Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ମିଛ ଚର୍ଚ୍ଚା ସତ ହେଇଗଲା : ସମସ୍ତଙ୍କ ଆଖିପତା ଓଦା କରି ଫେରିଗଲେ ଅଭିନୟ ବାଦଶାହ
ସମଗ୍ର ଓଡ଼ିଆ କଳାଜଗତ ସ୍ତବ୍ଧ, ଆଖି ବୁଜିଦେଲେ ସମସ୍ତଙ୍କ ବିଜୟ ମହାନ୍ତି
ଭୁବନେଶ୍ୱର(ଶାସକ ପ୍ରଶାସକ) : ସମସ୍ତେ ମିଛରେ ଗୋଟାଏ ଚର୍ଚ୍ଚା କରିଥିଲେ ସେ ଚାଲିଗଲେ ବୋଲି | ସମସ୍ତେ ଭାବିଲେ ଏଭଳି ମିଛ ପ୍ରଚାର ତାଙ୍କ ଆୟୁଷକୁ ବଢ଼ାଇ ଦେଲା | ହେଲେ ସେମିତି କିଛି ହେଲାନି | ମିଛ ଚର୍ଚ୍ଚା…
ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪ ଶ୍ରମିକ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ପାଇକମାଲ ନୂଆପଡା ରାସ୍ତାରେ ମିଠାପଲି ନିକଟସ୍ଥ ବିକ୍ରମନଗର ମନଭଙ୍ଗ ଛକ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ଚାରିଟା ସମୟରେ ଏକ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ହେଇ ଓଲଟି ପଡିବାରୁ ଟ୍ରାକ୍ଟରରେ ବସିଥିବା ଚାରି ଜଣ ଶ୍ରମିକ ଅଳ୍ପକେ ବର୍ତ୍ତୀ ଯାଇଥିଲେ ।…
ବିପିନ୍ ଚନ୍ଦ୍ର ମାଳବିଷୋୟୀଙ୍କ ବିୟୋଗରେ ଗଜପତି ଜିଲ୍ଲା ବରିଷ୍ଠ କଳାକାର ସଂଘ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆର୍. ଉଦୟଗିରି ନିବାସୀ ଜୈନିକ ସାଂସ୍କୃତିକ ବ୍ୟକ୍ତିତ୍ୱ ବିପିନ୍ ଚନ୍ଦ୍ର ମାଳବିଷୋୟୀଙ୍କ ଆଜି ସକାଳେ ହଠାତ୍ ହୃଦଘାତରେ ପରଲୋକ ହୋଇଯାଇଛି। ସେ ବ୍ରହ୍ମପୁର ବିସିସି ବ୍ୟାଙ୍କର ବରିଷ୍ଠ କିରାଣୀ ଭାବେ ଅବସର ନେଇ ଗଜପତି ଜିଲ୍ଲାରେ…
ସୁୁନାମୁହିଁ ଗ୍ରାମ ପଂଚାୟତରେ ସୂଚନା ଅଧିକାର କର୍ମୀଙ୍କୁୁ ମାଡ
ଉଭୟ ପକ୍ଷରୁ ଥାନାରେ ୨ଟି ଅଭିଯୋଗ ଦାଖଲ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ବ୍ଳକ ସୁନାମୁହିଁ ପଂଚାୟତ କାର୍ଯ୍ୟାଳୟକୁ ସୂଚନା ସମ୍ପର୍କୀତ ତଥ୍ୟ ପାଇଁ ଯାଇଥିବା ସମୟରେ ସୂଚନା ଅଧିକାର ତଥା ସାମାଜିକ କର୍ମୀ ରାମଚନ୍ଦ୍ର ଚୈାଧୁରୀଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ହୋଇଥିବା ବେଳେ…
ଯୁବକର ଆତ୍ମହତ୍ୟା ସନ୍ଦେହ, କାରଣ ଅସ୍ପଷ୍ଟ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଛେତେଙ୍ଗା ଗ୍ରାମର ପ୍ରଫୁଲ୍ଲ ମହାଳିଙ୍ଗ ଗତକାଲି ସନ୍ଧ୍ୟା ସମୟରେ ପାଇକମାଲ ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କର ପୁଅ ସଂଗ୍ରାମ ମହାଳିଙ୍ଗ ନିକଟସ୍ଥ ବ୍ରାମହନଦିହି ଓ କୁତ୍ରାମାଲ ମଝିରେ ଏକ ଲିମ୍ବ ଗଛରେ ବେକରେ ଏକ କପଡା ରାଶି ଲଗାଇ…
