଧନକଉଡା ବ୍ଲକ ବୁର୍ଲାଥାନା ଚିପିଲିମା ଫାଣ୍ଡି ଅନ୍ତର୍ଗତ କର୍ଡୋଲା ଗ୍ରାମର ଜଣେ ବିବାହିତ ଯୁବକ ଗତ ଗୁରୁବାର ଦିନରୁ ନିଖୋଜ ଥିବାବେଳେ,୮ଦିନ ପରେ ଧନକଉଡା ବ୍ଲକ କୁଦ ଗୁଣ୍ଡେରପୁର ପଞ୍ଚାୟତ କୁଦ ତବଡା ମହାନଦୀ ମଝିସ୍ଥିତ ଏକ ବୁଦାରୁ…
ମୃତ୍ୟୁ ଏମିତି ବି ଆସେ : ଗାଧୋଇବାକୁ ଯାଇ ଆଉ ଫେରିଲେନି ଦୁଇ ଯାଆ
ବାରିପଦା (ଶାସକ ପ୍ରଶାସକ) : ମୃତ୍ୟୁ ବି ଏମିତି ଆସେ। ଗାଧୋଇବାକୁ ଯାଇ ବୁଡ଼ିଗଲେ ଦୁଇ ଯାଆ। ଆଜି ଏମିତି ହୃଦୟ ବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳରେ ଘଟିଛି। ମୋରଡ଼ା ଥାନା ମାକୁନ୍ଦ ଗାଁର ସାଲେପା ହାଁସଦା ଓ ଯମୁନା ହାଁସଦା ସମ୍ପର୍କରେ ଦୁଇ ଯାଆ। ଆଜି ସକାଳେ ସେମାନେ…
ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର : ଆତ୍ମହତ୍ୟା ନା ଆଉ କିଛି ?
ପାଟଣାଗଡ (ବିମଳ କୁମାର ବାଗ): ବଲାଙ୍ଗିର ଜିଲ୍ଲା ପାଟଣାଗଡ ଏନଏସି ଅଚଂଳର ବ୍ରହ୍ମପୁରା ନିକଟସ୍ଥ ଭାନୁସାଗର ପୋଖରୀର ଅନିତ ଦୂରରେ ଥିବା ଏକ ବବୁଲ ଗଛରୁ ଜଣେ ଯୁବକଙ୍କ ମୃତ ଦେହ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ କାଦୋପଡାର ସୁନ୍ଦର୍ଯ୍ୟ ଦଲେଇ (୪୨) ବୋଲି ପୁଲିସ ପକ୍ଷରୁ ଜଣାପଡିଛି ।…
ଦୁଷ୍କର୍ମ ଅଭିଯୁକ୍ତ ମାମୁଁକୁ ଧଇଲା ପୋଲିସ
ବଡ଼ବିଲ (ଶାସକ ପ୍ରଶାସକ) ୩ ବର୍ଷର ଶିଶୁକନ୍ୟାକୁ ସଂପର୍କୀୟ ମାମୁଁ ଦୁଷ୍କର୍ମ କରିଥିବା ଅଭିଯୋଗ ଘଟଣାରେ ପୋଲିସ ମାମୁଁକୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ଜଣକ ହେଲେ ପବିତ୍ର ନାଏକ ଓରଫ ପିଣ୍ଟୁ। ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତର ଝାଡ଼ଗାଁରେ ଗତ ଶନିବାର ଏହି ଅଭାବନୀୟ…
ସରକାରୀ ଜମିରେ ବେଆଇନ ଗୃହ ନିର୍ମାଣ : ତଦନ୍ତ କରାଇବାକୁ ଯାଇଥିବା ରାଜସ୍ୱ ନିରୀକ୍ଷକ ଓ ପିଅନଙ୍କୁ ଆକ୍ରମଣ
ଜୀବନରୁ ମାରିଦେବାର ଧମକ ,ଥାନାରେ ମାମଲା
ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ସହରର ସିଂହ ଭାଗ ସରକାରୀ ଜମି ଜବରଦଖଲକାରୀମାନଙ୍କ କବ୍ଚାରେ । ବଳକା ରହିଯାଇଥିବା କିଛି ସରକାରୀ ଜମି ମଧ୍ୟରୁ ବାରିପଦା ପୌରପରିଷଦର ଦେବେନ୍ଦ୍ରପୁର ମୌଜାରେ ସରକାରୀ ଜମି ଉପରେ କେତେକ ବ୍ୟକ୍ତି ଦଖଲକୁ ନେଇ…
ଟ୍ରେନରେ କଟି ଯୁବକ ଗୁରୁତର
ବଲାଙ୍ଗୀର/ ନିରୋଜ ମିଶ୍ର :ସକାଳ ପାଖାପାଖି ୬ ଟା ସମୟରେ ଜଲିଆ ଗ୍ରାମ ନିକଟରେ ଯାଇଥିବା ରେଳ ଲାଇନ କଡ଼ରେ ଏକ ଯୁବକ ଗୁରୁତର ଅବସ୍ଥାରେ ପଡ଼ିଥିବାର ସୂଚନା ମିଳିଥିଲା। ମନୋଜ ନାଏକ ଏବଂ ତାଙ୍କ ସାଥି ମାନଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ଆହାତ ଯୁବକକୁ ବଲାଙ୍ଗୀର ଭୀମଭୋଇ ମେଡିକାଲ…
ପୋଲିସ ନାକେଦମ : ପୋଲିସ ଉପରକୁ ଈଶ୍ୱର ଫିଙ୍ଗିଲା ପଥର ଓ ହାତ ବମ
୪ଘଣ୍ଟାର ଅପରେସନ ପରେ ଗିରଫ କୁଖ୍ୟାତ ହାଇୱେ ଲୁଟେରା
ବାଲେଶ୍ୱର(ଉଜ୍ଜ୍ୱଳ କର): ଦୀର୍ଘ ସାଢେ଼ ୪ଘଣ୍ଟାର ଅପରେସନ ପରେ ବାଲେଶ୍ୱରର ଅନ୍ୟତମ କୁଖ୍ୟାତ ଅପରାଧୀ ତଥା ହାଇୱେ ଲୁଟେରା ରେମୁଣା ଥାନା ଅନ୍ତର୍ଗତ ଶ୍ୟାମରାଇପୁର ଗ୍ରାମର ଲକ୍ଷ୍ମଣ ମହାଳିକଙ୍କ ପୁତ୍ର ଈଶ୍ୱର ମହାଳିକ(୫୧)କୁ କାବୁ…
କରୋନା ଯନ୍ତ୍ରଣା ଉଜାଡିଦେଲା ସଂସାର : ଘରୋଇ କଳି, ୩ମାସର ପୁଅକୁ ମାରି ବାପ ବି ଗଲା ଝୁଲି
ନୂଆପଡ଼ା/ ଅମିତ ପୁରୋହିତ : ସବୁ ଠିକ ଠାକ ଚାଲିଥିଲା | ପ୍ରବାସରେ ଥାଇ ଜୀବନ ଠିକ ଚାଲିଥିଲା | ହେଲେ କରୋନା ବଦଳାଇଦେଲା ଜୀବନର ମୋଡ | କରୋନା ଯୋଗୁ ବନ୍ଦ ହେଲା କାରଖାନା | ତାପରେ ଜୀବିକା ହରାଇ ପ୍ରବାସରୁ ରାଜ୍ୟକୁ ଫେରି କ୍ୱାରେଣ୍ଟାଇନ | ତାପରେ କ୍ୱାରେଣ୍ଟାଇନରୁ ଘରକୁ | ଘରେ ଲାଗିଲା…