Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ମିଛ ପ୍ରତିଶୃତି ଦେବାରେ ନବୀନ ଏବଂ ମୋଦି ସରକାର ମଧ୍ୟରେ ଚାଲିଛି ପ୍ରତିଯୋଗୀତା
ବିଫଳତାକୁ ଢାଙ୍କିବାକୁ ବିଜେଡି ପାଳୁଛି ପ୍ରତିଷ୍ଠା ଆଡ଼ମ୍ବରପୂର୍ଣ୍ଣ ଦିବସ,
ରୋମ୍ ଜଳୁଥିବା ବେଳେ ସମ୍ରାଟ ନିରୋଙ୍କ ବଂଶୀବାଦନ
ବିଜେଡି ଓ ବିଜେପି ଅଲିଖିତ ଚୁକ୍ତିରେ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି ରାଜ୍ୟର ପ୍ରଗତି
ମୋଦି ସରକାରର ବର୍ଷକୁ ଦୁଇକୋଟି ନିଯୁକ୍ତି ଦେବାର ବାହାସ୍ପୋଟ…
ଦାମଙ୍କ ସହ ଶରଦ ଯାଦବଙ୍କ ଆଲୋଚନା !!!!!
ଡାକରା ପାଇ ଯାଇଥିଲେ ଇସ୍ତଫା ଦେଇଥାନ୍ତେ ଦାମ, ନଯିବାରୁ ବହିଷ୍କାର
ଭୁବନେଶ୍ୱରରୁ ମାନସୀ ମିଶ୍ର : ଶୁକ୍ରବାର ମନ୍ତ୍ରୀମଣ୍ଡଳରୁ ବିଦା କରିବା, ତାପର ଦିନ ତାଙ୍କଠାରୁ ଦଳୀୟ ଉପସଭାପତି ଓ ପର୍ଯ୍ୟବେକ୍ଷକ ପଦ କାଢିନେବା ହଠାତ ଯେପରି ପୂର୍ବ ପ୍ରସ୍ତୁତି ସହ ଯୋଜନାବଦ୍ଧ ଭାବେ ହୋଇଥିଲା |…
କୃଷିଋଣ ଛାଡ ଦାବି ବିଜେପିର ନାଟକବାଜି
କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ କୃଷିଋଣ ଛାଡ କରନ୍ତୁ - କଂଗ୍ରେସ
ଭୁବନେଶ୍ୱର – ଓଡିଶାରେ କୃଷିଋଣ ଛାଡ ପାଇଁ ବିଜେପି ଦଳ ଦାବି କରୁଥିବା ବେଳେ ସେହି ବିଜେପି ଦଳର କେନ୍ଦ୍ର କୃଷିମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଚାଷୀଙ୍କ ଠାରୁ କୃଷିଋଣ ଛାଡ କରାଯିବ ନାହିଁ ବୋଲି ରୋକ୍ ଠୋକ୍ ମନା…
ଅର୍ଥକୁ ଅନର୍ଥ କରି ବ୍ରାହ୍ମଣ ସମାଜକୁ ନିନ୍ଦିତ କରା ନଯାଉ : ଦାମ
ଆମର ବୃତ୍ତି, ସଂସ୍କୃତି ଏବଂ ପରମ୍ପରା ସଂପର୍କରେ ମୋର ସମ୍ୟକ ନ ହେଲେ ବି ସାଧାରଣ ଜ୍ଞାନ ରହିଛି ବୋଲି ମୁଁ ଭାବ | ତେବେ ମୋର ଦୁର୍ଭାଗ୍ୟ ମତେ ନିନ୍ଦିତ କରିବା ପାଇଁ ଅର୍ଥକୁ ଅନର୍ଥ କରି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ମତେ ସମାଲୋଚନାର ଶରବ୍ୟ କରିଥାଆନ୍ତିା ସମ୍ଭବତଃ ଏହା ରାଜନୀତିକ…
ବିଜେପିର ଔଦ୍ଧତ୍ୟକୁ ଶକ୍ତ ଜାବୁଡ଼ା
୧୫୦ ଆସନ ଜିତିବାର ଗର୍ବ ଚୁରମାର୍ ହୋଇଛି: ବିଜୟ
ଭୁବନେଶ୍ୱର,: ଗୁଜରାଟ ନିର୍ବାଚନ ଫଳ ପ୍ରକାଶ ପାଇଛି । ବିଜେପିର ଔଦ୍ଧତ୍ୟକୁ ଗୁଜୁରାଟବାସୀ ଶକ୍ତ ଜାବୁଡ଼ା ଦେଇଛନ୍ତି | ବିଜେପି ସରକାର ଗଠନ କରୁଥିଲେ ମଧ୍ୟ ବିଜେପିର ଅହଂକାର ଓ ଔଦ୍ଧତ୍ୟ ପ୍ରତି ପ୍ରଚଣ୍ଡ ଧକ୍କା ଲାଗିଛି । ୧୫୦ ଆସନ…
