Browsing Category

ଅଘଟଣ

ଜୁଆ ଖେଳ:ଲକ୍ଷାଧିକ ଟଙ୍କା ସହ ୧୭  ଜଣ ଗିରଫ କଲା ଟାଉନ ଥାନା ପୋଲିସ.

ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡ଼ା ସହର ସ୍ଥିତ ପାହାଡ଼ି ମନ୍ଦିର ଛକ ରାସ୍ତା ଉପରେ ଥିବା ଏକ କପଡା ବ୍ୟବସାୟୀ ଙ୍କ କୋଠାରେ ବଡ଼ ଧରଣର ଜୁଆ ଚାଲୁଥିଲା । ଟାଉନ ପୋଲିସ କୌଣସି ସୂତ୍ରରୁ ଖବର ପାଇ ବୁଧବାର ସନ୍ଧ୍ୟା ରାତି ପ୍ରାୟ ୮ ଟା ସମୟରେ ଚଢ଼ାଉ କରି ୧୭ ଜଣ କୁ ଗିରଫ କରିଛି ।ଏବଂ…

ପୋଖରୀରେ ବୁଡି ଯୁବକ ମୃତ

ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡା ଜିଲ୍ଲା ବନ୍ଧବାହାଲ ଫାଣ୍ଡି ଅନ୍ତର୍ଗତ କିରାରମା ଗାଁ ପୋଖରୀରେ ଗତ ବୁଧବାର ରାତିରେ ଗାଧୋଉଥିବା ବେଳେ ଅସାବଧାନତା ବଶତଃ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବରଣ କରିଥିବା ଯୁବକ ଜଣଙ୍କ ହେଲେ କିରାରମା ଗ୍ରାମର ଯଦୁମଣି ପ୍ରଧାନ(୨୩) ବୋଲି…

ବିଧବା ଅସହାୟ ବୃଦ୍ଧାଙ୍କୁ ଦଳିଦେଲେ ଦୁଇହାତୀ 

ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡ଼ା ଜିଲ୍ଲା କିର୍ମିରାବ୍ଳକ ଭୀମଯୋର ପଞ୍ଚାୟତ ଭଉଁରା ଗ୍ରାମ ସିଂହିପଡାର ଏକ ବୃଦ୍ଧା ବିଧବା ଅସହାୟ ମହିଳା ଜମୁନା ବେହେରା(୭୦) ସରକାରଙ୍କ ଦ୍ଵାରା ନିଜେ ପାଇଥିବା ଇନ୍ଦିରା ଆବାସ କୁ ସଉତ ପୁଅ ହୃଦାନନ୍ଦ ବେହେରା ଅକ୍ତିଆର କରି ରହିଥିବା ବେଳେ ବୃଦ୍ଧା…

ବ୍ରଜରାଜନଗରରେ ଭୁଜାଲି ମାଡ଼ : ଦୁଇ ଯୁବକ ଆହତ

ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡା :-ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗା ନଗର ଅଞ୍ଚଳରେ ଦୁଇ ଜଣ ଯୁବକ ଭୁଜାଲି ମାଡ଼ରେ ଆହାତ। ସୂଚନା ଅନୁଯାୟୀ, ଆଜି ପ୍ରାୟ ସନ୍ଧ୍ୟା 4.30 ସମୟରେ ଜଣେ ବ୍ୟକ୍ତି ଅନ୍ୟ ଦୁଇ ଜଣ ବ୍ୟକ୍ତି ଙ୍କ ସହିତ ଖୁବ ଯୁକ୍ତି ତର୍କ ଚାଲିଥିଲା ସମୟରେ ସେହି…

କୂଅରେ ଭାସୁଛି ନବଜାତ ଶିଶୁର ଶବ

ବୌଦ୍ଧ(ଶାସକ ପ୍ରଶାସକ)- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ କୁଶଙ୍ଗ ଗ୍ରାମ ପଞ୍ଚାୟତର ଭଗାମୁଣ୍ଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଡି ପଟେ ଥିବା ଏକ କୂଅ ମଧ୍ୟରେ ଗୋଟିଏ ନବଜାତକ ଶିଶୁର ଶବ ଭାସୁଥିବା ଆଜି ସକାଳୁ ଦେଖିବାକୁ ମିଳିଛି l ଶବଟି ଗୋଟିଏ ନବଜାତ ଶିଶୁ ପୁତ୍ର ବୋଲି ଜଣାପଡିଛି l ଆଜି…

ଜ୍ୱାଇଁଙ୍କୁ ହତ୍ୟାକଲେ ଶ୍ୱଶୁର ଘର ଲୋକେ!

