Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ବିଜେପି ଛାଡି ବିଜେଡିକୁ ବାହୁଡ଼ିଲେ ଯୁବ ନେତା ଆଲୋକ ପାଣିଗ୍ରାହୀ
ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେଡିର ଶକ୍ତିବୃଦ୍ଧି ହୋଇ ଚାଲିଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନକଲ୍ୟାଣ କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହେବାସହ ପାଟଣାଗଡ ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ସରୋଜ କୁମାର ମେହେରଙ୍କ…
୩୦ ସୁଦ୍ଧା କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍ ଦର ନକମାଇଲେ ଆନ୍ଦୋଳନ ଜୋରଦାର ହେବ : ବିଜେଡି
"ବିଜେପିର ରାଜ୍ୟ ନେତୃବୃନ୍ଦ ନେଉଛନ୍ତି ମିଛର ସାହାରା, ବାଢ଼ୁଛନ୍ତି ଉଦ୍ଭଟ ଓ ହାସ୍ୟାସ୍ପଦ ଯୁକ୍ତି"
ଭୁବନେଶ୍ୱର: ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ଲୋକଙ୍କ ଜୀବନକୁ ଦୁର୍ବିସହ କରି ଦେଇଥିବା ବେଳେ ବିଜୁ ଜନତା ଦଳ ଲୋକଙ୍କ ଏହି ସମସ୍ୟାକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରଖିଛି |…
ରନ୍ଧନ ଗ୍ୟାସର ଦର ବୃଦ୍ଧି ବିରୁଦ୍ଧରେ ବିଜେଡି ତରଫରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରନ୍ଧନ ଗ୍ୟାସର ଦର ବୃଦ୍ଧି ନେଇ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ମହିଳା , ବିଜୁ ଯୁବ ଓ ବିଜୁ ଛାତ୍ର ଜନତା ଦଳ ତରଫରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…
ବବିଙ୍କୁ ପିତାମ୍ବରଙ୍କ ଚାଲେଞ୍ଜ : ଦମ୍ ଅଛି ତ ନିରପେକ୍ଷ ତଦନ୍ତ କର
ମମିତା ହତ୍ୟାକାଣ୍ଡକୁ ନେଇ ପ୍ରଣବ ପ୍ରକାଶ ଦାସଙ୍କ ମନ୍ତ୍ୟବ୍ୟ ପ୍ରସଙ୍ଗ
ଭୁବନେଶ୍ୱର: ଗୋଟିଏ ପଟେ ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ଶାସକ ବିଜେଡି ତରଫରୁ ବିଜେପି ଓ ଗଣମାଧ୍ୟମକୁ ପ୍ରମାଣ ମଗାଯାଉଛି । ଅନ୍ୟ ପଟେ ମାହାଙ୍ଗା କ୍ୱାଡ୍ରପଲ୍ ମର୍ଡର ଘଟଣାରେ ଅଦାଲତି ରାୟ ଆସିବା ପରେ ମଧ୍ୟ ଆଇନ୍…
ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିରୋଧରେ ବିଜେପିର କାର୍ଯ୍ୟାନୁଷ୍ଠାନ ଦାବି।
କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବିଜେପି ଦଳ ପକ୍ଷରୁ ଆଜି ମନ୍ତ୍ରୀଙ୍କ ବିରୁଦ୍ଧରେ ଥାନା ଅଧିକାରୀ ଙ୍କ ଜରିଆରେ ଓଡ଼ିଶା ପୋଲିସ ମହାନିର୍ଦେଶକ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।ମଧ୍ୟାହ୍ନ ରେ ବିଜେପି ଦଳର ଖ ଜୋନ ର ସଭାପତି ମୋନଜ ସେଠୀ ଙ୍କ…
