Browsing Category

ରାଜନୀତି

ବିକାଶ ଦେଖିବାକୁ ଯଦି ଚାହୁଁଛ, ବର୍ତ୍ତମାନ ଓଡ଼ିଶାକୁ ଆସ ।

୧୭ବର୍ଷରେ ୨୦ଟି ବୃହତ ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ୩୦ ହଜାର ଲୋକଙ୍କୁ ନିଯୁକ୍ତି ମିଳିଛି ଭୁବନେଶ୍ୱର :  ପ୍ରତ୍ୟକ୍ଷ ପୁଞ୍ଜିନିବେଶ ଆକର୍ଷଣ କ୍ଷେତ୍ରରେ ଓଡ଼ିଶା ଦେଶର ରାଜ୍ୟଗୁଡିକ ମଧ୍ୟରେ ତୃତୀୟ ସ୍ଥାନରେ ରହିଛି । ୨୦୧୬-୧୭ରେ ଦେଶକୁ ଉଭୟ ସରକାରୀ ଓ ଘରୋଇ ସୂତ୍ରରୁ ବିଭିନ୍ନ କ୍ଷେତ୍ରରୁ…

ବିଜେପିରେ ମିଶିଲେ ଉପାସନା ଓ ଲଳିତେନ୍ଦୁ , ଲୁଲୁ ପରିବାର ମିଶିଗଲେ, ଲୁଲୁସେନାର ମର୍ଜରକୁ ନେଇ କନଫୁଜନ 

  ଭୁବନେଶ୍ୱରରୁ ଚକ୍ରଧର ମାଝୀ : ବହୁତ ଅପେକ୍ଷା କଲେ....ଅଖିଳ ଭାରତ କଂଗ୍ରେସ କମିଟି ନିଷ୍ପତ୍ତି  ଝୁଲାଇ ରଖିଲେ। ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନ ହଟିବା ସଂଭାବନା ଓ ନିରଞ୍ଜନ ପଟ୍ଟନାୟକ ସଭାପତି ହେବା ସମ୍ଭାବନା ବି କମ ଦେଖାଗଲାଣି । ସେପଟେ ଆଖି ଆଗରେ ରାଜ୍ୟର ସବୁଠୁ ବ୍ୟୟବହୁଳ…

ମୁଁ ଜୋକର ନୁହେଁ, ଅର୍ଜୁନ : ଦାମ

  ମୋ ପାଶୁପତ ଅସ୍ତ୍ରରେ ଘାଇଲା ହୋଇଥିବା ବିଜେପି ନେତା କହିବେ ମୁଁ କଣ   ଭୁବନେଶ୍ୱର  : ମୁଁ  ଜୋକର କି ଶ୍ରୀଖଣ୍ଡୀ କି ଅର୍ଜୁନ......ବିଜେପିର ସେ ନେତାମାନଙ୍କୁ ପଚାରିଲେ କହିବେ, ଯେଉଁମାନେ ମୋ ପାଶୁପତ ଅସ୍ତ୍ରରେ ବହୁବାର ଘାଇଲା ହୋଇଛନ୍ତି ! ଅଭିଯୋଗ କରୁଥିବା ଲୋକର ଅସ୍ତିତ୍ବ…

ଦାମ ଶ୍ରୀଖଣ୍ଡି ଓ ସର୍କସର ଜୋକର : ଲେଖାଶ୍ରୀ

  ଭୁବନେଶ୍ୱରରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା : ଗତକାଲି ବିଜେପିକୁ ଏକ ସାମ୍ବାଦିକ ସମ୍ମିଳନୀରେ ଜୋରଦାର ବର୍ଷିଥିଲେ ବିଜେଡି ବରିଷ୍ଠ ନେତା ତଥା ମନ୍ତ୍ରୀ ଡ ଦାମୋଦର ରାଉତ । ସେ ଗୁଜୁରାଟ ମଧ୍ୟପ୍ରଦେଶ, ଝାରଖଣ୍ଡ , ଛଂତିଶଗଡ ଓ ଓଡିଶା ର ତୁଳନାତ୍ମକ ବିକାଶ ଚିତ୍ର ଦେଇ କିଛି ପ୍ରଶ୍ନ ପଚାରି…

ଏନଏସୟୁଆଇ ଓଡିଶା ସଂଗଠଣ ସବୁ କମିଟି ଭଙ୍ଗ !!!!!!

  ଛାତ୍ର କଂଗ୍ରେସ(ଏନଏସୟୁଆଇ) ଜାତୀୟ ସଭାପତିଙ୍କ ନିର୍ଦେଶ କ୍ରମେ ଓଡିଶା ଛାତ୍ର କଂଗ୍ରେସ(ଏନଏସୟୁଆଇ) ରାଜ୍ୟ, ଜିଲ୍ଲା ଓ ଆସେମ୍ବ୍ଲି କମିଟିକୁ ତତ୍କାଳ ଭଙ୍ଗ କରାଯାଇଛି ଓ ଛାତ୍ର କଂଗ୍ରେସ ସଙ୍ଗଠନକୁ ମଜଭୂତ କରିବା ଲାଗି ସଂଗଠନ ପକ୍ଷରୁ ସଦସ୍ୟ ସଂଗ୍ରହ ସଙ୍ଗଠନକୁ ବ୍ୟାପକ ଭାବେ କରାଯିବ…

