Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଜୁଏଲ ହେବେ ବାଚସ୍ପତି, ବିଜେଡି ଭାଗରେ ଉପ !!!
ଭୁବନେଶ୍ୱର : ମନ୍ତ୍ରୀ ପଦ ସିନା ଦୁଇଟା ମିଳିଲା, ହେଲେ ଏବେ ବାଚସ୍ପତି ପଦ ମିଳିବାକୁ ଯାଉଛି ଓଡିଶାକୁ | ମିଳିଥିବା ସୂଚନା ଅନୁଯାୟୀ ମନ୍ତ୍ରୀପଦରୁ ବଂଚିତ ହୋଇଥିବା ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏହି ପଦ ପାଇବାକୁ ଯାଉଛନ୍ତି | କେବଳ ସେତିକି ନୁହେ…
ସୁଦାମ , ରାଜକିଶୋର ଓ ବାସନ୍ତିଙ୍କୁ ମୟୁରଭଞ୍ଜ ଜିଲା ବିଜୁ ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା
ବାରିପଦା(ଦିଲ୍ଲୀପ ମହାନ୍ତି) ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି , ବିଧାୟକ ରାଜକିଶୋର ଦାସ ଏବଂ ବାସନ୍ତି ହେମ୍ବ୍ରମଙ୍କୁ ମୟୁରଭଞ୍ଜ ଜିଲା ବିଜୁ ଜନତାଦଳ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି । ଭୂବନେଶ୍ୱରରୁ ମନ୍ତ୍ରୀ ସୁଦାମ ମାର୍ଣ୍ଡି ବାରିପଦା…
ବିଜେପୁରବାସୀଙ୍କ ଭଲ ପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଶାସକ ପ୍ରଶାସକ): ୨୦୧୮ ବିଜେପୁର ଉପ-ନିର୍ବାଚନ ସମୟରେ ଆପଣମାନଙ୍କର ଭଲ ପାଇବା ମୋତେ ଅଭିଭୂତ କରିଥିଲା । ୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହେବା ପାଇଁ ମୋତେ ବିଭିନ୍ନ ମହଲରୁ ଅନୁରୋଧ କରାଯାଇଥିଲା । ଏ ପରିପ୍ରେକ୍ଷୀରେ ବିଜେପୁରରୁ ପ୍ରାର୍ଥୀ ହେବା ପାଇଁ…
ବଡ ପ୍ୟାକେଜେ ଘୋଷଣା କରିସାରି ବିଜେପୁର ଛାଡିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟର ଦୁଇଟି ଆସନରୁ ବିପୁଳ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି | ବାଚସ୍ପତିଙ୍କୁ ଏକ ପତ୍ର ପ୍ରେରଣା କରି ବିଜେପୁରରୁ ଇସ୍ତଫା ଦେଇଥିବା ବିଷୟରେ ଜଣାଇଛନ୍ତି…
ଫନି ଦୁଃଖ : ଇଫତାର ପାଳିବନି ବିଜେଡି ମାଇନରିଟି ସେଲ
ଭୁବନେଶ୍ୱର: ରାଜ୍ୟରେ ସଂଖ୍ୟାଲଘୁ ସଂପ୍ରଦାୟର ଜନସାଧାରଣଙ୍କ ପବିତ୍ର ରମଜାନ ମାସ ଏବେ ଚାଲିଥିବା ବେଳେ ଏଥିଲାଗି ବିଭିନ୍ନ ଅନୁଷ୍ଠାନ, ରାଜନୈତିକ ଦଳ ଓ ନେତୃସ୍ଥାନୀୟ ବ୍ୟକ୍ତି ଇଫ୍ତାର ପାର୍ଟିର ଆୟୋଜନ କରିଥାନ୍ତି । ଭାଇଚାରା ଅକ୍ଷୁଣ୍ଣ ରଖିବା ଓ ସମେସ୍ତ ସବୁ ଧର୍ମକୁ ସମ୍ମାନ ଦେବା…
ଅରୁଣଙ୍କ ମନ୍ତ୍ରୀପଦରେ ଅଂଚଳବାସୀ ଆନନ୍ଦିତ