ଟିକ୍ ଟକ୍ ଭିଡ଼ିଓ, ଆଉ ତାପରେ ବ୍ଲାକମେଲ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଟାଉନ ଥାନା ଅଧୀନ ଅଞ୍ଚଳରେ ଏକ ନାବାଳିକା ଟିକ୍ ଟିକ୍ ଭିଡ଼ିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ଉକ୍ତ ପୋଷ୍ଟକୁ କଟକ ଜିଲ୍ଲା ଅଞ୍ଚଳର ସିଦ୍ଧାର୍ଥ କୁମାର ବେହେରା ନାମକ ଏକ ଯୁବକ ନାବାଳିକାର ମୋବାଇଲକୁ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେବା…
ଝାରସୁଗୁଡ଼ା ବିଟିଏମ ପଡ଼ିଆରେ ଅଚିହ୍ନା ଶବ ଠାବ।
ଝାରସୁଗୁଡ଼ା -(ସୁଭାଷ ସହାରେ) : ଝାରସୁଗୁଡ଼ା ଥାନା ଅଞ୍ଚଳ ଅନ୍ତର୍ଗତ ବିଟିଏମ ପଡ଼ିଆରେ ଏକ ଅଚିହ୍ନା ଶବ ମିଳିଛି। ଲାଲ ଟି ସାର୍ଟ ଓ ଧୂସର ରଙ୍ଗର ଏକ ବରମୁଡା ପିନ୍ଧିଥିବା ଏହି ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ ୪୦ ରୁ ୪୨ ବର୍ଷ ମଧ୍ୟରେ ବୋଲି ଅନୁମାନ କରାଯାଉଛି। ଏ ପର୍ଯ୍ୟନ୍ତ ମୃତ ବ୍ୟକ୍ତିଙ୍କ…
ଝାରସୁଗୁଡ଼ାରେ ବଢ଼ିବାକୁ ଲାଗିଛି ବେଆଇନ ମଦ କାରବାର
ଝାରସୁଗୁଡ଼ା/ ସୁବାଷ ସାହାରେ : ଝାରସୁଗୁଡ଼ାର ବଡ଼ମାଲ ପୋଲିସ ଦ୍ୱାରା ଆଜି ୨୦ ଲିଟର ରନ୍ଧା ଦେଶୀ ମଦ ସହ ବଂଜ୍ଜାରି ନିକଟ ଗ୍ରାମର ସନୀଚର ଓରାମ (୨୯) ପିତା କୃଷ୍ଣ ଗୋପାଳ ଓରାମ ଙ୍କୁ ଧରିଥିବା ସୂଚନା ମିଳିଛି | ବଡ଼ମାଲ ଥାନା ରେ ଏକ ମାମଲା ୧୪୨/୨୦୦୨ (୫୨) (କ) ରୁଜୁ କରି କୋର୍ଟ ଚାଲାଣ…
୫୭୬ ବଣ୍ଡଲ କେନ୍ଦୁପତ୍ର ଜବତ: ହାଇଓ୍ୱା ସହ ୨ ଗିରଫ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଅଞ୍ଚଳରୁ ଚୋରା ବେପାରୀମାନେ କେନ୍ଦୁପତ୍ର ଚାଲାଣ କରୁଥିବା ସମୟରେ ବନବିଭାଗ ହାତରେ ଧରା ପଡିଛନ୍ତି। ପ୍ରକାଶ ଯେ, ରେଢାଖୋଲ ବନଖଣ୍ଡ ଗୋଗୁଆ ପଞ୍ଚାୟତର ଲାଇଜା ପାଖରେ ଆଜି ଭୋରରୁ ଏକ ହାଇଓ୍ୱା…
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକଙ୍କର ପରଲୋକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକଙ୍କର ପରଲୋକ ହୋଇଯାଇଛି । ସେ କଟକ ସ୍ଥିତ ଅଶ୍ଵିନୀ ହସ୍ପିଟାଲରେ ଚିକିତ୍ସିତ ଥିବା ଅବସ୍ଥାରେ ବୁଧବାର ରାତ୍ରରେ ପରଲୋକ ହୋଇଥିବା ସୂଚନା ମିଳିଛି । ତାଙ୍କ ମୃତ୍ୟୁରେ ଗଜପତି…