Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଜନସ୍ୱାର୍ଥ ଚୁଲିକି ଯାଉ ଏବଂ ଦଳୀୟ ସ୍ୱାର୍ଥ ବଜାୟ ରହୁ ନୀତିକୁ ମୁଖ୍ୟମନ୍ତ୍ରୀ ଆପଣେଇଛନ୍ତି: ବିଜେପି
କେନ୍ଦ୍ର ସରକାରଙ୍କ ପଂଚାୟତିରାଜ ଦିବସ ରାଜ୍ୟ ସରକାର ପାଳନ ନକରିବା ପ୍ରସଙ୍ଗ
ଭୁବନେଶ୍ୱର : କେନ୍ଦ୍ରୀୟ ଅବହେଳାର ଚିକ୍ରାର କରୁଥିବା ରାଜ୍ୟ ସରକାର ବାସ୍ତବରେ ଗରିବ ବିରୋଧୀ । କେନ୍ଦ୍ର ସରକାର ରାଜ୍ୟର ଗରିବ ହିତାଧିକାରୀଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିଲେ ବି ରାଜ୍ୟ ସରକାର ଦଳୀୟ…
ନିରଞ୍ଜନଙ୍କ ମିଶନ ୮୫ ଥୋପ
ଭୁବନେଶ୍ୱର: ଭୋଟ ଆପାତତଃ ମୁଣ୍ଡ ଉପରେ । ହାତରେ ଆଉ ମାସ କେଇଟା । ଦଳ ଅସଜଡ଼ା, ସାସକ ବିଜେଡି ନିର୍ବାଚନୀ ମୁଦ୍ରାରେ | ବିଜେପି ବି କିଛି ପଛରେ ନାହିଁ | ସେମାନେ ବି ସଭାପତି ବଦଳାଇ କୁଆଡେ ପ୍ରତାପ ଷଢଙ୍ଗିଙ୍କୁ ଆଣିବାକୁ ଯୋଜନା କରିଛନ୍ତି | ଓଡିଶା ଉପରେ କେନ୍ଦ୍ର ବିଜେପିର ଟାର୍ଗେଟ…
ରାୟଗଡ଼ ପୌରପାଳିକା କାର୍ଯ୍ୟାଳୟରେ ଲଟକା ଲଗାଇଲା ବିଜେପି
ରାୟଗଡ଼/ Saroj ku Sahu : ରାୟଗଡ଼ ନଗରର ବିଭିନ୍ନ ସମସ୍ୟା ଯଥା ଡ୍ରେନ ତୁରନ୍ତ ଠିକରେ ସଫା କରିବା, ରାସ୍ତାର ମରାମତି, ସାଇପ୍ରିୟା ନଗର ରାସ୍ତାଘାଟ ଡ୍ରେନ ସଫେଇ, ରହିତ କଲନୀର ରାସ୍ତା ଓ ଡ୍ରେନ ଧ୍ୟାନ ଦେବା, ହାତୀପଥର ରୋଡ଼ର ମରାମତି, ସହରର ବିଭିନ୍ନ ସ୍ଥାନରେ ଟୋଇଲେଟ ଓ ପିଇବା ପାଣିର…
ଛତିଶଗଡ଼ର ବେଆଇନ୍ କାର୍ଯ୍ୟ ବିରୋଧରେ ଲୋକଙ୍କୁ ସଚେତନ କର ଓ ଅଭିଯାନରେ ସାମିଲ କର : ନବୀନ
‘ମହାନଦୀର ଜଳ ସଂକଟ ପାଇଁ ୨ୟ ପର୍ଯ୍ୟାୟ ସଂଗ୍ରାମ’ ଜୋରଦାର କରିବ ବିଜେଡି
ଚାଷୀ ଟୀକାରାମ ଭୋଇ ବଖାଣିଲେ ମହାନଦୀର ତଳମୁଣ୍ଡରେ ଥିବାରୁ ଚାଷୀକୂଳଙ୍କ ଦୁର୍ଦ୍ଦଶା
ଭୁବନେଶ୍ୱରରୁ ମାନସୀ ମିଶ୍ର : ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ର ବେଆଇନ କାର୍ଯ୍ୟ ଓ କେନ୍ଦ୍ରସରକାରଙ୍କ ଉଦାସୀନତା…
ବିଜୁ ଯୁବଜନତା ଦଳ ରାଜ୍ୟକାର୍ଯ୍ୟାଳୟ ଉଦ୍ଘାଟିତ
ମୁଖ୍ୟମନ୍ତ୍ରୀ ତଥା ବିଜୁଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ନୁତନ ରାଜ୍ୟ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଛନ୍ତି । ଓଡିଶାର ଯୁବସମାଜକୁ ସଦାସର୍ବଦା ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ଆସିଛନ୍ତି । ବିଜୁ ଯୁବ ନିତୀ ହେଉ କିମ୍ବା ବିଜୁ ଯୁବବାହିନୀ…