ଓଡଗାଁ(ଶ୍ରୀକାନ୍ତ ମିଶ୍ର ): ନୟାଗଡ ନିର୍ବାଚନ ମଣ୍ଡଳିରେ ଡ. ଅରୁଣ କୁମାର ସାହୁ ଲଗାତାର ୪ର୍ଥ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବିଶ୍ୱସନୀୟତା ବଜାୟ ରଖି କ୍ୟାବିନେଟ ମନ୍ତ୍ରୀ ଭାବେ କୃଷି, ମତ୍ସ୍ୟ, ପଶୁ ସମ୍ପଦ ଏବଂ ଉଚ୍ଚଶିକ୍ଷା ବିଭାଗରେ ସ୍ଥାନ…
ମନ୍ତ୍ରୀ ହେଲେ ରଘୁନନ୍ଦନ, ମିଳିଲା ଜଳସମ୍ପଦ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ
ଖୁସିରେ ଉଛୁଳିଲା ବାଲିକୁଦା-ଏରସମା, ଛୁଟିଛି ଅଭିନନ୍ଦନର ସୁଅ
ଜଗତସିଂହପୁର /Ramesh Mohanty- ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଜଗତସିଂହପୁର ଜିଲ୍ଲାରୁ କିଏ ମନ୍ତ୍ରୀ ହେବେ ଏନେଇ ବହୁ କଳ୍ପନାଜଳ୍ପନା ଦେଖାଦେଇଥିଲା।ଏପରିକି ୬ଥର ବିଧାୟକ ହୋଇଥିବା ବରିଷ୍ଠ ନେତା ବିଷ୍ଣୁ ଦାସ ଏବଂ ୩ଥର…
ସୁଶାନ୍ତ ସିଂହ : ମାଟିର ଚାହେତା, ପାର୍ଟିର ଆସେଟ
ଦ୍ଵିତୀୟ ଥର ପାଇଁ କ୍ୟାବିନେଟ ମନ୍ତ୍ରୀ, ହାତରେ ଗ୍ରାମ୍ୟ ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ ବିଭାଗ
ସୋହେଲା (ଶାସକ ପ୍ରଶାସକ): ଜଣେ ଡ୍ରାଇଭରଙ୍କ ପୁଅ, ପରିବାରର ଆର୍ଥିକ ସ୍ଥିତି ବି ସେତେ ସ୍ୱଚ୍ଛଳ ନୁହେଁ | ସାଧାରଣ ମଣିଷ ଭଳି ସଂସାର ବୋଝ | ହେଲେ ତା ଭିତରେ ଲୋକଙ୍କ ସେବା କରିବାର ପ୍ରବଳ…
୩୫୩ ନଂ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଅଧା ପନ୍ତରା
ବିଜେପି ପକ୍ଷରୁ ଅର୍ଥନୈତିକ ଅବରୋଧ ଓ ଗଣଧାରଣା
ନୂଆପଡା.(ଅମିତ ପୁରୋହିତ); ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବାଞିବାହାଲ ନିକଟରେ କୋମନା ଅଞ୍ଚଳ ବାସୀ ୩୫୩ ନଂ ଜାତୀୟ ରାଜପଥକୁ ଅବରୋଧ କରିବା ସଙ୍ଗେ ସଙ୍ଗେ ଗଣ ଧାରଣାରେ ବସିଥିଲେ । ଶହ ଶହ ଟ୍ରକ ରାସ୍ତାର ଦୁଇ ପାର୍ଶ୍ୱରେ ଅଟକି…
ବିବାହର ସିଲଭର ଜୁବଲୀରେ ମନ୍ତ୍ରୀ ପଦ
ଭୁବନେଶ୍ୱର : ନବୀନ ବାବୁଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ଟାଣୁଆ ଯୁବନେତା ତଥା ଦକ୍ଷମନ୍ତ୍ରୀ ପ୍ରତାପ ଜେନା | ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ ଭାବେ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗକୁ ଚଳଚଂଚଳ କରିବା ସହ ତାଙ୍କରି ସମୟରେ ସ୍ୱାସ୍ଥ୍ୟ ବିଭାଗରେ ଅନେକ ଲୋକାଭିମୁଖୀ…