Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ପ୍ରଶଂସା ନା ଲହୁଣୀବୋଳା ମଧୁର ସମାଲୋଚନା !!!!!! ଧର୍ମେନ୍ଦ୍ରଙ୍କ ଜଣେ ଭାଗ୍ୟଶାଳୀ ଓ ପରିଶ୍ରମୀ ମନ୍ତ୍ରୀ : ପିନାକୀ
ଭୁବନେଶ୍ୱର,- ବିଜେଡିର ଜଣକ ପରେ ଜଣେ ବରିଷ୍ଠ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଭିନ୍ନ ସଭା ସମିତିରେ ପ୍ରଶଂସା କରିଚାଲିଛନ୍ତି । ପୂର୍ବରୁ ବିଜେଡିର ବରିଷ୍ଠ ନେତା ଡ. ଦାମୋଦର ରାଉତ , ଭର୍ତୃହରି ମହତାବ ଧର୍ମେନ୍ଦ୍ରଙ୍କୁ ପ୍ରଂଶସାରେ ପୋତି ପକାଇଥିବା ବେଳେ…
ବିକାଶ ଦେଖିବାକୁ ଯଦି ଚାହୁଁଛ, ବର୍ତ୍ତମାନ ଓଡ଼ିଶାକୁ ଆସ ।
୧୭ବର୍ଷରେ ୨୦ଟି ବୃହତ ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ୩୦ ହଜାର ଲୋକଙ୍କୁ ନିଯୁକ୍ତି ମିଳିଛି
ଭୁବନେଶ୍ୱର : ପ୍ରତ୍ୟକ୍ଷ ପୁଞ୍ଜିନିବେଶ ଆକର୍ଷଣ କ୍ଷେତ୍ରରେ ଓଡ଼ିଶା ଦେଶର ରାଜ୍ୟଗୁଡିକ ମଧ୍ୟରେ ତୃତୀୟ ସ୍ଥାନରେ ରହିଛି । ୨୦୧୬-୧୭ରେ ଦେଶକୁ ଉଭୟ ସରକାରୀ ଓ ଘରୋଇ ସୂତ୍ରରୁ ବିଭିନ୍ନ କ୍ଷେତ୍ରରୁ…
ବିଜେପିରେ ମିଶିଲେ ଉପାସନା ଓ ଲଳିତେନ୍ଦୁ , ଲୁଲୁ ପରିବାର ମିଶିଗଲେ, ଲୁଲୁସେନାର ମର୍ଜରକୁ ନେଇ କନଫୁଜନ
ଭୁବନେଶ୍ୱରରୁ ଚକ୍ରଧର ମାଝୀ : ବହୁତ ଅପେକ୍ଷା କଲେ....ଅଖିଳ ଭାରତ କଂଗ୍ରେସ କମିଟି ନିଷ୍ପତ୍ତି ଝୁଲାଇ ରଖିଲେ। ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନ ହଟିବା ସଂଭାବନା ଓ ନିରଞ୍ଜନ ପଟ୍ଟନାୟକ ସଭାପତି ହେବା ସମ୍ଭାବନା ବି କମ ଦେଖାଗଲାଣି । ସେପଟେ ଆଖି ଆଗରେ ରାଜ୍ୟର ସବୁଠୁ ବ୍ୟୟବହୁଳ…
ମୁଁ ଜୋକର ନୁହେଁ, ଅର୍ଜୁନ : ଦାମ
ମୋ ପାଶୁପତ ଅସ୍ତ୍ରରେ ଘାଇଲା ହୋଇଥିବା ବିଜେପି ନେତା କହିବେ ମୁଁ କଣ
ଭୁବନେଶ୍ୱର : ମୁଁ ଜୋକର କି ଶ୍ରୀଖଣ୍ଡୀ କି ଅର୍ଜୁନ......ବିଜେପିର ସେ ନେତାମାନଙ୍କୁ ପଚାରିଲେ କହିବେ, ଯେଉଁମାନେ ମୋ ପାଶୁପତ ଅସ୍ତ୍ରରେ ବହୁବାର ଘାଇଲା ହୋଇଛନ୍ତି ! ଅଭିଯୋଗ କରୁଥିବା ଲୋକର ଅସ୍ତିତ୍ବ…
ଦାମ ଶ୍ରୀଖଣ୍ଡି ଓ ସର୍କସର ଜୋକର : ଲେଖାଶ୍ରୀ
ଭୁବନେଶ୍ୱରରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା : ଗତକାଲି ବିଜେପିକୁ ଏକ ସାମ୍ବାଦିକ ସମ୍ମିଳନୀରେ ଜୋରଦାର ବର୍ଷିଥିଲେ ବିଜେଡି ବରିଷ୍ଠ ନେତା ତଥା ମନ୍ତ୍ରୀ ଡ ଦାମୋଦର ରାଉତ । ସେ ଗୁଜୁରାଟ ମଧ୍ୟପ୍ରଦେଶ, ଝାରଖଣ୍ଡ , ଛଂତିଶଗଡ ଓ ଓଡିଶା ର ତୁଳନାତ୍ମକ ବିକାଶ ଚିତ୍ର ଦେଇ କିଛି ପ୍ରଶ୍ନ ପଚାରି…
ଏନଏସୟୁଆଇ ଓଡିଶା ସଂଗଠଣ ସବୁ କମିଟି ଭଙ୍ଗ !!!!!!
