Browsing Category

ରାଜନୀତି

ଯୋଗ୍ୟ ପ୍ରାର୍ଥୀଙ୍କୁ ନିର୍ବାଚିତ କଲେ ଅଞ୍ଚଳ ର ଭବିଷ୍ୟତ ସୁରକ୍ଷିତ ରହିବ-ବିଧାୟକ ବରିହା

ଝାରବନ୍ଦ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ନେଇ ଗ୍ରାମାଞ୍ଚଳ ଗୁଡିକ ଚଳଚଞ୍ଚଳ ହୋଇ ଉଠିଛି।ଗାଁ ଗାଁ ରେ ନେତା ଙ୍କ ଭିଡ଼ ଦେଖିବାକୁ ମିଳୁଥିବା ବେଳେ ଭୋଟ ପାଇଁ ପ୍ରତିଶ୍ରୁତି ର ଲମ୍ବା ଫର୍ଦ୍ ଦିଆ ଯାଉଛି।ଏକ…

କଂଗ୍ରେସଦଳର ବିଶାଳ ବାଇକ ଶୋଭାଯାତ୍ରା ସହ ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟନ।

କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ଦଳ ପକ୍ଷରୁରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ର ବିଶାଳ ବାଇକ ସଭା ଯାତ୍ରା ସହ ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟନ କରାଯାଇଛି ।ଏଅବସରରେ ରାୟଗଡା ଜିଲ୍ଲା କଂଗ୍ରେସ ଦଳର ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ମୁଖ୍ୟ…

ବିଜେଡିରୁ ଦୁଇ ଜଣଙ୍କୁ ବହିଷ୍କାର କଲେ ବ୍ଲକ ସଭାପତି

ଜଗତସିଂହପୁର - ତିର୍ତ୍ତୋଲ ବ୍ଲକ ରେ ଗତ କିଛି ଦିନ ହେବ ବିଜେଡି ଦଳରୁ ବହିଷ୍କାର ପର୍ବ ଚାଲିଛି. ତେନ୍ତୁଳିପଦା ସରପଞ୍ଚ ଲଷ୍ମୀପ୍ରିୟା ବେହେରା, ମୂଳିସିଂଙ୍ଗ ର ସଭାପତି ରମେଶ ଦାସ ଙ୍କୁ ବିଧାୟକ ବିଜୟ ଶଙ୍କର ଦାସଙ୍କ ନିର୍ଦ୍ଧେଶ କ୍ରମେ ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ ଦଳରୁ ବହିଷ୍କାର…

ବିଜେଡିରେ ଯୋଗ ଦେଲେ ହାଲୁପାଲି ଗ୍ରାମର ବହୁସଂଖ୍ୟକ ବିଜେପି କର୍ମୀ

ଭଟଲି (ଶାସକ ପ୍ରଶାସକ) ଭୋଟ ଯେତିକି ପାଖେଇ ଆସୁଛି ସମଗ୍ର ବରଗଡ଼ ଜିଲ୍ଲା ଖାସ କରି ଭଟଲି ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନେତୃତ୍ୱରେ ଓ ଗୋଟି ଚାଳନାରେ ଶକ୍ତିଶାଳୀ ହେବାରେ ଲାଗିଛି | ବିରୋଧୀ ଶିବିର ଛାଡି ବିଜେଡିରେ ସାମିଲ ହେଉଛନ୍ତି ସ୍ଥାନୀୟ ନେତା ଓ କର୍ମୀ | ଆଜି ଭଟଲି…

ବିଜେପି ନେତା ଇଂ ହରିହର ବେହେରାଙ୍କୁ ସମ୍ବର୍ଦ୍ଧନା

ଜଗତସିଂହପୁର(ସୁମନ୍ତ ଦାସ) - ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର (ଶଙ୍ଖେଶ୍ୱର )ପଞ୍ଚାୟତରେ ଥିବା ଶ୍ରୀ ଶ୍ରୀ ସିଦ୍ଧ ଖଇଫୁଟା ପୀଠରେ ବିଜେପି ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି | ଆଜି ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ମମତା ମଲ୍ଲିକ ଓ ସମିତି ସଭ୍ୟା ପ୍ରାଥୀନି…