ପୁରୁଣା କଟକ (ଶାସକ ପ୍ରଶାସକ): ବୌଦ୍ଧ ଜିଲ୍ଲା  ପୁରୁଣାକଟକ  ଥାନା ପିତାମ୍ବରପୁର ପଞ୍ଚାୟତ ଅନ୍ତର୍ଗତ ଇନ୍ଦ୍ରପୁର ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ଏକ ହତ୍ୟାକାଣ୍ଡ ର ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ  ପୁରୁଣାକଟକ ଥାନା ରାଜିଂ  ଗ୍ରାମର ଲବ ବଗର୍ତ୍ତି ପାଖ ଗାଁ ର…

୧୨ବର୍ଷର ଝିଅକୁ ଦୁଷ୍କର୍ମ କଲେ ୬୦ବର୍ଷୀୟ ବୃଦ୍ଧ : ଦୁଷ୍କର୍ମ ପରେ ଘଟଣା ସଂପର୍କରେ ନକହିବାକୁ ପୀଡ଼ିତାଙ୍କୁ ଦେଲେ …

ଅନୁଗୁଳ (ଶାସକ ପ୍ରଶାସକ): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନା ହିଙ୍ଗଣ୍ଡଳ ଗାଁରେ  ୧୨ ବର୍ଷର ନାବାଳିକାଙ୍କୁ ସେହି ଗ୍ରାମର ୬୦ ବର୍ଷ ବୟସ୍କ ବୃଦ୍ଧ ଦୁଷ୍କର୍ମ କରିଥିବା  ଅଭିଯୋଗ ହୋଇଛି । ଯାହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି । ଗାଁ କମିଟି ନିଷ୍ପତ୍ତି ପରେ ଗ୍ରାମବାସୀ ନ୍ୟାୟ ପାଇଁ…

ଗୋ ଚାଲାଣ ରୋକିଲେ ଗ୍ରାମବାସୀ: ୪୨ ଗାଈ ଉଦ୍ଧାର, ୫ ଗିରଫ, କନଟେନର ଜବତ

ସମ୍ବଲପୁର-(ରମାକାନ୍ତ ବିଶ୍ବାଳ): ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଅମାପାଲି ଗ୍ରାମରୁ କୋଲକତାକୁ ଗୋ ଚାଲାଣ ହେଉଥିବା ସମୟରେ ଗ୍ରାମବାସୀମାନେ ଏହାକୁ ରୋକିବାରେ ସଫଳ ହୋଇଛନ୍ତି । ଗାଈ ଚାଲଣ କରୁଥୁବା ଅଭିଯୁକ୍ତ ଓ ଗାଡିକୁ ଗ୍ରାମବସୀ ମାନେ ଅଟକ ରଖି ରେଙ୍ଗାଲି ପୁଲିସକୁ ଖବର…

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ର ୬୭ ବର୍ଷିୟ  ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁ 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ସମ୍ବଲପୁର ପାଇଁ ଗୁରୁବାର  ଦୁଃଖଦ ଖବର ନେଇ ଆସିଛି ମହାମାରୀ କରୋନା l ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ର ୬୭ ବର୍ଷିୟ  ପ୍ରଥମ କରୋନା ରୋଗୀ ଙ୍କ ମୃତ୍ୟୁ ହୋଇଛି  l ଏନେଇ ସରକାରୀ ସ୍ତରରେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି l  ଉକ୍ତ…

ବୃଦ୍ଧଙ୍କୁ ନିର୍ମମ ହତ୍ୟା

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ବମାଲୋଇ ଗ୍ରାମ ପଞ୍ଚାୟତ ଗୁରୁପାଲି ପାଖ କପିଲାଶ ପଡାରେ ରାମ କିସାନ (୬୦) ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।  ମୃତ ରାମ କିସାନଙ୍କ ପୁଅ ଭରତଙ୍କ ଏତଲା ଆଧାରେ ରେଙ୍ଗାଲି ଥାନା ଅଧିକାରୀ ଧବଳେଶ୍ବର ସାହୁ …