ବିଜେପି-ବିଜେଡି ଟକରାଟକରୀ : ୨୦୦ରୁ ଅଧିକ ବିଜେପି କର୍ମୀ ବିଜେଡିରେ ମିଶିଲେ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକର ବିଜେପି ନେତା ଭୀଷ୍ମଦେବ ସରାଫ୍ଙ୍କ ନେତୃତ୍ୱରେ ୨୦୦ରୁ ଊଦ୍ଧ୍ୱର୍ ବିଜେପି କର୍ମୀ ବିଜୁ ଜନତା ଦଳରେ ଭାବେ ସାମିଲ ହୋଇଛନ୍ତି । ସେମାନଙ୍କ…
ବାଜିଗର ରାହୁଲ
ଭିନ୍ନ ଜଣେ ଅଭିମନ୍ୟୁ : ପପୁ ହୋଇ ବ୍ୟୁହରେ ପଶିଥିଲେ, ଅଭିଜ୍ଞ ରାହୁଲ ହୋଇ ବାହାରି ଆସିଲେ
ଅସମାପ୍ତ ଲଢେଇରେ ବାଜି ଜିତି ବି ବିଜେପି ମହାରଥୀ ଘାଇଲା
ମାନସୀ ମିଶ୍ରଙ୍କ ରିପୋର୍ଟ : ବାହାରିଲା ଗୁଜୁରାଟ ନିର୍ବାଚନ ଫଳ, ସବୁ କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ପକାଇ ବାଜି ମାରିନେଲା…
ଚାଷ ଓ ଚାଷୀର ଭାଗ୍ୟ ସହ ଖେଳୁଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର
ଚାଷୀ ଓ ଭାଗଚାଷୀଙ୍କୁ କ୍ଷତିପୂରଣ ମିଳିବ କି ନାହିଁ ସେ ନେଇ ପ୍ରଶ୍ନବାଚୀ
ଉତ୍ପାଦନ ମୂଲ୍ୟର ଦେଢଗୁଣ ସହାୟକ ମୂଲ୍ୟ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଗଲା କୁଆଡେ
ମୁଖ୍ୟମନ୍ତ୍ରୀଙ୍କ ଘୋଷିତ ଶହେ ଟଙ୍କା ବୋନସ୍ ଗଲା କୁଆଡେ
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତାରୁ ବୀମାଭୁକ୍ତ…
ଦାମଙ୍କ ବାଣ,ଏଥର ଟିକିଏ ଟାଣ
"ସଂଘୀୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ନରେନ୍ଦ୍ର ମୋଦି ନିଜକୁ ଭାରତୀୟ ଜନତା ପାର୍ଟିର ବୋଲି ବିବେଚନା କରିବା ସମ୍ବିଧାନ ବିରୋଧୀ ରାଷ୍ଟ୍ରୀୟ ଭାବନା ପରିବର୍ତ୍ତେ ଦଳୀୟ ଏବଂ ଆଞ୍ଚଳିକ ଭାବନାକୁ ସେ ଯଦି ପାଥେୟ କରିବାକୁ ନିଶ୍ଚିତ କରିଛନ୍ତି ତେବେ ଦେଶର ସଂଘୀୟ ସମ୍ବିଧାନର…
ଯୁବ ବିଜେଡିର ଗଜପତି ଜିଲ୍ଲା କମିଟି ପୁନର୍ଗଠିତ,୫ ଉପସଭାପତି, ୫ ସାଧାରଣ ସମ୍ପାଦକ
ଭୁବନେଶ୍ୱର/ଗଜପତି (ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ ପାଣିଗ୍ରାହୀ) ରାଜ୍ୟ ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ସଂଗଠନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ଗଜପତି ଜିଲ୍ଲାର ଜିଲ୍ଲା କମିଟି ଓ ବ୍ଲକ କମିଟିର ପୁନର୍ଗଠନକୁ…