Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ବିଜୁ ମହିଳା ଜନତା ଦଳ ତରଫରୁ ୩୫ ସାଙ୍ଗଠନିକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ
ଭୁବନେଶ୍ୱର (ଶାସକ ପ୍ରଶାସକ)ବିଜୁ ମହିଳା ଜନତା ଦଳ ତରଫରୁ ବିଭିନ୍ନ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗୀନ ଛୁରିଆଙ୍କ ସୁପାରିଶ କ୍ରମେ ବିଜେଡି ସଭାପତି ନବୀନ ପଟ୍ଟନାୟକ ୩୫ ସାଂଗଠନିକ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି…
ବିଜୁ ମହିଳା ଜନତା ଦଳର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଓ ବ୍ଲକ ସଭାପତିଙ୍କର ନାମ ଘୋଷଣା
ବରଗଡ :- ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ କରିବା ସହିତ ସରକାରଙ୍କର ଦ୍ୱାରା କାର୍ଯକାରୀ କରାଯାଉଥିବା ପ୍ରତ୍ୟେକ ଯୋଜନା କୁ ଶେଷ ବ୍ୟକ୍ତି ଙ୍କର ପର୍ଯନ୍ତ ପହଞ୍ଚାଇବା ପାଇଁ ବିଜୁ ଜନତା ଦଳ ପ୍ରୟାସ ଜାରି ରଖିଛି । ଇତି ମଧ୍ୟରେ ଦଳର ଯୁବ , ଛାତ୍ର , ମହିଳା ସଂଗଠନ ଉପରେ ସଙ୍ଗଠନକୁ ମଜବୁତ…
ଗରିବ ଲୋକଙ୍କୁ ଘର ପାଇବାରୁ ବଞ୍ଚିତ କରିବା ଲାଗି ବିଜେପି ଷଡଯନ୍ତ୍ର ଚଳାଇଛି: ବିଜେଡି
ଭୁବନେଶ୍ୱର: ଓଡିଶାର ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏୱାଇ) ଯୋଜନାରେ ଘର ପାଇବାରୁ ବଞ୍ଚିତ କରିବାପାଇଁ ବିଜେପିର ଷଡଯନ୍ତ୍ର ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।
ରାଜ୍ୟ ବିଜେପି ସଭାପତିଙ୍କ ସାମ୍ବାଦିକ…
ବିଜୁ ଛାତ୍ର ଜନତା ଦଳର ନୂତନ କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ ସୁଶାନ୍ତ ସିଂ
ବରଗଡ :- ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ ତଥା ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ଦେବିରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ସୋହେଲା ଠାରେ ବ୍ଲକ କର୍ମକର୍ତ୍ତା ବୈଠକ କାର୍ଯ୍ୟକ୍ରମରେ ଭଟଲି ନିର୍ବାଚନ ମଣ୍ଡଳୀର ସୋହେଲା,ଭଟଲି ଓ ଅମ୍ବାଭୋନା ବ୍ଲକର…
ଷ୍ଟାଫ ସିଲେକସନ କମିଶନ ମହାଦୁର୍ନୀତି ମାମଲାରେ ଜିଲା ଛାତ୍ରକଂଗ୍ରେସ ତରଫରୁ ବିକ୍ଷୋଭ ଓ ସ୍ମାରକ ପତ୍ର ପ୍ରଦାନ
ସୁନ୍ଦରଗଡ /ହୋରାଚାନ୍ଦ ଦେଉରିଆ:- ଆଜି ସକାଳ ସ୍ଥାନୀୟ ଡିଆରଡ଼ିଏ ଛକ ଠାରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଏମ .ଡ଼ି .ଫୈଜ଼ାଲଙ୍କ ନେତୃତ୍ୱରେ ଓଡିଶା ଷ୍ଟାଫ ସିଲେକସନ କମିଶନଙ୍କ ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକଙ୍କ ଦ୍ୱାରା ହୋଇଥିବା ମହାଦୁର୍ନୀତି ର ସିବିଆଇ ତଦନ୍ତ ଅତ୍ୟନ୍ତ ଆବଶ୍ୟକ…