ଆମ ଭୁଲ ପାଇଁ ବିଜେଡି ବିଜେପି ଜିତୁଛନ୍ତି, ହେଲେ ଏଥର ହାରିବା ବାଜି ନୁହେ ଜିତିବା ପାଇଁ ଲଢ଼ିବ କଂଗ୍ରେସ ”…
ଦି ମାସ ଭିତରେ କଂଗ୍ରେସ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବ :ଜିତେନ୍ଦ୍ର
"" ଅତୀତର କେତେକ ଭୁଲ ପାଇଁ ଲୋକମାନେ ଆମକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଅତୀତର ତ୍ରୁଟି ସୁଧାରି ଆମେ ଲୋକଙ୍କ ପାଖକୁ ଯାଇ ଆସ୍ଥାଭାଜନ ହେବୁ । ପୁଣି କଂଗ୍ରେସର ସଂଗଠନ ସୁଦୃଢ଼ ହୋଇପାରିବ | ବିଜେଡ଼ି ଓ…
ରାଜ୍ୟରେ ଘଟୁଥିବା ଦୁଷ୍କର୍ମ ପ୍ରତିବାଦରେ ବିଜେପି ଯୁବମୋର୍ଚାର ବିକ୍ଷୋଭ
ରାୟଗଡ଼ାରୁ ସରୋଜ ସାହୁ : ରାଜ୍ୟରେ ମହିଳା ଓ ଶିଶୁଙ୍କୁ ନିର୍ଯ୍ୟାତନା ସହ ଦୁଷ୍କର୍ମ ଭଳି ହୀନ କାର୍ଯ୍ୟ ବଢ଼ିବାରେ ଲାଗିଛି । ନିଜେ ଗୃହ ବିଭାଗ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଥିବା ସ୍ଥଳେ କଠୋର କାର୍ଯ୍ୟାନୁଷ୍ଠାନ ନେବାରେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ଥ ଏଭଳିକି ଆଇନ ଶୃଙ୍ଖଳା ମଧ୍ୟ ବିପର୍ଯ୍ୟସ୍ଥ…
ଗିରିଧାରୀ ବିଜେଡିରେ ଯୋଗଦେଲେ
ଭୁବନେଶ୍ୱର : ମୁମ୍ବାଇ ପୋଲିସର ଅବସରପ୍ରାପ୍ତ କମିଶନର ଅରୂପ ପଟ୍ଟନାୟକଙ୍କ ବିଜେଡି ରେ ଯୋଗ ଦାନ ପରେ ଭାରତୀୟ ସୂଚନା ସେବାର ଅବସର ପ୍ରାପ୍ତ ବରିଷ୍ଠ ଅଧିକାରୀ ଗିରିଧାରୀ ମହାନ୍ତି ବିଜେଡି ରେ ଯୋଗ ଦେଇଛନ୍ତି | ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତାଙ୍କୁ ବିଜେଡିରେ ସାମିଲ କରି ତାଙ୍କର…
*ସ୍ୱଚ୍ଛ ଭାରତ ଦିବସ ଅବସରରେ ଗୌରବ ଯାତ୍ରା*
ପଦ୍ମପୁର-ରାଜବୋଡାସମ୍ବର ବ୍ଳକ ଚାରପାଲି ଗ୍ରମପଞ୍ଚାୟତ ଅନ୍ତର୍ଗତ ଭାଲୁକନା ଗ୍ରାମ ଖୋଲା ମଳମୁକ୍ତ ଗ୍ରାମ ଭାବେ ଗ୍ରାମବାସୀଙ୍କ ମିଳିତ ସହଯୋଗ ଯୋଗୁଁ ସମ୍ଭବ ହୋଇଛି ।ଗତ ୧୮ତାରିଖ ସ୍ବଛ୍ଛ ଭାରତ ଦିବସ ଅବସରରେ ଗ୍ରାମବାସୀଙ୍କ ତରଫରୁ ଗୌରବ ଯାତ୍ରାରେ ଉନ୍ନୟନ ସଂସ୍ଥାର ପ୍ରକଳ୍ପ…
ନିରଂଜନ ମୁଣ୍ଡରେ ପିସିସି ମକୁଟ, ତେଣେ ବଦ୍ରିଙ୍କ ଚିନ୍ତା ଉତ୍କଟ
ଗରମ ହେଉଛି କେନ୍ଦୁଝର ରାଜନୀତି
କେନ୍ଦୁଝର (ଜିତେନ୍ଦ୍ର ସାହୁ): ଗତ କିଛି ଦିନ ମଧ୍ୟରେ ରାଜନୈତିକ ପାଣିପାଗରେ କିଛିଟା ପରିବର୍ତ୍ତନ ରାଜ୍ୟ ରାଜନୀତିକୁ ଯେତିକ ସରଗରମ କରିଛି ତାହାକୁ ନେଇ କେନ୍ଦୁଝର ଜିଲା ରାଜନୀତି ମଧ୍ୟ କିଛି କମ ସରଗରମ ହୋଇନାହିଁ । ଗତ ସ୍ୱଳ୍ପ ଦିନ ମଧ୍ୟରେ ରାଜ୍ୟ…