ବାସୁଦେବପୁରରେ ବିଜେପି ପକ୍ଷରୁ ସମସ୍ତ ଥାନା ଆଗରେ ଶାନ୍ତି ପାଇଁ ସତ୍ୟାଗ୍ରହ

ବାସୁଦେବପୁର/ପ୍ରତାପ ପାଢ଼ୀ-ପଞ୍ଚାୟତ ନିର୍ବାଚନ ରେ ଭଦ୍ରକ ବ୍ଲକ ବ୍ରହ୍ମପୁର ଗ୍ରାମପଞ୍ଚାୟତର ଦେବାଶିଷ ଗିରି ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ର ପ୍ରତିବାଦ କରି ବାସୁଦେବପୁର ର ବିଭିନ୍ନ ଥାନା ଆଗରେ ବାସୁଦେବପୁର ବିଜେପି ର ବିଭିନ୍ନ ମଣ୍ଡଳ ତରଫ ରୁ ୨ଘଣ୍ଟିଆ "ଶାନ୍ତି…

ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେପି

ଭୂବନେଶ୍ୱର: ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଅବାଧ, ନିରପେକ୍ଷ, ଭୟମୁକ୍ତ ହେବା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶାସନ କ୍ଷମତା ଏବଂ ସରକାରୀ କଳ ଓ ବଳକୁ ଅପବ୍ୟବହାର କରି ଶାସକ ବିଜେଡି ଭୋଟରମାନଙ୍କୁ ବାରମ୍ବାର ପ୍ରଭାବିତ କରୁଥିବାର ପ୍ରମାଣିତ ହେବା ସତ୍ୱେ ରାଜ୍ୟ…

ବରିଷ୍ଠ କଂଗ୍ରେସ ଓ ବିଜେପି ନେତା ବିଜେଡିରେ ସାମିଲ

"ଆକର୍ଷିତ କଲା ନବୀନଙ୍କ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ" ଭୁବନେଶ୍ୱର(ଶାସକ ପ୍ରଶାସକ) : ଜୟପୁର ବିଧାନସଭା ଏବଂ ବୋରିଗୁମ୍ମା ବ୍ଲକର ବରିଷ୍ଠ କଂଗ୍ରେସ ଓ ବିଜେପି ନେତା ଆଜି ବିଜେଡିରେ ସାମିଲ ହୋଇଛନ୍ତି । ସ୍ଥାନୀୟ ବିଜୁ ଯୁବ ଜନତାଦଳ କାର୍ଯ୍ୟାଳୟ ଠାରେ ଦଳର ସାଧାରଣ ସମ୍ପାଦକ ମାନସ…

ନିଶ୍ଚିନ୍ତକୋଇଲି ବିଜୁ ଜନତା ଦଳ ପକ୍ଷରୁ ୨୪ନଂ ଜୋନ୍ ଜିଲ୍ଲାପରିଷଦ କାର୍ଯ୍ୟାଳୟ ଗୃହ ଉଦ୍ଘାଟିତ

ମାହାଙ୍ଗା/ଦେବେନ୍ଦ୍ର ଷଢଙ୍ଗୀ: ନିଶ୍ଚିନ୍ତକୋଇଲି ବଉଳ ବଜାର ନିକଟରେ ରାଜ୍ୟ ପଂଚାୟତିରାଜ,ଆଇନ, ପାନୀୟଜଳ, ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ କରକମଳରେ ବିଜୁ ଜନତା ଦଳ ୨୪ନଂ ଜୋନ୍ ଜିଲ୍ଲାପରିଷଦ କାର୍ଯ୍ୟାଳୟ ଗୃହ ଉଦ୍ଘାଟିତ ହୋଇଯାଇଛି । ୨୪ନଂ ଜୋନରେ ମନ୍ତ୍ରୀ ପ୍ରତାପ…

ଅବକାରୀ ବିଭାଗର ଚଢ଼ାଉ ଆଠ କ୍ବିଣ୍ଟାଲ ମହୁଲ ପୋଚ ନଷ୍ଟ ।

ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ଉପଖଣ୍ଡ ସୋହେଲା ଅବକାରୀ ଥାନା ଅଞ୍ଚଳରେ ଦେଶୀ ମଦରନ୍ଧାକୁ ରୋକିବା ପାଇଁ ସୋହେଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ମାନ ଜାରି ରହିଛି । ବରଗଡ଼ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସୋହେଲା ଅବକାରୀ ଥାନାର ଗୋଟିଏ ଟିମ ବିଜେପୁର ଥାନା ଅନ୍ତର୍ଗତ…