Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ମମିତା ମେହେର ଅପହରଣ ଓ ହତ୍ୟା ବିରୋଧରେ ଜିଲ୍ଲା ଭାଜପା ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ସମ୍ପୂର୍ଣ୍ଣ ସଫଳ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ଅପହରଣ ଓ ପରେ ହତ୍ୟା ହୋଇଥିବା ପ୍ରତିବାଦରେ ଆଜି ଗଜପତି ଜିଲ୍ଲା ଭାଜପା ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ସଫଳ ହୋଇଛି । ଏହି ବନ୍ଦ-ଡାକରା ଆଜି ସକାଳ ୬ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ…
“ରାଜନୈତିକ ସ୍ୱାର୍ଥ ପାଇଁ ମହିଳା ଅପରାଧ ପ୍ରସଙ୍ଗକୁ ମୋହରା ଭାବେ ବ୍ୟବହାର କରିବା ବିଜେପିର ଆଦତ”
ବିଜେପିକୁ ବିଜେଡିର ଚାଲେଞ୍ଜ : କୁମ୍ଭୀର କାନ୍ଦଣା ଛାଡି ପ୍ରମାଣ ଥିଲେ ପୁଲିସ୍ କିମ୍ବା ଅଦାଲତରେ ଦାଖଲ କର
ଭୋଟ ଥିଲେ ସକ୍ରିୟ, ଭୋଟ ସରିଲେ ନିଷ୍କ୍ରିୟ
ଦୁଇଟି ଉଦାହରଣ ମାଧ୍ୟମରେ ବିଜେପିକୁ ଜବାବ ଦେଲା ବିଜେଡି
ଭୁବନେଶ୍ୱର(ଶାସକ ପ୍ରଶାସକ) : ବିରୋଧୀ ରାଜନୈତିକ ଦଳ,…
ମନରେଗା ଅର୍ଥରେ ବିଜେଡି ପୋଷଣ ଚାଲିଛି: ଡ.ଲେଖାଶ୍ରୀ
ମନରେଗା ଅର୍ଥକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପ୍ରସଙ୍ଗ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ବାବୁ ଚିଠି ଲେଖି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ମନରେଗା ପାଇଁ ଟଙ୍କା ମାଗିଛନ୍ତି । ହେଲେ ପୂର୍ବରୁ ପାଇଥିବା ଅର୍ଥ କେମିତି ଖର୍ଚ୍ଚ କଲେ ତାର ହିସାବ…
ଆଗାମୀ ଉତ୍ତରପ୍ରଦେଶ ନିର୍ବାଚନରେ ପରାଜୟ ଭୟ ଆଶଙ୍କା : ବାଧ୍ୟହୋଇ ପେଟ୍ରୋଲ୍ ଡିଜେଲ୍ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ କଲେ…
ଭୁବନେଶ୍ୱର: ଲୋକଙ୍କ ଭଲପାଇଁ ନୁହେଁ କିମ୍ବା ସାଧାରଣ ଲୋକଙ୍କ ସ୍ୱାର୍ଥରେ ଦରଦାମ୍କୁ ନିୟନ୍ତ୍ରଣ କରିବା ପାଇଁ ନୁହେଁ, ବରଂ ୧୧ଟି ରାଜ୍ୟରେ ଅନୁଷ୍ଠିତ ଉପ ନିର୍ବାଚନରେ ଓ ଦୁଇଟି ଲୋକସଭା ଉପ ନିର୍ବାଚନରେ ବିଜେପିର ପରାଜୟ ଯୋଗୁଁ ବାଧ୍ୟହୋଇ କେନ୍ଦ୍ର ସରକାର ପେଟ୍ରୋଲ୍ ଉପରେ ୫ ଟଙ୍କା ଓ…
“ଭଲ କାମ କଲେ ବଦଳି:ସରକାର ଟଙ୍କା ହଡ଼ପ କରି ଖାଇଲେ ସାବାସି !”