ଛାତ୍ର କଂଗ୍ରେସ(ଏନଏସୟୁଆଇ) ଜାତୀୟ ସଭାପତିଙ୍କ ନିର୍ଦେଶ କ୍ରମେ ଓଡିଶା ଛାତ୍ର କଂଗ୍ରେସ(ଏନଏସୟୁଆଇ) ରାଜ୍ୟ, ଜିଲ୍ଲା ଓ ଆସେମ୍ବ୍ଲି କମିଟିକୁ ତତ୍କାଳ ଭଙ୍ଗ କରାଯାଇଛି ଓ ଛାତ୍ର କଂଗ୍ରେସ ସଙ୍ଗଠନକୁ ମଜଭୂତ କରିବା ଲାଗି ସଂଗଠନ ପକ୍ଷରୁ ସଦସ୍ୟ ସଂଗ୍ରହ ସଙ୍ଗଠନକୁ ବ୍ୟାପକ ଭାବେ କରାଯିବ…
କେତେବେଳେ କେଉଁଠି କେଉଁ ରୂପ , ଏପଟେ ପ୍ରସ୍ତାବ ପାରିତ, ସେପଟେ ରୁଦ୍ଧଦ୍ୱାର ବୈଠକ
ଭୁବନେଶ୍ୱରରୁ ଚକ୍ରଧର ମାଝି : ଏପଟେ ଚିରାଚରିତ ପ୍ରସ୍ତାବ ପାରିତ ହେଲା ରାହୁଲ ଗାନ୍ଧୀଙ୍କୁ ସଭାପତି କରିବା ପାଇଁ ଆଉ ସୋନିଆ ଗାନ୍ଧୀଙ୍କୁ କ୍ଷମତା ଦେବା ପାଇଁ । ଆଉ ଏ ବୈଠକ ସରୁସରୁ ସଞ୍ଜରେ ଅସନ୍ତୁଷ୍ଟଙ୍କ ମେଳି । ସଭାପତି ବଦଳାଇବେ ବୋଲି କହି କାହିଁକି ଭଣ୍ଡୁଛି ଏଆଇସିସି, ତାକୁ…
ଜାତୀୟ ଦଳ ଗୁଡିକ ଅନିଶ୍ଚିତତାର ବାତାବରଣ ସୃଷ୍ଟିକରୁଛନ୍ତି
ଭୁବନେଶ୍ୱରରୁ ଦିନବନ୍ଧୁ ନାୟକ : ବର୍ତମାନ ସାରା ଦେଶରେ ବିଭିତ୍ତ କ୍ଷେତ୍ରରେ ଅନିଶ୍ଚିତତାର ବାତାବରଣ ସୃଷ୍ଟି ହୋଇଛି । ଏଥିପାଇଁ ଜାତୀୟ ଦଳ ଗୁଡିକ ମୁଖ୍ୟତଃ ଦାୟୀ । ଅନିଶ୍ଚିତତା ବାତାବରଣ ଦେଶ ପାଇଁ ଆଦୌ ଭଲ ନୁହେଁ । ଜୟ ପ୍ରକାଶ ନାରାୟଣ ଯେଉଁ ମୂଲ୍ୟବୋଧ ପାଇଁ ଲଢୁଥିଲେ ସେ ଦିଗରେ…
ରାହୁଲ ଏବଂ ନବୀନ ବାବୁଙ୍କ ଅଭିଯୋଗ ସଂପୂର୍ଣ୍ଣ ଭାବେ ମିଥ୍ୟା ଓ ତଥ୍ୟ ଆଧାରିତ ନୁହେଁ : ବିଜେପି
ଭୁବନେଶ୍ୱର,- ନ୍ୟୁଜ ପୋର୍ଟାଲ “ଦ ୱାୟର” ଦ୍ୱାରା ବିଜେପିର ଜାତୀୟ ସଭାପତି ଅମିତ ଶାହା ଓ ତାଙ୍କର ପୁତ୍ର ଜୟ ଅମିତ ଶାହାଙ୍କ ବିରୁଦ୍ଧରେ ଦୁର୍ଭାବନାପୂର୍ଣ୍ଣ ଭାବେ ଅସତ୍ୟ, ଆଧାରହୀନ, ଅପମାନଜନକ, ମାନହାନିକାରକ ଅଭିଯୋଗ କରାଯାଇଛି । ଜାଣି ଶୁଣି ଯୋଜନାବଦ୍ଧ ଭାବେ ଏପରି ତଥ୍ୟ ପ୍ରସାରିତ…
ଲୁଚିଛି ନା ଗୋଡ ଦିଟା ଦିଶୁଛି : କି ବେପାର କଲେ କି, ବର୍ଷକରେ ୧୬୦୦୦ ଗୁଣ ସମ୍ପତି ବୃଦ୍ଧି !!!!!!!
ମାନ ରକ୍ଷା ଲାଗି ମାନହାନି ମକଦ୍ଦମା କଲେ ଅମିତ ଶାହଙ୍କ ପୁଅ
ନୂଆଦିଲ୍ଲୀ : ନା ଖାଉଙ୍ଗା...ନା ଖିଲାଉଙ୍ଗା ବା ଖାନେ ଦୁଃଙ୍ଗା କହିଥିଲେ ମୋଦିଜୀ....ଆଉ ଦୁର୍ନୀତିକୁ ଜମା ପ୍ରଶ୍ରୟ ଦିଆଯିବ ନାହିଁ...ଆଉ ବିଜେପି ସଭାପତି ଅମିତ ଶାହା ମଧ୍ୟ ଦୁର୍ନୀତି ଉପରେ ପ୍ରବଚନ ଦେଇଆସୁଛନ୍ତି ।…