ସହରରେ ଭୂମିହୀନଙ୍କୁ ଘର ଓ ଡିହ ପଟ୍ଟା ଦିଆଯାଉ-ନରସିଂହ
ବଲାଙ୍ଗିର/ ନିରୋଜ ମିଶ୍ର - ଜିବିକା ନିର୍ବାହ ପାଇଁ ବଲାଙ୍ଗିର ସହରର ଆଖ ପାଖ ଅଂଚଳ ନିକଟବର୍ତ୍ତି ଗାଁ ଗଣ୍ଡାରୁ ଅନେକ ଲୋକ ସହର ମଧ୍ୟକୁ ଆସୁଛନ୍ତି । ସମୟକ୍ରମେ ସେମାନେ ନିଜର ପେଟ ପାଟଣା ପାଇଁ ଅନେକ ସରକାରୀ ଜାଗାରେ ଘର ଖଣ୍ଡେ ତିଆରି କରି ରହିଯାଉଛନ୍ତି । ସରକାରର ଦାୟିତ୍ୱ ଓ କର୍ତ୍ତବ୍ୟ…
ଅର୍ଜୁନ ମୁର୍ମୁ ହେଲେ ନୂତନ ଜିଲ୍ଲା ଯୁବ ଜେଏମଏମ ସଭାପତି
ବାରିପଦା(ଦିଲ୍ଲୀପ ମହାନ୍ତି) : ଅର୍ଜୁନ ମୁର୍ମୁ ଛାତ୍ର ଜୀବନ ଆରମ୍ଭରୁ ପ୍ରଥମେ ୨୦୦୯ ମସିହାରେ ମହାରଜା ପୂର୍ଣ୍ଣଚନ୍ଦ୍ର କନିଷ୍ଠ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ସମ୍ପାଦକ ଭାବେ ନିର୍ବାଚିତ ହୋଇ ଛାତ୍ର ରାଜନୀତିରେ ପ୍ରଥମ ପାହଚ ଚଢିଥିଲେ, ତତ୍ସହିତ ମୟୂରଭଞ୍ଜ ଆଦିବାସୀ…
ସାର ବିକ୍ରିର କୁତ୍ରିମ ଅଭାବ ସୃଷ୍ଟି କରି ଚାଷୀ ଭାଇ ମାନଙ୍କ ମନରେ ବିଭ୍ରାନ୍ତ କରୁଛନ୍ତି ବିଜେଡ଼ି ସରକାର: ପ୍ରଦୀପ…
ଆବଶ୍ୟକୀୟ ସାର ମହଜୁଦ ଥିବା ନେଇ ତଥ୍ୟ ରଖିଲା ବିଜେପି
ଭୁବନେଶ୍ୱର:ରାଜ୍ୟର ଆବଶ୍ୟକ ଅନୁଯାୟୀ ସାର ମହଜୁଦ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ ଭାଇ ମାନଙ୍କୁ ବିଭ୍ରାନ୍ତି କରିବା ପାଇଁ ଏକ ଚିଠି ଲେଖୁଛନ୍ତି ଏବଂ ଅନ୍ୟପଟେ ବିଜେଡ଼ି ଦଳର ସାଂସଦମାନେ କେନ୍ଦ୍ର ସାର ମନ୍ତ୍ରୀଙ୍କୁ…
ରାଜ୍ୟ ତଥା କେନ୍ଦ୍ର ସରକାରଙ୍କର ଦୋମୁହାଁ ନୀତି କୁ ବିରୋଧ
ସୁନ୍ଦରଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ବାରଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା
ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ :- ଆଜି ସ୍ଥାନୀୟ ପୂର୍ତ ବଙ୍ଗଳା ଠାରେ ଜିଲା କଂଗ୍ରେସ ସଭାପତି ବେଣୁମାଧବ ତ୍ରିପାଠୀଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଗୁଡିକ ବିଳମ୍ବ ହେବା ଉଭୟ ରାଜ୍ୟ…
ଭାଜପା ପକ୍ଷରୁ ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ
କଲ୍ୟାସିଂହପୁର:ପ୍ରଦୀପ ଦଳାଇ-ରାୟଗଡ଼ା ଜିଲ୍ଲା ବିଷମ କଟକ ମଣ୍ଡଳସ୍ତରୀୟ ଭାଜପା ପକ୍ଷରୁ କଲ୍ୟାଣସିଂହପୁର ଜଗନ୍ନାଥ ପଡ଼ିଆଠାରେ ଭାଜପାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବେ ବିଷମ କଟକ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଉଲାକା , ମହିଳା…