Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ବୁଗୁଡା ତହସିଲଦାରଙ୍କୁ ଘେରାଉ, ମାମଲା ରୁଜୁ
ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ଥାନା ଅନ୍ତର୍ଗତ ଷୋହଳ ମଇଲ ଛକରେ ସାର ଯୋଗାଣ ପାଇଁ ଦାବୀ କରି ରାମଣ୍ଡା ଓ ଅନ୍ୟ ଗ୍ରାମର ଲୋକମାନେ ମୁଖ୍ୟ ରାଜପଥକୁ ଅବରୋଧ କରିଥିବା ବେଳେ ବୁଗୁଡା ତହସିଲଦାରଙ୍କୁ ଘେରାଉ କରି ସାର୍ଟ ଚିରିବା ଓ ଟାଣ ଓଟରା କରିବା ନେଇ ଏକ ମାମଲା ରୁଜୁ…
ଝାରସୁଗୁଡ଼ାରେ ସେକ୍ସ କାରବାର। ଅପହୃତାଙ୍କ ଉଦ୍ଧାର ପରେ ଗିରଫ ହେଲେ ବିଧବା ମହିଳା।
ଝାରସୁଗୁଡ଼ା:(ସୁଭାଷ ସହାରେ) ଝାରସୁଗୁଡ଼ା ପୋଲିସ ଦ୍ବାରା ଜଣେ ବିଧବା ସ୍ତ୍ରୀ ଯୌନ କାରବାରରେ ଲିପ୍ତ ଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ଜଣେ ନାବାଳିକାଙ୍କୁ ମହିଳା ଜଣକ ଅପହରଣ କରିନେଇ ଜଣେ ଦୁଷ୍କର୍ମକାରୀ ପାଖରେ ଛାଡ଼ି ଦେଇଥିଲେ। ଉକ୍ତ ନାବାଳିକା ଉଦ୍ଧାର ହେବା ପରେ…
ପରଲୋକରେ କବି ଭବାନୀ ଶଙ୍କର ନାଥ
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ସ୍ଵନାମଧନ୍ୟ ସମ୍ବଲପୁରୀ ଲେଖକ ତଥା କବି ଭବାନୀ ଶଙ୍କର ନାଥଙ୍କ ରବିବାର ଭୋର ୪ଟା ସମୟରେ ଠେମରାସ୍ଥିତ ତାଙ୍କ ବଡ ଜ୍ବାଇଁଙ୍କ ବାସଭବନରେ ହୃତଘାତ ଜନିତ ମୃତ୍ୟୁ ହୋଇଯାଇଛି। ଏ ଖବର ପ୍ରଚାର ହେବା ମାତ୍ରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି। ସେ…
ପୋଲିସ ଗାଡିରେ ଗଞ୍ଜେଇ ଚୋରା ଚାଲାଣ- ବାଃ, କି ସୁନ୍ଦର ବ୍ୟବସ୍ଥା
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଶନିବାର ସନ୍ଧ୍ୟା ୬ ଟା ବେଳେ କୌଣସି ବିଶ୍ୱସ୍ତ ସୂତ୍ର ରୁ ସମ୍ବଲପୁର ରୁ ଝାରସୁଗୁଡା ଅଭିମୁଖେ ଏକ ବଲେରୋ ଗାଡ଼ିରେ ଗଞ୍ଜେଇ ଚାଲାଣ ହୋଉଥିବା ଖବର ପାଇ ରେଙ୍ଗାଲି ଥାନା ଭାରପ୍ରାପ୍ତ…
ଆଖାଡାର ଓସ୍ତାଦ ପିତାମ୍ବର ରାଏଙ୍କ ପରଲୋକ।
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ସମଲେଶ୍ୱରୀ ମନ୍ଦିରର ଆଖାଡା ଓସ୍ତାଦ ତଥା ପୂର୍ବତନ ରାଜସ୍ବ ଇନ୍ସପେକ୍ଟର ପିତାମ୍ବର ରାଏ (୬୮) ଙ୍କ ଶନିବାର ପରଲୋକ ହୋଇଛି l ସେ ନିଜ ଅନ୍ତେ ପତ୍ନୀ, ୩ ଝିଅ ଓ ୩ ପୁଅ କୁ ଛାଡି ଯାଇଛନ୍ତି l ପିତାମ୍ବର ରାଏ ୧୯୯୩ ମସିହାରେ ସମଲେଶ୍ୱରୀ ମନ୍ଦିର ର…