ମମିତାକୁ ନ୍ୟାୟ ମିଳିବ ତ : ସମୀର ମହାନ୍ତି
"ପୋଲିସ ଯାହାକୁ ବାନ୍ଧିବା କଥା, ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସୁଛି"
ଝାରସୁଗୁଡା: ମୁଖ୍ୟମନ୍ତ୍ରୀଙ୍କ ସହ ଭବାନୀପାଟଣାର ସଭାମଂଚରେ ଅଭିଯୁକ୍ତ ଦାଗୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଏକାଠି ବସିବା ଦେଖି ସାଧାରଣ ଓଡ଼ିଆଙ୍କ ଭାବାବେଗକୁ ବଡ଼ ଆଘାତ ପହଁଚିଛି । ପୋଲିସ ଯାହାକୁ ବାନ୍ଧିବା…
ବିଜେଡି ଖୋରଧା ଜିଲ୍ଲା କମିଟି ପୁନର୍ଗଠିତ : ବିଭୁତି ସଭାପତି, ରାମଚନ୍ଦ୍ର ଉପଦେଷ୍ଟା
ଭୁବନେଶ୍ୱର : ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଜନତା ଦଳ ଖୋରଧା ଜିଲ୍ଲା କମିଟି ପୁର୍ନର୍ଗଠିତ ହୋଇଛି । ପୂର୍ବତନ ବିଧାୟକ ବିଭୁତି ବଲବନ୍ତରାୟଙ୍କୁ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ମିଳିଥିବା ବେଳେ ରାମଚନ୍ଦ୍ର ମହାପାତ୍ରଙ୍କୁ…
ମାହାଙ୍ଗା ବିଜେପି ପକ୍ଷରୁ ମାହାଙ୍ଗା ତହସିଲ ଅଫିସ୍ ସାମ୍ନାରେ ଗଣବିକ୍ଷୋଭ।
ମାହାଙ୍ଗା (ଶାସକ ପ୍ରଶାସକ)ମାହାଙ୍ଗା ମଣ୍ଡଳ ବିଜେପି ପକ୍ଷରୁ ସ୍ଥାନୀୟ ତହସିଲ ଅଫିସ ସାମ୍ନାରେ ଏକ ଗଣବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାହାଙ୍ଗା ବ୍ଲକ କୁଅଁପାଳ ଠାରୁ ଶତାଧିକ ବିଜେପି କର୍ମୀ ବିଭିନ୍ନ ସ୍ଲୋଗାନ ଦେଇ ଏକ ପଦଯାତ୍ରରେ ବିଜେପି ନେତା ସାରଦା ପ୍ରଧାନଙ୍କ…
ମାହାଙ୍ଗା : ହସୁଛି ଶଙ୍ଖ , ଖସୁଛି ପଦ୍ମ
ମାହାଙ୍ଗାରେ ବିଜେପିରେ ବଢୁଛି ଅସନ୍ତୋଷ : ଦଳ ଛାଡି ବିଜେଡି ରେ ମିଶୁଛନ୍ତି ବିଜେପି ନେତା
ନିଶ୍ଚିନ୍ତକୋଇଲି (ଶାସକ ପ୍ରଶାସକ): ଆଗକୁ ନିର୍ବାଚନ ରହିଥିବା ହେତୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଯାଇଛି ରାଜନୈତିକ ଅଙ୍କ କଷା । ଲୋକମାନଙ୍କ ପାଇଁ କାମ କରିଥିବା ନେତା ଆରମ୍ଭ…
ପ୍ରତ୍ୟେକ ପ୍ରସଙ୍ଗରେ ଶସ୍ତା ରାଜନୀତି କରିବା ବିଜେପିର ଅଭ୍ୟାସ ହୋଇଗଲାଣି: ବିଜେଡି
ଭୁବନେଶ୍ୱର : ପ୍ରତ୍ୟେକ ପ୍ରସଙ୍ଗର ରାଜନୀତିକରଣ କରିବା ଏବଂ ଶସ୍ତା ରାଜନୀତି କରିବା ଓଡିଶା ବିଜେପିର ଅଭ୍ୟାସରେ ପରିଣତ ହୋଇଛି । ଏମଏନ୍ଆରଇଜିଏ ପ୍ରସଙ୍ଗରେ ବିଜେପି ନେତାଙ୍କ ବିବୃତ୍ତିର ଜବାବରେ ଏହା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର…