Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ: ସମ୍ବର୍ଦ୍ଧିତ ହେଲେ ୪୬ଜଣ କୃତୀ ପ୍ରତିଯୋଗୀ
ଭୁବନେଶ୍ୱର - ଦେଶ ଏବେ ପାଳନ କରୁଛି ସ୍ୱାଧୀନତା ୭୫ ବର୍ଷ ପୂର୍ତି ଉତ୍ସବ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅଗଣିତ ସ୍ୱାଧୀନତା ସଂଗ୍ରାମୀଙ୍କର ତ୍ୟାଗପୂତ ବଳିଦାନ ଫଳରେ ଆମକୁ ମିଳିଥିବା ସ୍ୱାଧୀନତା ଓ ଭାରତର ଗଣତନ୍ତ୍ର ପ୍ରତି ସଂପ୍ରତି ଆହ୍ୱାନ ସୃଷ୍ଟି ହୋଇଛି । ମହାମନିଷୀ…
ମହଙ୍ଗା ମାଡ଼ ଓ ବେରୋଜଗାର ଚର୍ଚ୍ଚାକୁ ଯୋରଦାର କରିବାପାଇଁ ରାଜ୍ୟ କଂଗ୍ରେସର ପ୍ରସ୍ତୁତି ବୈଠକ
ଭୁବନେଶ୍ୱର- ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦରଦାମର ଅହେତୁକ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା ଓ ଅର୍ଥନୀତିକୁ ଭୁଲ ବାଟରେ ପରିଚାଳନା କରିବା ଯୋଗୁଁ ଆଜି ସାରା ଭାରତ ବର୍ଷରେ ଏକ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି । ଏହି କିଛି ଦିନ ତଳେ କେନ୍ଦ୍ର ସରକାର ଜିଏସଟି କାଉଂନସିଲ ବୈଠକରେ ଗୁଡ଼, ଚୁଡ଼ା,…
ଜନସାଧାରଣଙ୍କ ପ୍ରତି ପ୍ରତାରଣା କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର – ପିସିସି ସଭାପତି
ମୁଦ୍ରାସ୍ପିତି, ଅହେତୁକ ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ବିରୋଧରେ ଅଗଷ୍ଟ ୧୭ ରୁ ୨୩ ତାରିଖ ରାଜ୍ୟ ବ୍ୟାପି “ମହଙ୍ଗାଇ ପର ଚର୍ଚ୍ଚା”
ଆସନ୍ତା ୨୮ ତାରିଖ ଦିଲ୍ଲୀର ରାମଲୀଳା ମୈଦାନରେ “ମହଙ୍ଗାଇ ପର ହାଲ୍ଲା ବୋଲ – ଚଲୋ ଦିଲ୍ଲୀ”
ଭୁବନେଶ୍ୱର - ବିଜେପି ନେତୃତ୍ୱାଧୀନ ମୋଦି…
କଂଗ୍ରେସ ବଳିଦାନର ୭୫ ବର୍ଷ ଉପଲକ୍ଷେ ଜିଲ୍ଲା କଂଗ୍ରେସ କମିଟିର ବ୍ଲକ ପକ୍ଷରୁ ସ୍ବାଧୀନତା ଗୌରବ ପଦଯାତ୍ରା
କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ତ୍ୟାଗ ଓ ବଳିଦାନର ୭୫ ବର୍ଷ ଉପଲକ୍ଷେ ଜିଲା କଂଗ୍ରେସ କମିଟି ସହାୟତା ରେ ବ୍ଲକ କଂଗ୍ରେସ ପକ୍ଷରୁ ସ୍ବାଧୀନତା ର ଗୌରବର ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ପ୍ରଦେଶ କଂଗ୍ରେସ ଦଳର ସଭାପତି ଶରତ ପଟ୍ଟନାୟକ ଙ୍କୁ…
ଗାନ୍ଧୀ ସ୍ମୃତିପୀଠ ବେରୋବୋଇରୁ ଲବଣ ସତ୍ୟାଗ୍ରହର ଅନ୍ୟତମ ମୁକସାକ୍ଷୀ କୁହୁଡି ପର୍ଯ୍ୟନ୍ତ ତ୍ରିରଙ୍ଗା ପଦଯାତ୍ରାରେ ଯୋଗ…
ଭୁବନେଶ୍ୱର, : ସ୍ୱାଧୀନତା ସେନାନୀଙ୍କ ପ୍ରେରଣା ଓ ଦେଶ ବିକାଶର ଅବଦାନ ରଖି ଯାଇଥିବା ମହାପୁରୁଷ ଓ ରାଷ୍ଟ୍ରନାୟକଙ୍କ ପ୍ରେରଣାକୁ ମନେ ପକାଇ ଆତ୍ମନିର୍ଭର ଭାରତ ଗଠନ ପାଇଁ ସଂକଳ୍ପ ଅମୃତ ମହୋତ୍ସବର ମୂଳ ଲକ୍ଷ୍ୟ । ସ୍ୱାଧୀନତା ୭୫ ବର୍ଷ ପୁର୍ତି ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ…
ରାଜ୍ୟରେ ବ୍ୟାପିଥିବା ମହାମାରୀ ନିରୀହ ଆଦିବାସୀଙ୍କୁ ସରକାରଙ୍କ ଉପହାର- କଂଗ୍ରେସ
ଭୁବନେଶ୍ୱର - ଆଦିବାସୀମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ଓ ଅପାରଗତା ପାଇଁ ବର୍ତମାନ ଆଦିବାସୀ ବହୁଳ ରାୟଗଡ଼ା, କୋରାପୁଟ କଳାହାଣ୍ଡି, ନବରଙ୍ଗପୁର, ଗଜପତି ଓ ନୂଆପଡ଼ା ଜିଲ୍ଳାରେ ମହାମାରୀ ପାଇଁ ଅନେକ ଜୀବନ ଚାଲିଯାଉଛି । ଅନେକ ଯୋଜନାର ଡିଣ୍ଡିମ ପିଟି ଲୋକଙ୍କୁ ଭୂଆଁ ବୁଲାଉଥିବା…
ଆଇସିଏଆଇ ପକ୍ଷରୁ ଜିଏସ୍ଟି ଉପରେ ତାଲିମ କାର୍ଯ୍ୟକ୍ରମ
ତାଲିମ ନେଲେ ଓଡିଶା କମିଶନର୍ ଅଫ୍ ସିଟି ଏବଂ ଜିଏସ୍ଟିର ୨୦୦ରୁ ଉର୍ଧ୍ଵ ଅଧିକାରୀ
ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ପକ୍ଷରୁ ଓଡିଶା କମିଶନର୍ ଅଫ୍ ସିଟି ଏବଂ ଜିଏସ୍ଟିର ଅଧିକାରୀ ମାନଙ୍କ ପାଇଁ ଜିଏସ୍ଟି ଉପରେ ଦୁଇ ଦିନିଆ ତାଲିମ…
ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୂର୍ମୁଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଲେ ବୈଜୟନ୍ତ
ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୂର୍ମୁଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଲେ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା।
ଅଯୋଧ୍ୟାନାଥ ମହାପାତ୍ର ଘୁମୁସର ସାଂଗଠନିକ ଜିଲ୍ଲା ବିଜେପି ଉପସଭାପତି
ଭଞ୍ଜନଗର/ନିଲୁ ବିଷୋୟୀ : ଘୁମୁସର ଜିଲ୍ଲା ବିଜେପିର କାଯ୍ୟକାରିଣୀ ବୈଠକ ସଭାପତି ଗୋକୁଳାନନ୍ଦ ମଲ୍ଲିକ ଙ୍କ ସଭାପତିତ୍ୱରେ ଶୁକ୍ରବାର ପୋଲସରା ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଘୁମୁସର ସାଂଗଠନିକ ଜିଲ୍ଲା ପାଇଁ ବିଭିନ୍ନ ପଦପଦବୀ ନିମନ୍ତେ ନେତା ମାନଙ୍କୁ ନିଯୁକ୍ତ କରାଯାଇଛି। ବରିଷ୍ଠ…
ଜିଲ୍ଲା ବିଜେପିର ୪ର୍ଥ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜଗତସିଂହପୁର ସ୍ଥିତ ଶାରଦା ମଣ୍ଡପ ଠାରେ ଜିଲ୍ଲା ବିଜେପି ପକ୍ଷରୁ ଚତୁର୍ଥ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭାପତି ସମୀର ମହାନ୍ତି ଙ୍କ ସହ ଜିଲ୍ଲା ସଭାପତି ସତ୍ୟବ୍ରତ…