କେତେବେଳେ କେଉଁଠି କେଉଁ ରୂପ , ଏପଟେ ପ୍ରସ୍ତାବ ପାରିତ, ସେପଟେ ରୁଦ୍ଧଦ୍ୱାର ବୈଠକ

  ଭୁବନେଶ୍ୱରରୁ ଚକ୍ରଧର ମାଝି : ଏପଟେ ଚିରାଚରିତ ପ୍ରସ୍ତାବ ପାରିତ ହେଲା ରାହୁଲ ଗାନ୍ଧୀଙ୍କୁ ସଭାପତି କରିବା ପାଇଁ  ଆଉ ସୋନିଆ ଗାନ୍ଧୀଙ୍କୁ କ୍ଷମତା ଦେବା ପାଇଁ  । ଆଉ ଏ ବୈଠକ ସରୁସରୁ ସଞ୍ଜରେ ଅସନ୍ତୁଷ୍ଟଙ୍କ ମେଳି  । ସଭାପତି ବଦଳାଇବେ ବୋଲି କହି କାହିଁକି ଭଣ୍ଡୁଛି ଏଆଇସିସି, ତାକୁ…

ଜାତୀୟ ଦଳ ଗୁଡିକ ଅନିଶ୍ଚିତତାର ବାତାବରଣ ସୃଷ୍ଟିକରୁଛନ୍ତି  

  ଭୁବନେଶ୍ୱରରୁ ଦିନବନ୍ଧୁ ନାୟକ : ବର୍ତମାନ ସାରା ଦେଶରେ ବିଭିତ୍ତ କ୍ଷେତ୍ରରେ ଅନିଶ୍ଚିତତାର ବାତାବରଣ ସୃଷ୍ଟି ହୋଇଛି  । ଏଥିପାଇଁ ଜାତୀୟ ଦଳ ଗୁଡିକ ମୁଖ୍ୟତଃ ଦାୟୀ  ।  ଅନିଶ୍ଚିତତା ବାତାବରଣ ଦେଶ ପାଇଁ ଆଦୌ ଭଲ ନୁହେଁ  । ଜୟ ପ୍ରକାଶ ନାରାୟଣ ଯେଉଁ ମୂଲ୍ୟବୋଧ ପାଇଁ ଲଢୁଥିଲେ ସେ ଦିଗରେ…

ରାହୁଲ ଏବଂ ନବୀନ ବାବୁଙ୍କ ଅଭିଯୋଗ ସଂପୂର୍ଣ୍ଣ ଭାବେ ମିଥ୍ୟା ଓ ତଥ୍ୟ ଆଧାରିତ ନୁହେଁ : ବିଜେପି

  ଭୁବନେଶ୍ୱର,- ନ୍ୟୁଜ ପୋର୍ଟାଲ “ଦ ୱାୟର” ଦ୍ୱାରା ବିଜେପିର ଜାତୀୟ ସଭାପତି ଅମିତ ଶାହା ଓ ତାଙ୍କର ପୁତ୍ର ଜୟ ଅମିତ ଶାହାଙ୍କ ବିରୁଦ୍ଧରେ ଦୁର୍ଭାବନାପୂର୍ଣ୍ଣ ଭାବେ ଅସତ୍ୟ, ଆଧାରହୀନ, ଅପମାନଜନକ, ମାନହାନିକାରକ ଅଭିଯୋଗ କରାଯାଇଛି । ଜାଣି ଶୁଣି ଯୋଜନାବଦ୍ଧ ଭାବେ ଏପରି ତଥ୍ୟ ପ୍ରସାରିତ…

 ଲୁଚିଛି ନା ଗୋଡ ଦିଟା ଦିଶୁଛି : କି ବେପାର କଲେ କି, ବର୍ଷକରେ ୧୬୦୦୦ ଗୁଣ ସମ୍ପତି ବୃଦ୍ଧି !!!!!!!

  ମାନ ରକ୍ଷା ଲାଗି ମାନହାନି ମକଦ୍ଦମା କଲେ ଅମିତ ଶାହଙ୍କ ପୁଅ    ନୂଆଦିଲ୍ଲୀ : ନା ଖାଉଙ୍ଗା...ନା ଖିଲାଉଙ୍ଗା ବା ଖାନେ ଦୁଃଙ୍ଗା  କହିଥିଲେ ମୋଦିଜୀ....ଆଉ ଦୁର୍ନୀତିକୁ ଜମା ପ୍ରଶ୍ରୟ ଦିଆଯିବ ନାହିଁ...ଆଉ ବିଜେପି ସଭାପତି ଅମିତ ଶାହା ମଧ୍ୟ ଦୁର୍ନୀତି ଉପରେ ପ୍ରବଚନ ଦେଇଆସୁଛନ୍ତି ।…

କେନ୍ଦ୍ରରେ ଯିଏ ଇନ୍ଦ୍ର, ସିବିଆଇ ତାର ସଚୀ

  ସିବିଆଇକୁ ଅସ୍ତ୍ର ଭାବରେ ବ୍ୟବହାର ହେଉଛି,ଜାଭଡେକରଙ୍କ ବୟାନରୁ ପ୍ରମାଣିତ : ଦାମ    କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡେକର ତାଙ୍କର ଓଡ଼ିଶା ଗସ୍ତ କାଳରେ ତଥ୍ୟ ନଥାଇ ରାଜ୍ୟ ସରକାରଙ୍କ ଉପରେ ଅପାରଗତା ଓ ଦୁର୍ନୀତିର ମନଗଢ଼ା  ଆରୋପ କଲାବେଳେ କହିଥିଲେ ଶାସକ ଦଳର ମନ୍ତ୍ରୀ ଓ ବିଧାୟକମାନଙ୍କୁ…