ପଦ୍ମପୁର(ଶାସକପ୍ରଶାସକ): ଓଡ଼ିଶା ସରକାର ଗତ କିଛିଦିନ ତଳେ ବିଡିଓ ମାନଙ୍କ ବଦଳି ତାଲିକା ପ୍ରକାଶ ହେବା ପରେ ପୁଣି ଥରେ ପରିବର୍ତ୍ତନ କରି ନୁଆ ତାଲିକା ପ୍ରକାଶ କରିଛନ୍ତି । ମାତ୍ର କମ ଦିନରେ ବଦଳି ହୋଇ ଆସିଥିବା କେତେକ ବିଡିଓ ଯେଉଁ ମାନେ ସ୍ବଚ୍ଛତା ଓ ନିଷ୍ଠାର ସହ ସରକାରୀ କାର୍ଯ୍ଯ…
ଦରଦାମ ବୃଦ୍ଧିକୁ ନେଇ ତାତିଲା ମାହାଙ୍ଗା ମହିଳା ବିଜେଡି : ବ୍ଲକ ଘେରାଉ ସହ ଦାବିପତ୍ର ପ୍ରଦାନ
ମାହାଙ୍ଗା(ସପ୍ତଜ୍ୟୋତି ରାଉଳ) : ମୋଦି ସରକାରଙ୍କ ଆଛେଦିନ ସ୍ଲୋଗାନ କେବଳ ଧୂଆଁବାଣ ସାବ୍ୟସ୍ତ ହୋଇଛି | ଗରୀବ ଓ ମଧ୍ୟବିତ୍ତ ପରିବାର ଉପରେ ସରକାରଙ୍କ ମହଙ୍ଗା ମାଡ ବରଦାସ୍ତ ବାହାରେ | ଡାଲି, ଖାଇବା ତେଲ, ପେଟ୍ରୋଲ, ଡିଜେଲ,ଏବଂ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ସାଧାରଣ ଜନତାଙ୍କୁ ଅତିଷ୍ଠ…
ରାଜ୍ୟରେ ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଇଁ ଶାସକ ବିଜେଡି ସଂପୂର୍ଣ୍ଣ ଦାୟୀ : ଗୋଲକ
ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର ଏବଂ ଶାସକ ବିଜେଡି ପ୍ରତି ସାଧାରଣ ଓଡିସାବାସୀଙ୍କ କ୍ଷୋଭ ବୃଦ୍ଧି ପାଇଚାଲିଛି ।ନ୍ୟାୟ ପାଇବା ପାଇଁ ସାଧାରଣ ଓଡିଶାବାସୀ ଆଜି ରାଜ୍ୟବ୍ୟାପୀ ଆନେ୍ଦାଳନ କରୁଛନ୍ତି ।ଆନେ୍ଦାଳନର ଏହି ସ୍ୱରକୁ ସହି ନପାରି ଏହାକୁ ଦମନ କରିବା ପାଇଁ ଶାସକ ବିଜେଡି…
ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ବିରୁଦ୍ଧରେ ଜୋରଦାର ପ୍ରତିବାଦ କରିବ ବିଜେଡି
ସୂଚନା ଦେଲେ ଦଳର ବରିଷ୍ଠ ନେତା ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ ଓ ପ୍ରମିଳା ମଲ୍ଲିକ ।
ଅକ୍ଟୋବର ୩୧ରେ ରାଜଭବନ ସମ୍ମୁଖରେ ପ୍ରତିବାଦ କରିବ ବିଜୁ ମହିଳା ଜନତା ଦଳ ।
ନଭେମ୍ବର ୧ରେ ନିର୍ବାଚନ ମଣ୍ଡଳୀ ସ୍ତରରେ ବିଜେଡି କରିବ ପ୍ରତିବାଦ ।
ଦରଦାମ ବୃଦ୍ଧି ପ୍ରତିବାଦରେ…
ଦଳ ବିରୋଧୀ କାମ ପାଇଁ ନିଲମ୍ବିତ ହେଲେ ଶୈଳେଶ ଦାନୀ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଦଳ ବିରୋଧୀ କାମ ପାଇଁ ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଛନ୍ତି ବିଜୁ ଜନତା ଦଳର ଶୈଳେଶ ଦାନୀ | ସମ୍ବଲପୁରର ଯୁବ ନେତା ଶ୍ରୀ ଦାନୀଙ୍କୁ ଆଜି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦଳରୁ ନିଲମ୍ବିତ କରାଯାଇଥିବା ବିଜୁ ଜନତା ଦଳର ସାଧାରଣ…
ଭାଜପା ପକ୍ଷରୁ ଜିଲ୍ଲା ବ୍ୟାପି ବନ୍ଦ ପାଳିତ, ୩୫୩ ନଂମ୍ବର ଜାତୀୟ ରାଜପଥ ଅବରୋଧ
ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ମମିତା ହତ୍ୟାକାଣ୍ଡ ଉପଯୁକ୍ତ ତଦନ୍ତ, ମନ୍ତ୍ରୀଙ୍କୁ ବହିଷ୍କାର ଦାବୀ ନୂଆପଡା ଜିଲା ବ୍ୟାପି ଭାଜପା ପକ୍ଷରୁ ବନ୍ଦ ପାଳିତ ହେଉଅଛି। ଜିଲ୍ଲା ଦେଇ ଯାଇଥିବା ୩୫୩ ନଂମ୍ବର ଜାତୀୟ ରାଜପଥ କୁ ଜିଲ୍ଲାର ୫ ଗୋଟି ସ୍ଥାନରେ ଅବରୋଧ…