ମହଙ୍ଗା ପଡିଲା ଗଞ୍ଜେଇ ଗାଡ଼ିରୁ ବଟି ଆଦାୟ : ନିଲମ୍ବିତ ହେଲେ ଏସ୍ଆଇ, ବନ୍ଧା ହେଲେ ୨ ହୋମ୍ଗାର୍ଡ
ମାଲକାନଗିରି / ବି ଶ୍ରୀନିବାସ ପାତ୍ର: ମହଙ୍ଗା ପଡିଲା ଗଞ୍ଜେଇ ବ୍ୟବସାୟୀଙ୍କଠାରୁ ଜୋରଜବରଦସ୍ତି ଟଙ୍କା ଆଦାୟ |ଏସ୍ଆଇ ନିଲମ୍ବିତ ଓ ଏଏସ୍ଆଇଙ୍କ ନାମରେ ମାମଲା ରୁଜୁ | ୨ ହୋମ୍ଗାର୍ଡଙ୍କୁ ଗିରଫ କରାଯାଇଛି। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡା ଥାନା…
ଭାଲୁ ଆକ୍ରମଣରେ ଲହୁଲୁହାଣ
ପଦ୍ମପୁର : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ କେର୍ମେଲାବାହଲ ଗାଁରେ ଭାଲୁ ଜଣକୁ ଆକ୍ରମଣ କରି ଲହୁଲୁହାଣ କରିଛି ପ୍ରକାଶ ଚନ୍ଦ୍ର ନାଗ କୁ । ଆଜି ଭୋର ସକାଳରୁ ପ୍ରକାଶ ବିଲକୁ ଚାଷ କାମପାଇଁ ଯାଇଥିଲେ ତାଙ୍କ ସାଙ୍ଗସହ । ସେହି ସମୟରେ ଅତର୍କିତ ଭାବରେ ଭାଲୁଟି ଆକ୍ରମଣ କରି ପ୍ରକାଶର ମୁହଁସକୁ…
ମୋଟୁ ପୋଲିସକୁ ସଫଳତା
ମାଲକାନଗିରି/ବି ଶ୍ରୀନିବାସ ପାତ୍ର : ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ପୋଲିସକୁ ମିଳିଛି ସଫଳତା । ୮୬ . ୨ କେଜି ଗଞ୍ଜେଇ ସହ ଗୋଟିଏ ମୋଟର ସାଇକେଲ, ମୋବାଇଲ ଓ ନଗଦ ୭୦୦୦ ଟଙ୍କା କରିଛି ଜବତ | ଘଟଣାରେ ସଂପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ । ପୋଲିସକୁ ଦେଖି ଘଟଣା ସ୍ଥଳରୁ…
ଦନ୍ତାହାତୀ ଦଳିଦେଲା : ଲିଭିଗଲା ଚାଷୀଙ୍କ ଜୀବନ ଦୀପ
ଲୋକଙ୍କୁ ନୟାନ୍ତ କଲାଣି ଦନ୍ତାଙ୍କ ଉତ୍ପାତ, ବନ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ
ରେଢ଼ାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡରେ ଦିନକୁ ଦିନ ହାତୀ ଉପଦ୍ରବ ଯୋଗୁଁ ଜନସାଧାରଣ ନୟାନ୍ତ ହେବାକୁ ବସିଲେଣି। ସେପଟେ ବନ ବିଭାଗ କୁମ୍ଭକର୍ଣ୍ଣ…
ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା : ସମ୍ବଲପୁର ଏସପି, ଏସଡିପିଓ ଏବଂ ଥାନାଧିକାରୀଙ୍କ ବଦଳି ସହ ଅଭିଯୁକ୍ତଙ୍କୁ ତୁରନ୍ତ…
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜ଼ିଲ୍ଲାରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ସାଙ୍ଗକୁ ବିଗୁଡୁଥିବା ଆଇନ ଶୃଙ୍ଖଳା ସ୍ଥିତି ଏବଂ କରୋନା ଯୋଦ୍ଧା (ସାମ୍ବାଦିକ) ଙ୍କୁ ମରଣାତ୍ମକ ଆକ୍ରମଣ ଘଟଣା ରେ ପୋଲିସ ର ପକ୍ଷପାତିତା ଅଭିଯୋଗ ନେଇ ସମ୍ବଲପୁର ଏସପି ଙ୍କ ବଦଳି ଦାବି ହୋଇଛି l…